୧୦ ବାଇକ ଜବତ, ୩ ଗିରଫ

ପୁରୀ: କୁମ୍ଭାରପଡ଼ା ଥାନା ପୋଲିସ ଆଜି ଏକ ବାଇକ୍‌ ଚୋରି ରାକେଟ୍‌ର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହିତ ୧୦ଟି ବାଇକ୍‌ ଜବତ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବ୍ରହ୍ମଗିରିର ପ୍ରଦ୍ୟୁମ୍ନ ବେହେରା ଓରଫ ବୁଲୁ, ବିଶ୍ୱଜିତ ନାୟକ ଓରଫ ସିପୁନ୍‌ ଓ ସୁନୀଲ ନାୟକ ଓରଫ ସିଲୁ। ଅନ୍ୟପକ୍ଷରେ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଛି।

Previous ArticleNext Article

Send this to a friend