ପୁରୀ: ଶତାଦ୍ଧୀର ନବକଳେବର  ୧୯୧୨-୨୦୧୫ ପୁସ୍ତକ  ଲୋକାର୍ପିତ

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶୁକ୍ରବାର ଶତାଦ୍ଦୀର ନବକଳେବର ୧୯୧୨-୨୦୧୫ ପୁସ୍ତକ ଲୋକାର୍ପିତ କରିଛନ୍ତି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟି ଶ୍ରୀଜଗନ୍ନାଥଙ୍କ ନବକଳେବର ତଥା ଶ୍ରୀଜଗନ୍ନାଥଙ୍କୁ ନେଇ ଓଡିଶା ଇତିହାସ ସମ୍ପର୍କରେ ଏକ ଅମୂଲ୍ୟ ଓ ପ୍ରମାଣିକ ଗ୍ରନ୍ଥ ବୋଲି ବିବେଚନା କରାଯାଇଛି।ଉତ୍ସବରେ ପ୍ରତିଷ୍ଠାନର ମହାସଚିବ ରବିନ୍ଦ୍ରନାଥ ପ୍ରତିହାରୀ ଶ୍ରୀଜଗନ୍ନାଥଙ୍କ ନବକଳେବର ବର୍ଷରେ ଏହି ପୁସ୍ତକ ପ୍ରଣୟନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

puri

puri

Rakesh Mallick
  • Published: Saturday, 19 September 2015
  • Updated: 19 September 2015, 02:05 AM IST

Sports

Latest News

puriପୁରୀ: ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶୁକ୍ରବାର ଶତାଦ୍ଦୀର ନବକଳେବର ୧୯୧୨-୨୦୧୫ ପୁସ୍ତକ ଲୋକାର୍ପିତ କରିଛନ୍ତି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟି ଶ୍ରୀଜଗନ୍ନାଥଙ୍କ ନବକଳେବର ତଥା ଶ୍ରୀଜଗନ୍ନାଥଙ୍କୁ ନେଇ ଓଡିଶା ଇତିହାସ ସମ୍ପର୍କରେ ଏକ ଅମୂଲ୍ୟ ଓ ପ୍ରମାଣିକ ଗ୍ରନ୍ଥ ବୋଲି ବିବେଚନା କରାଯାଇଛି।ଉତ୍ସବରେ ପ୍ରତିଷ୍ଠାନର ମହାସଚିବ ରବିନ୍ଦ୍ରନାଥ ପ୍ରତିହାରୀ ଶ୍ରୀଜଗନ୍ନାଥଙ୍କ ନବକଳେବର ବର୍ଷରେ ଏହି ପୁସ୍ତକ ପ୍ରଣୟନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos