ରାୟଗଡ଼ା: ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

rayagada

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ବନ୍ଧଗୁଡ଼ାରେ ରାସ୍ତା ନିର୍ମାଣ ଦାବିରେ ଆଜି ୩ଟି ଗାଁର ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଫଳରେ ବିଷମକଟକ-ମୁନିଗୁଡ଼ା ରାସ୍ତାରେ ଗାଡ଼ିଚଳାଚଳ ପ୍ରଭାବିତ ହୋଇଥିଲା।

Previous ArticleNext Article

Send this to a friend