ରାଉରକେଲା ଆଇଜି ପାର୍କରେ ନିଆଁ

IG-park

ରାଉରକେଲା: ରାଉରକେଲା ଇନ୍ଦିରାଗାନ୍ଧି(ଆଇଜି) ପାର୍କରେ ନିଆଁ ଲାଗିଛି। ଆଜି ଅପରାହ୍ନରେ ପାର୍କରେ ଥିବା ୩ଟି ବାଉଁଶ ବୁଦାରେ ନିଆଁ ଲାଗି ଯାଇଥିଲା। ଏହା ପରେ ନିଆଁ ବ୍ୟାପୀ ଯାଇଥିଲା। ନିଆଁ ଲିଭାଇବା କାର୍ଯ୍ୟରେ ଦୁଇଟି ଦମକଳ ନିୟୋଜିତ ହୋଇଥିଲେ। ଇନ୍ଦିରା ଗାନ୍ଧି ପାର୍କ ଚିଡିଆଖାନାରେ ଅନେକ ବନ୍ୟଜନ୍ତୁ ଥିବାରୁ ଶୀଘ୍ର ଆୟତ୍ତ କରିବା ପାଇଁ ଉଦ୍ୟମ କରାଯାଇଥିଲା।

Previous ArticleNext Article

Send this to a friend