ରାଉରକେଲା: ୪ ବାଇକ୍‌ ଲୁଟେରା ଗିରଫ

handcuffs

ରାଉରକେଲା: ରାଉରକେଲା ପ୍ଲାଣ୍ଟ୍‌ ସାଇଟ୍‌ ପୋଲିସ୍‌ ଆଜି ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୮ଟି ବାଇକ୍‌ ଜବତ କରିଛି। ଏମାନେ ବାଇକ୍‌ ଚୋରି କରି ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବିକ୍ରି କରୁଥିଲେ। ତେବେ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ୍‌ କହିଛି।

Previous ArticleNext Article

Send this to a friend