ରାଉରକେଲା: ରାତ୍ରି ଭୋଜନ ଖାଇ ୬୦ଛାତ୍ରୀ ଅସୁସ୍ଥ

rour

ରାଉରକେଲା: ରାଉରକେଲାସ୍ଥିତ ଉତ୍କଳମଣି ହୋମିଓପାଥିକ କଲେଜରେ ରାତ୍ରି ଭୋଜନ ଖାଇବା ପରେ ୬୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।

ଗତକାଲି ଲେଡିଜ୍‌ ହଷ୍ଟେଲରେ ରାତ୍ରି ଭୋଜନ ସରିବା ପରେ ଛାତ୍ରୀମାନେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଆଜି ସକାଳେ ୫ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଅସୁସ୍ଥ ଛାତ୍ରୀଙ୍କୁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ଛାତ୍ରୀମାନଙ୍କ ଚିକିତ୍ସା ହଷ୍ଟେଲରେ ଚାଲିଛି।

 

 

SHARE THIS

RELATED ARTICLES

LEAVE COMMENT