ସିବିଆଇରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେବେ ସୁଦ୍ଧା କରିପାରିବେ ଆବେଦନ

ନୂଆଦିଲ୍ଲୀ: ସିବିଆଇ (ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ)ର ସବ୍-ଇନ୍ସପେକ୍ଟର ଓ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଏଥିପାଇଁ ଜୁନ୍‌ ୪ ତାରିଖ ପୂର୍ବରୁ ଆବେଦନ କରିପାରିବେ। ତେବେ ଏହା ପୂର୍ବରୁ ଚାକିରି ସମ୍ପର୍କିତ ସମସ୍ତ ତଥ୍ୟ ଜାଣିରଖନ୍ତୁ। ପଦବୀ: ଇନ୍ସପେକ୍ଟର ଓ ସବ୍‌-ଇନ୍ସପେକ୍ଟର ଦରମା: ୯,୩୦୦ରୁ ୩୪,୮୦୦ ପର୍ଯ୍ୟନ୍ତ ରହିଛି। ଯୋଗ୍ୟତା: ପ୍ରାର୍ଥୀ ମାନ୍ୟାତାପ୍ରାପ୍ତ କଲେଜରୁ ସ୍ନାତକ କରିଥିବା ଆବଶ୍ୟକ। ବୟସ ସୀମା: ୨୦ ରୁ ୩୦ ବର୍ଷ ବୟସ ମଧ୍ୟରେ ଥିବା ପ୍ରାର୍ଥୀ ଆବେଦନ କରିପାରିବେ। […]

648890-central-bureau-of-investigation

648890-central-bureau-of-investigation

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 06:33 PM IST

Sports

Latest News

ନୂଆଦିଲ୍ଲୀ: ସିବିଆଇ (ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ)ର ସବ୍-ଇନ୍ସପେକ୍ଟର ଓ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଏଥିପାଇଁ ଜୁନ୍‌ ୪ ତାରିଖ ପୂର୍ବରୁ ଆବେଦନ କରିପାରିବେ। ତେବେ ଏହା ପୂର୍ବରୁ ଚାକିରି ସମ୍ପର୍କିତ ସମସ୍ତ ତଥ୍ୟ ଜାଣିରଖନ୍ତୁ।
ପଦବୀ: ଇନ୍ସପେକ୍ଟର ଓ ସବ୍‌-ଇନ୍ସପେକ୍ଟର

ଦରମା: ୯,୩୦୦ରୁ ୩୪,୮୦୦ ପର୍ଯ୍ୟନ୍ତ ରହିଛି।

ଯୋଗ୍ୟତା: ପ୍ରାର୍ଥୀ ମାନ୍ୟାତାପ୍ରାପ୍ତ କଲେଜରୁ ସ୍ନାତକ କରିଥିବା ଆବଶ୍ୟକ।
ବୟସ ସୀମା: ୨୦ ରୁ ୩୦ ବର୍ଷ ବୟସ ମଧ୍ୟରେ ଥିବା ପ୍ରାର୍ଥୀ ଆବେଦନ କରିପାରିବେ।
ଚୟନ ପ୍ରକ୍ରିୟା: ଡକ୍ୟୁମେଣ୍ଟ ଭେରିଫିକେସନ, ଫିଜିକାଲ ଟେଷ୍ଟ ଓ କମ୍ପ୍ୟୁଟର ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଆବେଦନ ଫି: ୧୦୦ ଟଙ୍କା ଫି’ ଦେବାକୁ ପଡ଼ିବ।

ଆବେଦନର ପ୍ରକ୍ରିୟା: ପ୍ରାର୍ଥୀ CBI ର ସରକାରୀ ୱେବ୍‌ସାଇଟ୍‌ cbi.gov.in କୁ ଯାଇ ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ: ୨୦୧୮ ଜୁନ୍ ୪ ତାରିଖ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story