କାନ୍ସରେ ଏକାଠି ଦେଖାଯିବେନି କ୍ରାଟିନା,ଐଶ ଓ ସୋନମ୍

 ମମ୍ବାଇ : ୬୮ତମ ଆନୁଆଲ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାଗନେଇଛନ୍ତି ବଲିଉଡର ଗ୍ଲାମର ମଡେଲ ତଥା ଗ୍ରଜିଏସ୍ ଆକ୍ଟ୍ରେସ କାଟ୍ରିନା କୈଫ, ଐଶର୍ଯ୍ୟା ରାୟ ବଚ୍ଚନ ଏବଂ ସୋନମ କପୁର । ଏହି ତିନି ଜଣ ଲିଡିଙ୍ଗ ଲେଡିଙ୍କୁ ଏକାଠି ରେଡ କାର୍ପେଟରେ ଦେଖିବାକୁ ମିଳିବନି । ଭିନ୍ନ ଭିନ୍ନ ଦିନରେ ଦେଖିବାକୁ ମିଳିବେ ଏହି ତିନି ସୁନ୍ଦରୀ । କାଟ୍ରିନା ୧୩ ଏବଂ ୧୪ ମେ’ରେ ପ୍ରଥମ ଥର ରେଡ୍ କାର୍ପେଟରେ ଡେବ୍ୟୁ କରୁଥିବାବେଳେ ୧୬ […]

Aishwarya-Rai

Aishwarya-Rai

Rakesh Mallick
  • Published: Wednesday, 13 May 2015
  • Updated: 13 May 2015, 05:32 AM IST

Sports

Latest News

 ମମ୍ବାଇ : ୬୮ତମ ଆନୁଆଲ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାଗନେଇଛନ୍ତି ବଲିଉଡର ଗ୍ଲାମର ମଡେଲ ତଥା ଗ୍ରଜିଏସ୍ ଆକ୍ଟ୍ରେସ କାଟ୍ରିନା କୈଫ, ଐଶର୍ଯ୍ୟା ରାୟ ବଚ୍ଚନ ଏବଂ ସୋନମ କପୁର । ଏହି ତିନି ଜଣ ଲିଡିଙ୍ଗ ଲେଡିଙ୍କୁ ଏକାଠି ରେଡ କାର୍ପେଟରେ ଦେଖିବାକୁ ମିଳିବନି । ଭିନ୍ନ ଭିନ୍ନ ଦିନରେ ଦେଖିବାକୁ ମିଳିବେ ଏହି ତିନି ସୁନ୍ଦରୀ । କାଟ୍ରିନା ୧୩ ଏବଂ ୧୪ ମେ’ରେ ପ୍ରଥମ ଥର ରେଡ୍ କାର୍ପେଟରେ ଡେବ୍ୟୁ କରୁଥିବାବେଳେ ୧୬ ଏବଂ ୧୮ ତାରିଖରେ ଦେଖାଦେବେ ଗ୍ଲାମର ଡିଭା ସୋନମ କପୁର । ବଚ୍ଚନ ଖାନଦାନର ବୋହୁ ଐଶର୍ଯ୍ୟା ରାୟ ବଚ୍ଚନଙ୍କୁ ରେଡ୍ କାର୍ପେଟରେ ଦେଖିବାକୁ ମିଳିବ ୧୭ଏବଂ୨୦ ତାରିଖରେ । ୨୧ମେ’ରେ ଐଶ ରାଣୀ ନିଜର ହବିଙ୍କ ସହ ଯୋଗଦେବେ ଆନୁଆଲ ଆମେରିକାନ୍ ଫାଉଣ୍ଡେସନ୍ ଏଡସ୍ ରିସର୍ଚ ଚାରିଟି ଗାଲା ଇଭେଣ୍ଟରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story