ବଲିଉଡ୍‌ର ୧୦ଟି ଫିଲ୍ମ ଯାହାର ପୋଷ୍ଟର ସୃଷ୍ଟି କରିଥିଲା ଝଡ଼

ବଲିଉଡ୍ ଫିଲ୍ମକୁ ନେଇ ବିବାଦ କିଛି ନୂଆ କଥା ନୁହେଁ। ଏବେ ତ ‘ପଦ୍ମାବତୀ’କୁ ନେଇ ବିବାଦ ଚାଲିଛି। ସ୍ଥିତି ଏମିତି ହୋଇଛି ଯେ ଫିଲ୍ମଟିର ନାଁ ପରିବର୍ତ୍ତନ କରି ‘ପଦ୍ମାବତ’ ରଖାଯାଇଛି। ତଥାପି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାକୁ ବିରୋଧ କରୁଛି ଓ କୌଣସି ସ୍ଥିତିରେ ଏହାକୁ ରିଲିଜ୍ କରାଇ ଦେବନି ବୋଲି ଚେତାବନୀ ଦେଇଛି। କେତେବେଳେ ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖାଯାଏ ତ କେତେବେଳେ କୌଣସି ସିନ୍ ଅବା ଚରିତ୍ରର ଚିତ୍ରଣକୁ ନେଇ […]

poster1

poster1

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 07:07 AM IST

Sports

Latest News

ବଲିଉଡ୍ ଫିଲ୍ମକୁ ନେଇ ବିବାଦ କିଛି ନୂଆ କଥା ନୁହେଁ। ଏବେ ତ ‘ପଦ୍ମାବତୀ’କୁ ନେଇ ବିବାଦ ଚାଲିଛି। ସ୍ଥିତି ଏମିତି ହୋଇଛି ଯେ ଫିଲ୍ମଟିର ନାଁ ପରିବର୍ତ୍ତନ କରି ‘ପଦ୍ମାବତ’ ରଖାଯାଇଛି। ତଥାପି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାକୁ ବିରୋଧ କରୁଛି ଓ କୌଣସି ସ୍ଥିତିରେ ଏହାକୁ ରିଲିଜ୍ କରାଇ ଦେବନି ବୋଲି ଚେତାବନୀ ଦେଇଛି।

କେତେବେଳେ ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖାଯାଏ ତ କେତେବେଳେ କୌଣସି ସିନ୍ ଅବା ଚରିତ୍ରର ଚିତ୍ରଣକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏମିତିକି ଫିଲ୍ମର ପୋଷ୍ଟରକୁ ନେଇ ବି ଦେଖା ଦେଇଛି ବିବାଦ। ଆଜି ଆମେ ଏମିତି ୧୦ଟି ଫିଲ୍ମ ବିଷୟରେ କହିବୁ ଯାହାର ପୋଷ୍ଟରକୁ ନେଇ ବିବାଦ ଦେଖାଯାଇଥିଲା।

‘ଇତ୍ତେଫାକ୍‌’ରେ ଅକ୍ଷୟ ଖନ୍ନା, ସିଦ୍ଧାର୍ଥ ମଲହୋତ୍ରା ଓ ସୋନାକ୍ଷୀ ସିହ୍ନା ଲିଡ୍‌ ରୋଲ୍‌ରେ ଅଛନ୍ତି। ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ଏହାର ପୋଷ୍ଟରକୁ ନେଇ ବିବାଦୀୟ ହୋଇପଡ଼ିଥିଲା। ପୋଷ୍ଟରରେ ଅକ୍ଷୟ ଖନ୍ନା ସିଗାରେଟ୍ ଟାଣୁଥିବା ଦେଖାଯାଇଥିଲା। ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ କଡ଼ା ଆପତ୍ତି ଉଠାଇଥିଲା ଓ ସିଗାରେଟ୍ ଟାଣିବା ପାଇଁ ପ୍ରୋତ୍ସାହନ କରାଯାଉଥିବା ଅଭିଯୋଗ କରି ପ୍ରଯୋଜକ ଶାହାରୁଖ ଖାନ, ଗୌରୀ ଖାନ ଓ କରଣ ଜୋହରଙ୍କ ସମେତ ଅନ୍ୟମାନଙ୍କୁ ନୋଟିସ୍ ପଠାଇଥିଲା।

jism‘ଜିସ୍ମ-୨’ରେ ସନ୍ନି ଲିଓନ ଲିଡ୍ ରୋଲ୍‌ରେ ଥିଲେ। ଏହି ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ପାଦ ଥାପିଥିଲେ। ଏହି ଫିଲ୍ମର   ପୋଷ୍ଟରରେ ଜଣେ ବିବସ୍ତ୍ର ମହିଳାଙ୍କ ଶରୀର ଉପରେ ଧଳା ରଙ୍ଗର ପତଳା ଚାଦର ଢାଙ୍କି ଦିଆଯାଇଥିଲା। ଏହାକୁ ବିରୋଧ କରି ଅମ୍ରିତସରରେ ସନ୍ନି ଲିଓନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

pk୨୦୧୪ରେ ଆମୀର ଖାନଙ୍କ ଅଭିନୀତ ଫିଲ୍ମ ‘ପିକେ’ ବଡ଼ ହିଟ୍ ହୋଇଥିଲା। ତେବେ ଏହାର ପୋଷ୍ଟର ବିବାଦୀୟ ହୋଇପଡ଼ିଥିଲା। ଏଥିରେ ସଂପୂର୍ଣ୍ଣ ନଗ୍ନ ଆମୀର କେବଳ ଏକ ରେଡିଓ ଧରିଥିଲେ। କିଛି ସମାଲୋଚକ କହିଥିଲେ ଯେ ଆମୀର କେବଳ ଶସ୍ତା ପବ୍ଲିସିଟି ପାଇଁ ଏମିତି କରିଥିଲେ।

ସଞ୍ଜୟଲୀଲା ଭଂଶାଳୀଙ୍କ ଫିଲ୍ମ ‘ଗୁଜାରିଶ’ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ହ୍ରିତିକ ରୋଶନ ଅଭିନୟ କରିଥିଲେ। ଏହାର ପୋଷ୍ଟରରେ ଐଶ୍ୱର୍ଯ୍ୟା ସିଗାରେଟ୍ ଟାଣୁଥିବା ନଜର ଆସିଥିଲେ। ଏହାକୁ ଡାକ୍ତରମାନେ ତୀବ୍ର ବିରୋଧ କରିଥିଲେ। ଏହା ସମାଜ ପାଇଁ ଏକ ଖରାପ ବାର୍ତ୍ତା ବୋଲି ସେମାନେ କହିଥିଲେ।

୨୦୦୫ରେ ରିଲିଜ୍ ହୋଇଥିବା ‘ଜହର’ ଫିଲ୍ମର ପୋଷ୍ଟରରେ ଉଦିତା ଗୋସ୍ୱାମୀଙ୍କ ଅର୍ଦ୍ଧନଗ୍ନ ଫଟୋ ବିବାଦର କାରଣ ହୋଇଥିଲା।

kurbanକରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ‘କୁରବାନ’ ରିଲିଜ୍ ପୂର୍ବରୁ ଏହାର ପୋଷ୍ଟର ପାଇଁ ବିବାଦୀୟ ହୋଇପଡ଼ିଥିଲା। ଏଥିରେ କରୀନାଙ୍କ ପୁଙ୍ଗୁଳା ପିଠିକୁ ଅନେକ ଗ୍ରହଣ କରି ପାରିନଥିଲେ। ଶିବ ସେନା ପକ୍ଷରୁ ତାଙ୍କ ନିକଟକୁ ଏକ ଶାଢ଼ି ପଠାଯାଇଥିଲା ଓ ପିଠି ଘୋଡ଼ାଇବାକୁ କୁହାଯାଇଥିଲା।

dirtypictureବିଦ୍ୟା ବଲାନଙ୍କ ଅଭିନୀତ ‘ଡାର୍ଟି ପିକ୍‌ଚର୍‌’ର ପୋଷ୍ଟରକୁ ନେଇ ଖୁବ୍ ବିବାଦ ଦେଖାଯାଇଥିଲା। ଏଥିରେ ବିଦ୍ୟା ଯେମିତି ଢଙ୍ଗରେ ପୋଜ୍ ଦେଇଥିଲେ ତାକୁ ନେଇ ଆନ୍ଧ୍ର ପ୍ରଦେଶର ଏକ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ଓ ତାଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ।

‘ଡାର୍ଟି ପଲିଟିକ୍ସ’ରେ ମଲ୍ଲିକା ସେରାୱତ କୌଣସି ପୋଷାକ ନ ପିନ୍ଧି କେବଳ ଜାତୀୟ ପତାକାକୁ ଶରୀରରେ ପକାଇ ଥିଲେ। ଏହା ଜାତୀୟ ପତାକା ପ୍ରତି ଅସମ୍ମାନ ବୋଲି କୁହାଯାଇଥିଲା। କିଛି ରାଜନୈତିକ ଦଳ ଏହାକୁ ତୀବ୍ର ବିରୋଧ କରିଥିଲେ।

Hate‘ହେଟ୍ ଷ୍ଟୋରୀ’ର ପୋଷ୍ଟରରେ ହିରୋଇନ୍‌ ପୁଙ୍ଗୁଳା ପିଠିକୁ ପ୍ରଦର୍ଶିତ କରାଯାଇଥିଲା। ଏହା ଉପରେ କୋଲକାତା ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ଓ ତାଙ୍କ ପିଠି ଉପରେ ରଙ୍ଗ ଚଢ଼ାଇ ଦେବା ପାଇଁ କହିଥିଲେ।

Paapଜନ୍ ଆବ୍ରାହମ ଓ ଉଦିତା ଗୋସ୍ୱାମୀଙ୍କ ‘ପାପ୍’ ହିଟ୍ ହୋଇଥିଲା। ଫିଲ୍ମର ଗୀତଗୁଡ଼ିକ ମଧ୍ୟ ବେଶ୍ ଭଲ ହୋଇଥିଲା। ତେବେ ପୋଷ୍ଟରରେ ଉଭୟଙ୍କ ଶରୀର ଉପର ଭାଗରେ ଆଦୌ ବସ୍ତ୍ର ନଥିଲା। ଏହାକୁ ନେଇ ବିବାଦ ଦେଖା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story