୨୦୧୭ ଜାନୁଆରୀ ୨୦ରେ ରିଲିଜ୍‌ ହେବ ଦୀପିକଙ୍କ ଅଭିନୀତ ଫିଲ୍ମ ‘xXx’

ମୁମ୍ବାଇ: ଜୋରସୋରରେ ସୁଟିଂ ଆଗେଇ ଚାଲିଥିବା ଦୀପିକା ପଦୁକୋଣଙ୍କ ଅଭିନୀତ ପ୍ରଥମ ହଲିଉଡ ଫିଲ୍ମ ‘xXx : The Return Of Xander Cage’ ଆସନ୍ତାବର୍ଷ ଜାନୁଆରୀ ୨୦ରେ ରିଲିଜ ହେବ। ଏହାକୁ ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଏବେଠାରୁ ଭାରତରେ ମଧ୍ୟ ପ୍ରଚାର ଜୋର ଧରିଲାଣି। xXx: State of the union ଫିଲ୍ମର ଏହା ସିକ୍ୟୁଏଲ। ଏହି ଫିଲ୍ମକୁ ଡି.ଜେ. କାରୁଶୁ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରୋଯୋଜନା […]

dipika

dipika

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 01:05 PM IST

ମୁମ୍ବାଇ: ଜୋରସୋରରେ ସୁଟିଂ ଆଗେଇ ଚାଲିଥିବା ଦୀପିକା ପଦୁକୋଣଙ୍କ ଅଭିନୀତ ପ୍ରଥମ ହଲିଉଡ ଫିଲ୍ମ ‘xXx : The Return Of Xander Cage’ ଆସନ୍ତାବର୍ଷ ଜାନୁଆରୀ ୨୦ରେ ରିଲିଜ ହେବ। ଏହାକୁ ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଏବେଠାରୁ ଭାରତରେ ମଧ୍ୟ ପ୍ରଚାର ଜୋର ଧରିଲାଣି। xXx: State of the union ଫିଲ୍ମର ଏହା ସିକ୍ୟୁଏଲ।

ଏହି ଫିଲ୍ମକୁ ଡି.ଜେ. କାରୁଶୁ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରୋଯୋଜନା ଦେଇଛନ୍ତି ନେଲ୍‌ ଏଚ୍‌. ମୋରିଜ୍‌, ଜେକ୍ରିଶ୍ଚେନ୍‌ବୌମ୍, ଜୋଇ ରୋଥ୍‌, ଏସ୍‌ ଭିନ୍‌ସେଣ୍ଟ ଓ ଭିନ୍‌ ଡିଶେଜ୍‌। ଏଥିରେ ବିଭିନ୍ନ ଭୂମିକାରେ ଭିନ୍‌ ଡିଶେଲ୍, ଏସଏଲ ଜ୍ୟାକ୍‌ସନ୍‌, ଡୋନୀ ୟେନ୍‌, ନିନା ଦୁବ୍ରେଭ୍‌, ଟୋନି ଝା, ରୁବି ରୋଜ୍‌ ଓ ୟୁ ୟିଫାନ୍‌ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story