ଆଜି ପରଦାକୁ ଆସିଲା ୩ଟି ଭିନ୍ନ ଧରଣର ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମି ଫ୍ରାଇଡେରେ ଆଜି ପରଦାକୁ ଆସିଛି ୩ଟି ଭିନ୍ନ ଧରଣର ଫିଲ୍ମ। ‘ହେଟ୍ ଷ୍ଟୋରୀ-4’ ଓ ‘ଦିଲ୍ ଜଙ୍ଗଲୀ’ ଏବଂ ‘ଥ୍ରୀ ଷ୍ଟୋରେଜ୍‌’। ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ‘ହେଟ୍ ଷ୍ଟୋରୀ-4’। ଏରୋଟିକ୍ ଥ୍ରୀଲର ଭରା ଏହି ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା ଓ ଅଭିନେତା କରଣ ଓ୍ୱାହି। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ପାଣ୍ଡ୍ୟା। ସେହିପରି ସିଲଭର ସ୍କ୍ରିନକୁ ଆଜି ଆସିଛି ରୋମାଣ୍ଟିକ କମେଡି ଫିଲ୍ମ ‘ଦିଲ୍ […]

hate-story-4

hate-story-4

Rakesh Mallick
  • Published: Friday, 09 March 2018
  • Updated: 09 March 2018, 02:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମି ଫ୍ରାଇଡେରେ ଆଜି ପରଦାକୁ ଆସିଛି ୩ଟି ଭିନ୍ନ ଧରଣର ଫିଲ୍ମ। ‘ହେଟ୍ ଷ୍ଟୋରୀ-4’ ଓ ‘ଦିଲ୍ ଜଙ୍ଗଲୀ’ ଏବଂ ‘ଥ୍ରୀ ଷ୍ଟୋରେଜ୍‌’। ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ‘ହେଟ୍ ଷ୍ଟୋରୀ-4’। ଏରୋଟିକ୍ ଥ୍ରୀଲର ଭରା ଏହି ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା ଓ ଅଭିନେତା କରଣ ଓ୍ୱାହି। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ପାଣ୍ଡ୍ୟା।

ସେହିପରି ସିଲଭର ସ୍କ୍ରିନକୁ ଆଜି ଆସିଛି ରୋମାଣ୍ଟିକ କମେଡି ଫିଲ୍ମ ‘ଦିଲ୍ ଜଙ୍ଗଲୀ’। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ତାପସୀ ପନୁ ଓ ସାକିବ ସଲିମ। ଭିନ୍ନ ଭିନ୍ନ ସ୍ୱପ୍ନକୁ ନେଇ ବଞ୍ଚୁଥିବା ଯୁବକ ଯୁବତୀଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ପ୍ରେମକୁ ନେଇ କାହାଣୀ ନିର୍ମାଣ ହୋଇଛି। ଲୋ ବଜେଟ୍‌ର ଏହି ଫିଲ୍ମରେ ଗୀତଗୁଡ଼ିକ ବେଶ୍ ମନଛୁଆଁ ହୋଇପାରିଛି।

ସେପଟେ ଆଜି ମୁକ୍ତିଲାଭ କରିଥିବା ଅନ୍ୟ ଏକ ଫିଲ୍ମ ହେଉଛି ‘ଥ୍ରୀ ଷ୍ଟୋରେଜ’। ମୁମ୍ବାଇର ଏକ ବସ୍ତିରେ ରହୁଥିବା ୩ ଜଣଙ୍କ କାହାଣୀକୁ ନେଇ ଫିଲ୍ମଟି ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ସରମନ ଯୋଶୀ, ପୁଲକିତ ସମ୍ରାଟ, ରୀଚା ଚଢ଼ା ଓ ରେଣୁକା ସାହାଣେ। ଫିଲ୍ମରେ ଅନେକ ଟ୍ୱିଷ୍ଟ ଦେଖିବାକୁ ମିଳିବ। ଏହାକୁ ପ୍ରଯୋଜନା ଦେଇଛନ୍ତି ଫରହାନ ଅଖତର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story