୫ ଦିନରେ ୧୫୧ କୋଟି ଆୟ କଲା ‘ବଜରଙ୍ଗୀ ଭାଇଜାନ’

ମୁମ୍ବାଇ: ସଲମନ ଖାଁଙ୍କ ନୂଆ ବଲିଉଡ୍ ମୁଭି ବଜରଙ୍ଗୀ ଭାଇଜାନ ରେକର୍ଡ କଲେକ୍ସନ କରିଛି। ରିଲିଜର ପ୍ରଥମ  ୫ଦିନରେ ପ୍ରାୟ ୧୫୧ କୋଟି ଟଙ୍କା କଲେକ୍ସନ୍ କରିଥିବା ଜଣାପଡିଛି। ପ୍ରଥମ ଦିନରେ ବଜରଙ୍ଗୀ ଭାଇଜାନ ୪୬ କୋଟି,ଦ୍ୱିତୀୟ ଦିନରେ ୬୨ କୋଟି,ତୃତୀୟ ଦିନରେ ୮୦ କୋଟି,ଚତୁର୍ଥଦିନରେ ୪୫ କୋଟି ଆୟ କରିଥିବା ତାଙ୍କ ଟ୍ୱିଟର ପେଜରେ ଟ୍ୱିଟ କରିଛନ୍ତି। ଅନ୍ୟପକ୍ଷରେ ସଲମନ୍ ଖାଁଙ୍କ ଗତବର୍ଷ ରିଲିଜ୍ ହୋଇଥିବା ଫିଲ୍ମ କିକ୍ ଏବଂ ଅମିର ଖାଁଙ୍କ ପିକେର ପ୍ରଥମ […]

aaj-ki-party-meri-taraf-se-song-lyrics-mp3-video-song-free-bajrangi-bhaijaan-songs

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 11:56 AM IST

Sports

Latest News

ମୁମ୍ବାଇ: ସଲମନ ଖାଁଙ୍କ ନୂଆ ବଲିଉଡ୍ ମୁଭି ବଜରଙ୍ଗୀ ଭାଇଜାନ ରେକର୍ଡ କଲେକ୍ସନ କରିଛି। ରିଲିଜର ପ୍ରଥମ  ୫ଦିନରେ ପ୍ରାୟ ୧୫୧ କୋଟି ଟଙ୍କା କଲେକ୍ସନ୍ କରିଥିବା ଜଣାପଡିଛି।

[embed]https://www.youtube.com/watch?v=IR8Atr-kQdw[/embed]

ପ୍ରଥମ ଦିନରେ ବଜରଙ୍ଗୀ ଭାଇଜାନ ୪୬ କୋଟି,ଦ୍ୱିତୀୟ ଦିନରେ ୬୨ କୋଟି,ତୃତୀୟ ଦିନରେ ୮୦ କୋଟି,ଚତୁର୍ଥଦିନରେ ୪୫ କୋଟି ଆୟ କରିଥିବା ତାଙ୍କ ଟ୍ୱିଟର ପେଜରେ ଟ୍ୱିଟ କରିଛନ୍ତି। ଅନ୍ୟପକ୍ଷରେ ସଲମନ୍ ଖାଁଙ୍କ ଗତବର୍ଷ ରିଲିଜ୍ ହୋଇଥିବା ଫିଲ୍ମ କିକ୍ ଏବଂ ଅମିର ଖାଁଙ୍କ ପିକେର ପ୍ରଥମ ଦିନର କଲେକ୍ସନ ରେକର୍ଡ ଭାଙ୍ଗି ଦେଇଛି ବଜରଙ୍ଗୀ ଭାଇଜାନ୍। ଦ୍ରୁତତମ ଶହେ କୋଟିରେ ମଧ୍ୟ ସାମିଲ ହୋଇଛି ଏହି ଫିଲ୍ମୀ।  ଫିଲ୍ମର ଟ୍ରେଲର୍ ଓ ଗୀତ ଦେଖି ବେଶ ଉତ୍କଣ୍ଠିତ ଥିଲେ ଦର୍ଶକ। ସ୍କିନକୁ ଆସିବା ପୂର୍ବରୁ ଲୋକପ୍ରିୟ ହୋଇ ସାରିଥିଲା ଫିଲ୍ମର ଗୀତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story