ଜେଲ୍‌ରୁ ଫେରିବା ପରେ ଜନ୍ମଦିନ ପାର୍ଟିରେ ସଲମାନ୍

ମୁମ୍ବାଇ: କୃଷ୍ଣସାର ମୃଗ ଶିକାର ମାମଲାରେ ଜାମିନ୍‌ ମିଳିବାପରେ ଜେଲ୍‌ରୁ ବାହାରିଛନ୍ତି ସଲମାନ୍‌। ପରିବାର, ପରିଜନଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ସଲମାନ୍‌ଙ୍କ ଫେରିବାର ଖୁସି ମନାଉଛନ୍ତି। ସେପଟେ ସଲମାନ୍‌ ମଧ୍ୟ ଏସବୁ ଚିନ୍ତାରୁ ବାହାରିବା ପାଇଁ ସ୍ଥିର କରିଛନ୍ତି। ମଜାମସ୍ତି କରିବା ପାଇଁ ଚିନ୍ତା କରିଛନ୍ତି ସଲମାନ୍‌। କହିବାର ତାତ୍ପର୍ଯ୍ୟ ହେଉଛି ଜେଲ୍‌ରୁ ଫେରିବା ପରେ ସଲମାନ ଏକ ପାର୍ଟରେ ଯୋଗଦେଇଛନ୍ତି। ‘ରେସ୍‌-୩’ ଫିଲ୍ମର ସହଅଭିନେତା ସାକିବ୍‌ ସଲିମ୍‌ଙ୍କର ଗତକାଲି ଥିଲା ଜନ୍ମଦିନ। ତାଙ୍କ […]

saqib-saleem-birthday-bash_700x700_81523242690

Rakesh Mallick
  • Published: Monday, 09 April 2018
  • Updated: 09 April 2018, 12:25 PM IST

Sports

Latest News

ମୁମ୍ବାଇ: କୃଷ୍ଣସାର ମୃଗ ଶିକାର ମାମଲାରେ ଜାମିନ୍‌ ମିଳିବାପରେ ଜେଲ୍‌ରୁ ବାହାରିଛନ୍ତି ସଲମାନ୍‌। ପରିବାର, ପରିଜନଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ସଲମାନ୍‌ଙ୍କ ଫେରିବାର ଖୁସି ମନାଉଛନ୍ତି। ସେପଟେ ସଲମାନ୍‌ ମଧ୍ୟ ଏସବୁ ଚିନ୍ତାରୁ ବାହାରିବା ପାଇଁ ସ୍ଥିର କରିଛନ୍ତି। ମଜାମସ୍ତି କରିବା ପାଇଁ ଚିନ୍ତା କରିଛନ୍ତି ସଲମାନ୍‌। କହିବାର ତାତ୍ପର୍ଯ୍ୟ ହେଉଛି ଜେଲ୍‌ରୁ ଫେରିବା ପରେ ସଲମାନ ଏକ ପାର୍ଟରେ ଯୋଗଦେଇଛନ୍ତି।

'ରେସ୍‌-୩' ଫିଲ୍ମର ସହଅଭିନେତା ସାକିବ୍‌ ସଲିମ୍‌ଙ୍କର ଗତକାଲି ଥିଲା ଜନ୍ମଦିନ। ତାଙ୍କ ଜନ୍ମଦିନ ପାର୍ଟିରେ ପହଞ୍ଚିଥିଲେ ସଲମାନ୍‌। କେବଳ ସଲମାନ୍‌ ନୁହଁନ୍ତି, ତାଙ୍କ ସହ ବଲିଉଡ୍‌ର ଜଣାଶୁଣା କଳାକାର ବବି ଦେୱଲ, ସୁନୀଲ୍‌ ସେଟ୍ଟୀ, ଆଥିୟା, ଜ୍ୟାକଲିନ୍‌, ରିତେସ୍‌ ଦେଶମୁଖ୍‌ଙ୍କୁ ପାର୍ଟିରେ ଦେଖିବାକୁ ମିଳିଥିଲା।

ସଲମାନ୍‌ଙ୍କ ସହ ତାଙ୍କର ତଥାକଥିତ ଗର୍ଲଫ୍ରେଣ୍ଡ ୟୁଲିଆ ବି ସେଠାକୁ ଯାଇଥିଲେ। ଆସିବାବେଳେ ଉଭୟ ଅଲଗା ଅଲଗା ଆସିଥିଲେ, କିନ୍ତୁ ପେରିଥିଲେ ଗୋଟିଏ କାରରେ।

କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ୫ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ହୋଇଛି। ତେବେ ଏପ୍ରିଲ୍‌ ୭ତରିଖ ଦିନ ତାଙ୍କୁ ଜାମିନ୍‌ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story