ଅସୁବିଧାରେ ଅଜୟ: କଫି କପ୍‌ ବି ଉଠାଇବାକୁ ହେଲେ ଅକ୍ଷମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଏବେ ଫିଲ୍ମ ‘ଟୋଟାଲ ଧମାଲ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ବୃତ୍ତିଗତ ଜୀବନରେ ବ୍ୟସ୍ତ ବହୁଳତା ଯୋଗୁଁ ସେ ଏକ ରୋଗରେ  ଆକ୍ରାନ୍ତ ହୋଇଛନ୍ତି।  ରିପୋର୍ଟ ମୁତାବକ,  ଅଜୟଙ୍କୁ ଟେନିସ୍‌ ଏଲ୍‌ବୋ ହୋଇଛି। ଏହି ରୋଗ ହେବା ଫଳରେ ଅଜୟଙ୍କୁ ଏତେ କଷ୍ଟ ହେଉଛି ଯେ ସେ ଏକ କଫି କପ୍‌ ବି ଉଠାଇ ପାରୁନାହାନ୍ତି। ଏମିତିରେ ସୁଟିଂ କରିବା ବି ତାଙ୍କ ପାଇଁ  କଷ୍ଟ କର ହୋଇପଡ଼ୁଛି। ଏହି ରୋଗର […]

ajay

ajay

Rakesh Mallick
  • Published: Monday, 30 April 2018
  • Updated: 30 April 2018, 05:23 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଏବେ ଫିଲ୍ମ ‘ଟୋଟାଲ ଧମାଲ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ବୃତ୍ତିଗତ ଜୀବନରେ ବ୍ୟସ୍ତ ବହୁଳତା ଯୋଗୁଁ ସେ ଏକ ରୋଗରେ  ଆକ୍ରାନ୍ତ ହୋଇଛନ୍ତି।  ରିପୋର୍ଟ ମୁତାବକ,  ଅଜୟଙ୍କୁ ଟେନିସ୍‌ ଏଲ୍‌ବୋ ହୋଇଛି। ଏହି ରୋଗ ହେବା ଫଳରେ ଅଜୟଙ୍କୁ ଏତେ କଷ୍ଟ ହେଉଛି ଯେ ସେ ଏକ କଫି କପ୍‌ ବି ଉଠାଇ ପାରୁନାହାନ୍ତି। ଏମିତିରେ ସୁଟିଂ କରିବା ବି ତାଙ୍କ ପାଇଁ  କଷ୍ଟ କର ହୋଇପଡ଼ୁଛି। ଏହି ରୋଗର ଚିକିତ୍ସାପାଇଁ ତାଙ୍କୁ ଜର୍ମାନୀ ଯିବାକୁ ମଧ୍ୟ ପଡ଼ିପାରେ। ଅଜୟଙ୍କୁ ଜର୍ମାନୀରେ ଚିକିତ୍ସା ହେବାକୁ ତାଙ୍କ କୋଷ୍ଟାର ଅନୀଲ କପୁର କହିଛନ୍ତି। କାରଣ ଅନୀଲ ନିଜେ ଏହି ସମସ୍ୟା ଦେଇ ଗତି କରିସାରିଛନ୍ତି।

ଟେନିସ୍‌ ଏଲ୍‌ବୋକୁ Lateral Epicondylitis କୁହାଯାଏ। ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲଙ୍କର ବି ଏହି ସମସ୍ୟାରେ ସମ୍ମୁଖିନ ହୋଇସାରିଛନ୍ତି। ଏହି ରୋଗ ହେଲେ କହୁଣୀରେ ଖୁବ୍‌ ଦରଜ ହୋଇଥାଏ। କହୁଣୀର ହାଡ ଓ ମାଂସ ପେଶୀ ଉପରେ ଅତିରିକ୍ତ ଚାପ ପଡ଼ିଲେ ଟେନିସ୍‌ ଏଲ୍‌ବୋ ଭଳି ରୋଗ ହୋଇଥାଏ।

‘ଟୋଟାଲ ଧମାଲ’ ଫିଲ୍ମରେ ଅଜୟଙ୍କ ଛଡ଼ା ଆହୁରି ଅନେକ ବଡ଼ ବଡ଼ କଳାକାରଙ୍କୁ ଦେଖିବାକୁ ମିଳିବ। ତା’ଛଡ଼ା ସବୁଠୁ ବଡ଼ କଥା ହେଉଛି ଦୀର୍ଘ ୧୮ ବର୍ଷ ପରେ ଅନୀଲ କପୁର ଓ ମାଧୁରୀ ଦିକ୍ଷୀତ ଏକାଠି ଏହି ଫିଲ୍ମରେ ଅଭିନୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story