ପ୍ରେମ ପୂର୍ବରୁ ଅଜୟ ଓ କାଜଲଙ୍କର ଥିଲା ଅଲଗା ସମ୍ପର୍କ

ମୁମ୍ବାଇ: ଅଜୟ ଦେବଗନ ଓ କାଜଲଙ୍କ ପ୍ରେମ ଓ ବିବାହ କଥା ସମସ୍ତେ ଜାଣିଛନ୍ତି। ହେଲେ ପ୍ରେମରେ ପଡିବା ପୂର୍ବରୁ ଏମାନଙ୍କର ଅଲଗା ଅଲଗା ସମ୍ପର୍କ ଥିଲା। ଏ କଥା ବହୁତ କମ ଲୋକ ଜାଣିଛନ୍ତି। ପୁରୁଣା ପ୍ରେମ ବ୍ରେକ୍‌ଅପ ହେବା ପରେ ଉଭୟ ବନି ଯାଇଥିଲେ ବଲିଉଡର ଲଭବାର୍ଡ। ଯାହା କୌଣସି ଫିଲ୍ମର କାହାଣୀଠାରୁ କମ ନଥିଲା। ଆସନ୍ତୁ ଜାଣିବା କାଜଳ ଓ ଅଜୟଙ୍କ ପ୍ରେମ ପଛର କାହାଣୀ। କପୁର ଖାନଦାନର ଲାଡଲୀ କରିସ୍ମାଙ୍କ ସହ […]

ajay-kajol

ajay-kajol

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 08:46 PM IST

Sports

Latest News

ମୁମ୍ବାଇ: ଅଜୟ ଦେବଗନ ଓ କାଜଲଙ୍କ ପ୍ରେମ ଓ ବିବାହ କଥା ସମସ୍ତେ ଜାଣିଛନ୍ତି। ହେଲେ ପ୍ରେମରେ ପଡିବା ପୂର୍ବରୁ ଏମାନଙ୍କର ଅଲଗା ଅଲଗା ସମ୍ପର୍କ ଥିଲା। ଏ କଥା ବହୁତ କମ ଲୋକ ଜାଣିଛନ୍ତି। ପୁରୁଣା ପ୍ରେମ ବ୍ରେକ୍‌ଅପ ହେବା ପରେ ଉଭୟ ବନି ଯାଇଥିଲେ ବଲିଉଡର ଲଭବାର୍ଡ। ଯାହା କୌଣସି ଫିଲ୍ମର କାହାଣୀଠାରୁ କମ ନଥିଲା। ଆସନ୍ତୁ ଜାଣିବା କାଜଳ ଓ ଅଜୟଙ୍କ ପ୍ରେମ ପଛର କାହାଣୀ।

କପୁର ଖାନଦାନର ଲାଡଲୀ କରିସ୍ମାଙ୍କ ସହ ଅଜୟଙ୍କର ଥିଲା ପ୍ରେମ ସମ୍ପର୍କ। ଉଭୟ ସେ ସମୟରେ ଷ୍ଟ୍ରଗଲର ଆକ୍ଟର ଥିଲେ। ଏପଟେ କାଜଲ ତାଙ୍କ ବାଲ୍ୟବନ୍ଧୁ କାର୍ତ୍ତିକ ମେହତାଙ୍କ ସହ ଡେଟ୍‌ କରୁଥିଲେ। ଉଭୟ କାଜଲ ଓ ଅଜୟ ଭଲ ବନ୍ଧୁ ଥିଲେ। ସୁଖ ଦୁଃଖ ନିଜ ମଧ୍ୟରେ ସେୟାର କରୁଥିଲେ। ଅଜୟ କାଜଲଙ୍କର ଲଭଗୁରୁ ଥିଲେ। କାଜଲ ଓ କାର୍ତ୍ତିକଙ୍କ ମଧ୍ୟରେ କିଛିଟା ମନୋମାଳିନ୍ୟ ଥିଲା। ସେ ନେଇ କାଜଲ ଅଜୟଙ୍କଠାରୁ କିଛି ପରାମର୍ଶ ନେବାକୁ ଆସିଥିଲେ। ଏହି ସମୟରେ କରିସ୍କା କପୁର ଅଜୟଙ୍କୁ ଫୋନ୍‌ କରିଥିଲେ। ଅଜୟଙ୍କ ପାଖରେ ଗୋଟିଏ ରୁମ୍‌ରେ କାଜଲ ଥିବା ସେ ଜାଣିପାରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଘଟିଥିଲା। ଏପରିକି କରିସ୍ମା କାଜଲଙ୍କ ଉପରେ ବହୁତ ରାଗିଥିଲେ। ଶେଷରେ ଉଭୟଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏହି ସମୟରେ କାଜଲ ଓ କାର୍ତ୍ତିକଙ୍କ ସମ୍ପର୍କ ମଧ୍ୟ ଦି ଏଣ୍ଡ ହୋଇଯାଇଥିଲା।

କରିସ୍ମାଙ୍କ ଠାରୁ ଅଜୟ ଏବଂ କାର୍ତ୍ତିଙ୍କଠାରୁ କାଜଲ ଅଲଗା ହେବା ପରେ ଉଭୟଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ ଆହୁରି ଦୃଢ ହୋଇଥିଲା। ଶେଷରେ ପ୍ରେମ ଓ ପରେ ଉଭୟ ବିବାହ କରି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story