ଅକ୍ଷୟଙ୍କ ‘ଟଏଲେଟ୍ ଏକ ପ୍ରେମ କଥା’ ବିବାଦ ଘେରରେ

akshay

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଗାମୀ ଫିଲ୍ମ ‘ଟୟଲେଟ ଏକ ପ୍ରେମ କଥା’ ଏବେ ବିବାଦ ଘେରରେ। ଯେଉଁ ବ୍ୟକ୍ତି ଫିଲ୍ମର ନିର୍ଦ୍ଦେଶକ ଦାରାୟଣ ସିଂଙ୍କ ଜୀଭ କାଟି ଆଣି ଦେବ ତାଙ୍କୁ ମଥୁରାର ସନ୍ଥଙ୍କ ତରଫରୁ ଏକ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ଫିଲ୍ମରେ ନନ୍ଦଗାଁ ଏବଂ ବରସାନା ଗାଁର ପୁଅ-ଝିଅଙ୍କ ବିବହା ଓ ତାପରର କିଛି ଦୃଶ୍ୟ ଗ୍ରାମବାସୀଙ୍କ ଭାବନାକୁ ଆଘାତ ଲାଗିବା ସହ ଗାଁର ପରମ୍ପରାକୁ ଉଲ୍ଲଘଂନ କରାଯାଇଛି ବୋଲି ମଥୁରାର ସନ୍ଥମାନେ ଅଭିଯୋଗ କରିଛନ୍ତି।

Previous ArticleNext Article

Send this to a friend