ବଲିଉଡ୍ ଛାଡ଼ି ଟ୍ରାଫିକ୍‌ ପୋଲିସରେ ଯୋଗଦେଲେ କି ଅକ୍ଷୟ କୁମାର ?

ନୂଆଦିଲ୍ଲୀ: ଟ୍ରାଫିକ୍‌ ପୋଲିସ ପାଖରେ ଟ୍ରାଫିକ୍‌ ୟୁନିଫର୍ମରେ ଛିଡ଼ା ହୋଇଥିବା ଏହି ବ୍ୟକ୍ତି ଜଣକ କିଏ ଚିହ୍ନ ପାରୁଛନ୍ତି ? ଆଜ୍ଞା ହଁ ଆପଣଙ୍କ ଅନୁମାନ ଏକଦମ୍‌ ଠିକ୍‌। ଏ ହେଉଛନ୍ତି ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର। ଆପଣ ଭାବୁଥିବେ ଅକ୍ଷୟ ଟ୍ରାଫିକ୍‌ ପୋଷାକରେ ଏଠି କ’ଣ କରୁଛନ୍ତି ? ବଲିଉଡ ଛାଡ଼ି ସେ କ’ଣ ଟ୍ରାଫିକ ପୋଲିସରେ ଯୋଗ ଦେଲେ କି ? ରୁହନ୍ତୁ ! ଆଉ କନ୍‌ଫ୍ୟୁଜ୍‌ ନକରି ଅସଲ କଥା କହୁଛୁ। […]

akhaya-kumar

akhaya-kumar

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 11:09 PM IST

Sports

Latest News

ନୂଆଦିଲ୍ଲୀ: ଟ୍ରାଫିକ୍‌ ପୋଲିସ ପାଖରେ ଟ୍ରାଫିକ୍‌ ୟୁନିଫର୍ମରେ ଛିଡ଼ା ହୋଇଥିବା ଏହି ବ୍ୟକ୍ତି ଜଣକ କିଏ ଚିହ୍ନ ପାରୁଛନ୍ତି ? ଆଜ୍ଞା ହଁ ଆପଣଙ୍କ ଅନୁମାନ ଏକଦମ୍‌ ଠିକ୍‌। ଏ ହେଉଛନ୍ତି ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର। ଆପଣ ଭାବୁଥିବେ ଅକ୍ଷୟ ଟ୍ରାଫିକ୍‌ ପୋଷାକରେ ଏଠି କ'ଣ କରୁଛନ୍ତି ? ବଲିଉଡ ଛାଡ଼ି ସେ କ'ଣ ଟ୍ରାଫିକ ପୋଲିସରେ ଯୋଗ ଦେଲେ କି ? ରୁହନ୍ତୁ ! ଆଉ କନ୍‌ଫ୍ୟୁଜ୍‌ ନକରି ଅସଲ କଥା କହୁଛୁ।

ପ୍ରକୃତ କଥା ହେଲା, ଅକ୍ଷୟ କୁମାର କେନ୍ଦ୍ରୀୟ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସହ ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ‘ସଡ଼କ ସୁରକ୍ଷା, ଜୀବନ ରକ୍ଷା ଅଭିଯାନ’ ପାଇଁ କାମ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି।

ନିଜେ ଅକ୍ଷୟ ଏହି ଫଟୋଟିକୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି,'ମୁଁ @MORTHRoadSafety ଯୋଗ ଦେଇ ସଡ଼କ ସୁରକ୍ଷା ଅଭିଯାନକୁ ଆଗକୁ ନେବାରେ ସହଯୋଗ କରୁଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଆଶା କରୁଛି ଯେ, ଏହି ଅଭିଯାନ ଟ୍ରାଫିକ୍‌ ଓ ସଡ଼କ ସୁରକ୍ଷା ଦିଗରେ ବ୍ୟବହାରିକ ପରିବର୍ତ୍ତନ ଆଣିବ ଏବଂ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିବ।'

ସେହିଭଳି ଅକ୍ଷୟଙ୍କ ଯୋଗଦାନ ପାଇଁ କେନ୍ଦ୍ରୀୟ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଟ୍ୱିଟ୍‌ ଯୋଗେ ତାଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି।

ପୂର୍ବରୁ ମଧ୍ୟ ସରକାରୀ ଓ ବେସରକାରୀ ସ୍ତରରେ ଅକ୍ଷୟ ଅନେକ ଜନମଙ୍ଗଳ କାର୍ଯ୍ୟରେ ସାମିଲ୍‌ ହୋଇଛନ୍ତି। ଯେଉଁଥି ପାଇଁ ତାଙ୍କୁ ପ୍ରଶଂସା ମଧ୍ୟ ମିଳିଛି। ନିକଟରେ ପ୍ୟାଡ୍‌ମ୍ୟାନ୍‌ ଫିଲ୍ମରେ ଅଭିନୟ କରିଥିବା ଅକ୍ଷୟଙ୍କ ଫିଲ୍ମ 'ଗୋଲ୍ଡ' ଆସନ୍ତା ଅଗଷ୍ଟରେ ରିଲିଜ୍‌ ହେବ। ଖେଳ ଦୁନିଆର କାହାଣୀକୁ ନେଇ ଏହି ଫିଲ୍ମଟି ତିଆରି ହୋଇଥିବା ଶୁଣିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story