ଟ୍ୱିଟ୍‌ରେ ଭୁଲ୍‌ ବନାନ ଲେଖିଲେ ଆଲିଆ, ଅମିତାଭ ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୁଛନ୍ତି। ଅମିତାଭଙ୍କ ସହ ଏହା ତାଙ୍କର ପ୍ରଥମ ଫିଲ୍ମ।  ସହ କାମ କରି ଆଲିଆ ଖୁବ୍‌ ଉତ୍ସାହିତ ଅଛନ୍ତି।  ସେ ନିଜ ଟ୍ୱିଟର ପେଜ୍‌ରେ ଅମିତାଭ୍‌ଙ୍କ ସହ କାମ କରିବାର ଅନୁଭୂତି ସେୟାର କରିଛନ୍ତି। କିନ୍ତୁ ସେଥିରେ ଗୋଟିଏ ଶବ୍ଦର ବନାନ ଭୁଲ୍‌ କରି ଦେଇଛନ୍ତି। ଅମିତାଭ ସେହି ଟ୍ୱିଟ୍‌ ଦେଖିବା ପରେ ଟ୍ୱିଟ୍‌ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି। ଆଉ […]

Alia-bhatt

Alia-bhatt

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 01:05 PM IST

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୁଛନ୍ତି। ଅମିତାଭଙ୍କ ସହ ଏହା ତାଙ୍କର ପ୍ରଥମ ଫିଲ୍ମ।  ସହ କାମ କରି ଆଲିଆ ଖୁବ୍‌ ଉତ୍ସାହିତ ଅଛନ୍ତି।  ସେ ନିଜ ଟ୍ୱିଟର ପେଜ୍‌ରେ ଅମିତାଭ୍‌ଙ୍କ ସହ କାମ କରିବାର ଅନୁଭୂତି ସେୟାର କରିଛନ୍ତି। କିନ୍ତୁ ସେଥିରେ ଗୋଟିଏ ଶବ୍ଦର ବନାନ ଭୁଲ୍‌ କରି ଦେଇଛନ୍ତି। ଅମିତାଭ ସେହି ଟ୍ୱିଟ୍‌ ଦେଖିବା ପରେ ଟ୍ୱିଟ୍‌ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି। ଆଉ ଆଲିଆଙ୍କ ଭୁଲ୍‌କୁ ମଧ୍ୟ ସୁଧାରି ଦେଇଛନ୍ତି।

ଆଲିଆ ଟ୍ୱିଟ୍‌ କରିଥିଲେ ଯେ- ‘‘ଅମିତାଭ ବଚ୍ଚନଙ୍କ ସହ କାମ କରିବାର ଅନୁଭବ ଖୁବ୍‌ ସୁନ୍ଦର। ଆଜି ସେ ପ୍ୟାକ୍‌ଅପ୍‌ର ଗୋଟିଏ ଘଣ୍ଟା ପୂର୍ବରୁ ନିଜ ସୁଟିଂ ଶେଷ କରିଥିଲେ।  କିନ୍ତୁ ସେଟ୍‌ରେ କ୍ୟୁଜ୍‌ ଦେବାକୁ ରହିଯାଇଥିଲେ। ସେଟ୍‌ରେ ତାଙ୍କଠୁ ବହୁତ କିଛି ଶିଖିବାକୁ ମିଳିଥିଲା।’’

https://twitter.com/aliaa08/status/1004763244916076548

ଆଲିଆ ନିଜ ଟ୍ୱିଟ୍‌ରେ କ୍ୟୁଜ୍‌ର ବନାନ ଭୁଲ୍‌ ଲେଖିଥିଲେ। ସେ cues ପରିବର୍ତ୍ତେ ques ଲେଖି ଥିଲେ।

ଅମିତାଭ ସେହି ଟ୍ୱିଟ୍‌ ଦେଖିଲା ପରେ ତାଙ୍କ ଭୁଲ୍‌ ଧରିଥିଲେ। ଆଉ ପ୍ରତି ଉତ୍ତରରେ ଲେଖିଥିଲେ, ‘‘ହଁ ଆଲିଆ, ଆପଣ ବହୁତ ଭଲ। ଆପଣଙ୍କ ପ୍ରଶଂସା ପାଇଁ ଧନ୍ୟବାଦ। ଆଉ ଆପଣ ଲେଖିଥିବା କ୍ୟୁଜ୍‌ର ବାନାନ cues ହୋଇଥାଏ। quesନୁହେଁ। ଆପଣ ବହୁତ କ୍ୟୁଟ୍‌।’’

https://twitter.com/SrBachchan/status/1004796237562896384

ଅମିତାଭଙ୍କ ଟ୍ୱିଟ୍‌ରେ ଆଲିଆ ରିପ୍ଲାଏ ଦେଇଥିଲେ ଏବଂ କହିଥିଲେ- ହେ ଭଗବାନ୍‌, ଆଉ ହେବନି।

https://twitter.com/aliaa08/status/1004966387465506816

‘ବ୍ରହ୍ମାସ୍ତ୍ର’ରେ ଆଲିଆ ଓ ଅମିତାଭଙ୍କ ସହିତ ରଣବୀର କପୁର ବି ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଆୟାନ୍‌ ମୂଖାର୍ଜୀ। ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story