ସବୁ ପ୍ରଡ୍ୟୁସରଙ୍କ ଗୋଟିଏ ପସନ୍ଦ: ସ୍ୱପ୍ନ ସୁନ୍ଦରୀ ଅନୁଷ୍କା

ମୁମ୍ବାଇ: ବଲିଉଡ୍ ଓ ଟଲିଉଡ୍ ନାୟିକା ଅନୁଷ୍କା ସେଟ୍ଟୀ ଫିଲ୍ମି ଦୁନିଆରେ ନିଜ ସୌନ୍ଦର୍ଯ୍ୟରେ ସମସ୍ତଙ୍କ ମନ କିଣି ନେଇଛନ୍ତି। ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକମାନେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ଅନୁଷ୍କା ମୁଖ୍ୟତ ‘ବାହୁବଲୀ’ର ଦେବସେନା ଭୂମିକାରୁ ଫେମସ ହୋଇଛନ୍ତି। ଅନୁଷ୍କା ‘ବାହୁବଲୀ-୨’ରେ ଏକ ମହତ୍ତ୍ୱତ୍ପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ଅନୁଷ୍କାଙ୍କ ନାଁ ସର୍ବଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ହୋଇସାରିଛି। ଅନୁଷ୍କା ସେଟ୍ଟୀ ବାହୁବଲୀ ୨ରେ ଅଭିନୟ […]

Actress Anushka Hot Saree Stills in Damarukam Movie

Actress Anushka Hot Saree Stills in Damarukam Movie

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 01:06 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଓ ଟଲିଉଡ୍ ନାୟିକା ଅନୁଷ୍କା ସେଟ୍ଟୀ ଫିଲ୍ମି ଦୁନିଆରେ ନିଜ ସୌନ୍ଦର୍ଯ୍ୟରେ ସମସ୍ତଙ୍କ ମନ କିଣି ନେଇଛନ୍ତି। ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକମାନେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି।

ଅନୁଷ୍କା ମୁଖ୍ୟତ 'ବାହୁବଲୀ'ର ଦେବସେନା ଭୂମିକାରୁ ଫେମସ ହୋଇଛନ୍ତି। ଅନୁଷ୍କା 'ବାହୁବଲୀ-୨'ରେ ଏକ ମହତ୍ତ୍ୱତ୍ପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ଅନୁଷ୍କାଙ୍କ ନାଁ ସର୍ବଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ହୋଇସାରିଛି।

ଅନୁଷ୍କା ସେଟ୍ଟୀ ବାହୁବଲୀ ୨ରେ ଅଭିନୟ କରି ତାଙ୍କୁ କଟାକ୍ଷ କରୁଥିବା ଲୋକମାନଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ନିଜର ଅବିସ୍ମରଣୀୟ ଅଭିନୟ ଦ୍ୱାରା ସେ ପୂରା ବଲିଉଡ ଇଣ୍ଡଷ୍ଟ୍ରିର ମନ ଜିତି ନେଇଛନ୍ତି।

ଆହୁରି ମଧ୍ୟ ପଢନ୍ତୁ: ଜଣେ ଅଭିନେତ୍ରୀଙ୍କ ସୁରକ୍ଷା ପାଇଁ ୨୦୦ ସିକ୍ୟୁରିଟି ଗାର୍ଡ

ବିଶେଷ କରି ବଲିଉଡର ସମସ୍ତ ପ୍ରଯୋଜକମାନଙ୍କ ମନ ଜିତି ସାରିଛନ୍ତି ଅନୁଷ୍କା। ଆଜିର ଦିନରେ ଅନୁଷ୍କା ହିଁ ପ୍ରଡ୍ୟୁସରମାନଙ୍କର ପ୍ରଥମ ପସନ୍ଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos