‘‘ଦର୍ଶକ କାନ୍ଦିଲେ ଲାଗେ ପରିଶ୍ରମ ସଫଳ ହୋଇଛି’’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରାଜି’ ବକ୍ସ ଅଫିସ୍‌ରେ ଧମାଲ ମଚାଉଛି। ଜଣେ ମହିଳା ଗୁପ୍ତଚର ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମ ଭଲ ଆୟ କରିଛି। ମେଘନା ଗୁଲଜରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଖୁବ୍‌ ଭଲ ରେସ୍‌ପନ୍ସ ମିଳୁଛି। ପ୍ରଥମ ଦିନରେ ୭.୫୩ ଓ ଦ୍ୱିତୀୟ ଦିନରେ ୧୧.୩୦ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ। ଆଲିଆ କହିଛନ୍ତି, ‘ତାଙ୍କୁ ଦର୍ଶକଙ୍କୁ କନ୍ଦେଇ ଖୁବ୍‌ ଖୁସି ମିଳୁଛି’। ଆପଣ ଭାବୁଥିବେ ଆଲିଆ […]

alia-bhatt

alia-bhatt

Rakesh Mallick
  • Published: Monday, 14 May 2018
  • Updated: 14 May 2018, 09:13 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରାଜି’ ବକ୍ସ ଅଫିସ୍‌ରେ ଧମାଲ ମଚାଉଛି। ଜଣେ ମହିଳା ଗୁପ୍ତଚର ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମ ଭଲ ଆୟ କରିଛି। ମେଘନା ଗୁଲଜରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଖୁବ୍‌ ଭଲ ରେସ୍‌ପନ୍ସ ମିଳୁଛି। ପ୍ରଥମ ଦିନରେ ୭.୫୩ ଓ ଦ୍ୱିତୀୟ ଦିନରେ ୧୧.୩୦ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ।

alia-bhattଆଲିଆ କହିଛନ୍ତି, ‘ତାଙ୍କୁ ଦର୍ଶକଙ୍କୁ କନ୍ଦେଇ ଖୁବ୍‌ ଖୁସି ମିଳୁଛି’। ଆପଣ ଭାବୁଥିବେ ଆଲିଆ ହଠାତ୍‌ ଏମିତି ମନ୍ତବ୍ୟ କାହିଁକି ଦେଲେ? ପ୍ରକୃତରେ ଆଲିଆ ବାସ୍ତବ ଜୀବନନୁହେଁ ଫିଲ୍ମରେ ଲୋକଙ୍କୁ କନ୍ଦେଇ ଖୁସି ଅନୁଭବ କରନ୍ତି ବୋଲି କହିଛନ୍ତି। ଶନିବାର ଆଲିଆ ଓ ‘ରାଜି’ ଫିଲ୍ମର ସହ କଳାକାର ଭିକି କୌଶଲ ଗଣମାଧ୍ୟମ ସହ କଥା ବାର୍ତ୍ତା ସମୟରେ ଏପରି କହିଛନ୍ତି। ଆଲିଆ କହିଛନ୍ତି ଯେ,‘‘ମୁଁ ବାସ୍ତବରେ ସେ ସମୟରେ ବହୁତ ଖୁସି ଅନୁଭବ କରେ, ଯେବେ ମୁଁ ମୋ ଫିଲ୍ମ ଦେଖି ଲୋକଙ୍କୁ କାନ୍ଦିବାକୁ ବାଧ୍ୟ ହୁଅନ୍ତି। ଫିଲ୍ମ ଦେଖିବା ପରେ  ଯେତେବେଳେ ଲୋକ କାନ୍ଦିବେ ମୁଁ ମୋ କାମ୍‌ ଠିକ୍‌ରେ ପୂରା କଲି ବୋଲି ଭାବେ। ଆଉ ମୋତେ ଅନୁଭବ ହୁଏ ମୋ ଇମୋସନ୍‌ ଲୋକଙ୍କ ପାଖରେ ପହଞ୍ଚିପାରିଲା।’’

alia2ଆଲିଆଙ୍କୁ ପଚାରା ଯାଇଥିଲା ଯେ ଏହି ଫିଲ୍ମରେ କ’ଣ ଦର୍ଶକଙ୍କଠାରୁ ସକରାତ୍ମକ ପ୍ରତିକ୍ରିୟା ଆଶା କରିଥିଲେ।  ଆଲିଆ କହିଥିଲେ ଯେ, ‘‘ମୁଁ ଏମିତି ପ୍ରତିକ୍ରିୟାର ଆଶା କରି ନଥିଲି। ପ୍ରଥମରୁ ଆମେ ଭାବିଥିଲୁ ଆମେ ଛୋଟ ଫିଲ୍ମ ବନାଉଛୁ। ତେଣୁ ବେଶି କିଛି ଆଶା କରି ନଥିଲୁ। କିନ୍ତୁ ଦର୍ଶକେ ଆମକୁ ଏତେ ଭଲ ପାଇବା ଦେବେ ବୋଲି ଆମେ କେବେ ଭାବି ନଥିଲୁ। ଫିଲ୍ମକୁ ଏତେ ଭଲ ରେସ୍‌ପନ୍ସ ମିଳୁଥିବାରୁ ଆମେ ସମସ୍ତେ ବହୁତ ଖୁସି। ଖାସ୍‌ କରି ମେଘନା ଗୁଲଜାରଙ୍କୁ ନେଇ। କାହିଁକିନା ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ସେ ବହୁତ ନର୍ଭସ୍‌ ଥିଲେ।’’

‘ରାଜି’ ପରେ ଆଲିଆ ‘ଗଲିବୟ’, ‘କଳଙ୍କ’ ଓ ‘ବ୍ରହ୍ମାସ୍ତ୍ର’ ଭଳି ଫିଲ୍ମରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story