ମୋ ପାଖରେ କଳା ଟଙ୍କା ନାହିଁ: ଆମୀର ଖାନ୍‌

ମୁମ୍ବାଇ: ସରକାରଙ୍କ ବିମୁଦ୍ରାକରଣ ନିୟମକୁ ବଲିଉଡ ଅଭିନେତା ଆମୀର ଖାନ୍‌ ପ୍ରଶଂସା କରିବା ସହ ସମର୍ଥନ କରିଛନ୍ତି। ଦେଶର ସମସ୍ତ ନାଗରିକ ସରକାରଙ୍କ ଏପରି ପଦକ୍ଷେପକୁ ସମର୍ଥନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ନୋଟ୍‌ର ଅଭାବ ଯୋଗୁଁ ସାଧାରଣ ଜନତା ସାମ୍ନା କରୁଥିବା ଅସୁବିଧା ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି,‘‘ବିମୁଦ୍ରାକରଣ ଯୋଗୁଁ ମୋର କୌଣସି ଅସୁବିଧା ହୋଇନାହିଁ। କାରଣ ମୋ ପାଖରେ କଳାଧନ ନାହିଁ। ମୁଁ ଠିକ୍‌ ସମୟରେ ଟ୍ୟାକ୍ସ ପୈଠ […]

amir-khan

amir-khan

Rakesh Mallick
  • Published: Saturday, 17 December 2016
  • Updated: 17 December 2016, 04:39 PM IST

Sports

Latest News

ମୁମ୍ବାଇ: ସରକାରଙ୍କ ବିମୁଦ୍ରାକରଣ ନିୟମକୁ ବଲିଉଡ ଅଭିନେତା ଆମୀର ଖାନ୍‌ ପ୍ରଶଂସା କରିବା ସହ ସମର୍ଥନ କରିଛନ୍ତି। ଦେଶର ସମସ୍ତ ନାଗରିକ ସରକାରଙ୍କ ଏପରି ପଦକ୍ଷେପକୁ ସମର୍ଥନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ନୋଟ୍‌ର ଅଭାବ ଯୋଗୁଁ ସାଧାରଣ ଜନତା ସାମ୍ନା କରୁଥିବା ଅସୁବିଧା ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି।

ସେ କହିଛନ୍ତି,‘‘ବିମୁଦ୍ରାକରଣ ଯୋଗୁଁ ମୋର କୌଣସି ଅସୁବିଧା ହୋଇନାହିଁ। କାରଣ ମୋ ପାଖରେ କଳାଧନ ନାହିଁ। ମୁଁ ଠିକ୍‌ ସମୟରେ ଟ୍ୟାକ୍ସ ପୈଠ କରୁଛି। ସପିଂରେ ମୁଁ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ବ୍ୟବହାର କରିଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story