ଦିନେ ବିଗ୍‌ବିଙ୍କ ସୁରକ୍ଷା ପାଇଁ ଏହି ଦେଶ ଦେଇଥିଲା ଅଧା ସୈନ୍ୟ

ମୁମ୍ବାଇ: ବଲିଉଡ୍‌ର ବିଗ୍‌ବି ଅମିତାଭ ବଚ୍ଚନ। ସାରା ବିଶ୍ୱରେ ତାଙ୍କର ଅନେକ ଫ୍ୟାନ୍‌ ଅଛନ୍ତି। କଡ଼ା ସୁରକ୍ଷା ଭିତରେ ବଲିଉଡ୍‌ର ଏହି କଳାକାରଙ୍କର ଗୋଟେ ଝଲକ ପାଇବା ପାଇଁ ଦେଶ ବିଦେଶର ଅନେକ ଲୋକ ଚାହିଁ ବସିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଥରେ ଗୋଟିଏ ଦେଶ ତା’ ସୈନ୍ୟବଳର ପାଖାପାଖି ଅଧା ଭାଗ ଅମିତାଭଙ୍କ ସୁରକ୍ଷା ପାଇଁ ଲଗାଇ ଦେଇଥିଲା। ଏହି ଦେଶ ହେଲା ଆଫଗାନିସ୍ତାନ। ଏଠାରେ ଅମିତାଭ୍‌ଙ୍କ ଫିଲ୍ମ ‘ଖୁଦା ଗୱାହ’ର ସୁଟିଂ ଚାଲିଥିଲା। […]

Actor Amitabh Bachchan. (File Photo: IANS)

Rakesh Mallick
  • Published: Monday, 12 March 2018
  • Updated: 12 March 2018, 08:48 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ବିଗ୍‌ବି ଅମିତାଭ ବଚ୍ଚନ। ସାରା ବିଶ୍ୱରେ ତାଙ୍କର ଅନେକ ଫ୍ୟାନ୍‌ ଅଛନ୍ତି। କଡ଼ା ସୁରକ୍ଷା ଭିତରେ ବଲିଉଡ୍‌ର ଏହି କଳାକାରଙ୍କର ଗୋଟେ ଝଲକ ପାଇବା ପାଇଁ ଦେଶ ବିଦେଶର ଅନେକ ଲୋକ ଚାହିଁ ବସିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଥରେ ଗୋଟିଏ ଦେଶ ତା' ସୈନ୍ୟବଳର ପାଖାପାଖି ଅଧା ଭାଗ ଅମିତାଭଙ୍କ ସୁରକ୍ଷା ପାଇଁ ଲଗାଇ ଦେଇଥିଲା।

ଏହି ଦେଶ ହେଲା ଆଫଗାନିସ୍ତାନ। ଏଠାରେ ଅମିତାଭ୍‌ଙ୍କ ଫିଲ୍ମ 'ଖୁଦା ଗୱାହ'ର ସୁଟିଂ ଚାଲିଥିଲା। ପାକ ମଜାର-ଏ-ଶରୀଫ୍‌ ରେ ଫିଲ୍ମଟି ସୁଟିଂ ହେଉଥିଲା। ଏଠାରେ ଗୁଳିଗୁଳା ଏକ ସାଧାରଣ କଥା ହୋଇଥିବାରୁ ସେତେବେଳର ରାଷ୍ଟ୍ରପତି ନଜିବୁଲ୍ଲା ଅହମଦ୍ ଜଇ  ଅମିତାଭ୍‌ଙ୍କ ସୁରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲେ। ଖବର ଅନୁସାରେ ରାଷ୍ଟ୍ରପତି ଦେଶର ଅଧା ସୈନ୍ୟବଳ ଅମିତାଭ୍‌ଙ୍କ ସୁରକ୍ଷା ପାଇଁ ଲଗାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story