ରଣବୀର କପୁରଙ୍କ ସହ କାମ କରିବାକୁ କାହିଁକି ମନା କରିଥିଲେ ଅମୃତା?

ମୁମ୍ବାଇ: ବିଟାଉନ୍‌ରେ ଅନେକ ସୁନ୍ଦରୀ ନାୟିକା ଅଛନ୍ତି। ଅଭିନେତ୍ରୀ ଅମୃତା ରାଓ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ। ସେ ବଲିଉଡରେ ବହୁତ କମ୍‌ ଫିଲ୍ମରେ କାମ କାରିଛନ୍ତି। ତଥାପି ଦର୍ଶକଙ୍କ ପ୍ରଶଂସା ପାଇଛନ୍ତି।  ବିଶେଷ କରି ‘ବିବାହ’ ଫିଲ୍ମରେ ତାଙ୍କ ଅଭିନୟ ସମସ୍ତଙ୍କୁ ଭଲ ଲାଗିଥିଲା। ଏପରିକି ତାଙ୍କର ସୌନ୍ଦର୍ଯ୍ୟ ଓ ଅଭିନୟକୁ ଦେଖି ବିଶ୍ୱର ସବୁଠୁ ଚର୍ଚ୍ଚିତ ଚିତ୍ରକାର ଏମ୍‌ ଏଫ୍‌ ହୁସେନ୍‌ ତାଙ୍କର ଏକ ଚିତ୍ର ଆଙ୍କିଥିଲେ। ଅମୃତା ୧୯୮୧ ମସିହାରେ ଆଜିର ଦିନରେ […]

amrita

amrita

Rakesh Mallick
  • Published: Thursday, 07 June 2018
  • Updated: 07 June 2018, 02:09 PM IST

Sports

Latest News

ମୁମ୍ବାଇ: ବିଟାଉନ୍‌ରେ ଅନେକ ସୁନ୍ଦରୀ ନାୟିକା ଅଛନ୍ତି। ଅଭିନେତ୍ରୀ ଅମୃତା ରାଓ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ। ସେ ବଲିଉଡରେ ବହୁତ କମ୍‌ ଫିଲ୍ମରେ କାମ କାରିଛନ୍ତି। ତଥାପି ଦର୍ଶକଙ୍କ ପ୍ରଶଂସା ପାଇଛନ୍ତି।  ବିଶେଷ କରି ‘ବିବାହ’ ଫିଲ୍ମରେ ତାଙ୍କ ଅଭିନୟ ସମସ୍ତଙ୍କୁ ଭଲ ଲାଗିଥିଲା। ଏପରିକି ତାଙ୍କର ସୌନ୍ଦର୍ଯ୍ୟ ଓ ଅଭିନୟକୁ ଦେଖି ବିଶ୍ୱର ସବୁଠୁ ଚର୍ଚ୍ଚିତ ଚିତ୍ରକାର ଏମ୍‌ ଏଫ୍‌ ହୁସେନ୍‌ ତାଙ୍କର ଏକ ଚିତ୍ର ଆଙ୍କିଥିଲେ।

ଅମୃତା ୧୯୮୧ ମସିହାରେ ଆଜିର ଦିନରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ଆପଣମାନେ ହୁଏତ ଜାଣିନଥିବେ ଯେ ଅମୃତାଙ୍କୁ ଅନେକ ପ୍ରକାରର ଭାଷା ଜଣା ଅଛି।

ଅମୃତା ‘ବିବାହ’ ଫିଲ୍ମ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ ୨୦୧୬ ମସିହା ମେ ୧୫ ତାରିଖରେ ଯେତେବେଳେ ସେ ନିଜ ବୟଫ୍ରେଣ୍ଡ୍ ତଥା ଆରଜେ ଅନମୋଲ୍‌ଙ୍କ ସହ ଲୁଚି ଲୁଚି ବିବାହ କରିଥିଲେ। ମୃତା ଏବେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

ଅମୃତାଙ୍କ ଜୀବନରେ ଏକ ରୋଚକ କଥା ଅଛି।  ତାଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେ ମନ ହାରି ବସିଥିଲେ କ୍ରିକେଟର ନୟନ ମୋଙ୍ଗୟାଙ୍କ ଉପରେ।  ସେ ଏକଥା ଏକ ସାକ୍ଷାତକାରରେ କହିଥିଲେ। ଅମୃତା କହିଥିଲେ ଯେ କେବଳ ସେ ନୁହେଁ  ତାଙ୍କର ଅନ୍ୟ ବନ୍ଧୁମାନଙ୍କର ବି କ୍ରସ୍ ଥିଲେ ନୟନ ମୋଙ୍ଗୟା ଓ ସଚିନ୍ ତେନ୍ଦୁଲକର।

11

୨୦୦୭ ମସିହାରେ ଅମୃତାଙ୍କୁ ରଣବୀର କପୁରଙ୍କ ସହ ଏକ ଫିଲ୍ମରେ କାମ କରିବାକୁ ଅଫର୍‌ ମିଳିଥିଲା। ଫିଲ୍ମଟି ୟଶରାଜ ବ୍ୟାନର୍‌ର ଥିଲା। ତେବେ ଅମୃତା ସେହି ଫିଲ୍ମରେ ଅଭିନୟ କରିବାକୁ ମନା କରି ଦେଇଥିଲେ। କାରଣ ସେଥିରେ ଏକ କିସ୍ ସିନ୍ ଥିଲା। ସେ ଏଥିରେ ଅଭିନୟ କରିଥିଲେ ରଣବୀରଙ୍କୁ କିସ୍ ଦେବାକୁ ପଡ଼ିଥାଆନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story