ଆଇପିଏଲ୍‌: ବିରାଟଙ୍କୁ ଉତ୍ସାହିତ କଲା ଅନୁଷ୍କାଙ୍କ ଫ୍ଲାଇଂ କିସ୍‌

ବେଙ୍ଗାଲୁରୁ:  ବିବାହର ଗୋଟିଏ ଦିନ ପୂର୍ବରୁ ନିଜ ସଂପର୍କକୁ ଲୁଚାଇ ରଖିଥିବା ବିରାଟ କୋହଲି ଓ ଅନୁଷ୍କା ଶର୍ମା  ଏବେ ଖୋଲାଖୋଲି ଭାବେ ନିଜ ପ୍ରେମ ପ୍ରଦର୍ଶନ କରୁଛନ୍ତି। ଶୁକ୍ରବାର ରାତିରେ ବେଙ୍ଗାଲୁରୁର ଏମ୍‌ ଚିନ୍ନସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)- କିଙ୍ଗ୍‌ ଏକାଦଶ ପଞ୍ଜାବ ମ୍ୟାଚ୍‌ରେ ପତି ବିରାଟ କୋହଲିଙ୍କୁ ଉତ୍ସାହ କରିବା ଲାଗି ପତ୍ନୀ ଅନୁଷ୍କା ଶର୍ମା ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିଲେ। ଆରସିବି ବିଜୟରେ ଅନୁଷ୍କା ବେଶ୍‌ ଉଲ୍ଲସିତ ଥିବା […]

677777-annuviry

677777-annuviry

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 02:09 PM IST

Sports

Latest News

ବେଙ୍ଗାଲୁରୁ:  ବିବାହର ଗୋଟିଏ ଦିନ ପୂର୍ବରୁ ନିଜ ସଂପର୍କକୁ ଲୁଚାଇ ରଖିଥିବା ବିରାଟ କୋହଲି ଓ ଅନୁଷ୍କା ଶର୍ମା  ଏବେ ଖୋଲାଖୋଲି ଭାବେ ନିଜ ପ୍ରେମ ପ୍ରଦର୍ଶନ କରୁଛନ୍ତି।

ଶୁକ୍ରବାର ରାତିରେ ବେଙ୍ଗାଲୁରୁର ଏମ୍‌ ଚିନ୍ନସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)- କିଙ୍ଗ୍‌ ଏକାଦଶ ପଞ୍ଜାବ ମ୍ୟାଚ୍‌ରେ ପତି ବିରାଟ କୋହଲିଙ୍କୁ ଉତ୍ସାହ କରିବା ଲାଗି ପତ୍ନୀ ଅନୁଷ୍କା ଶର୍ମା ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିଲେ। ଆରସିବି ବିଜୟରେ ଅନୁଷ୍କା ବେଶ୍‌ ଉଲ୍ଲସିତ ଥିବା ଜଣାପଡିଥିଲା।  ଏହି ସମୟରେ ଅନୁଷ୍କା ଫ୍ଲାଇଙ୍ଗ କିସ୍‌ ଦେଇ ନିଜ ଖୁସି ଜାହିର କରିଥିଲେ।

ପୂର୍ବରୁ ବିରାଟ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ଦର୍ଶକ ଥିବା ଗ୍ୟାଲେରୀରେ ଅନୁଷ୍କାଙ୍କୁ ବ୍ୟାଟ୍‌ରୁ ଫ୍ଲାଇଂ କିସ୍‌ ଦେଇଥିଲେ। କିଛି ମାସ ତଳେ ମଧ୍ୟ ସେ ନିର୍ବନ୍ଧ ମୁଦିକୁ କିସ୍‌ କରି ନିଜ ଭଲ ପାଇବା ପ୍ରକାଶ କରିଥିଲେ। ଆଉ ଶୁକ୍ରବାର ଅନୁଷ୍କାଙ୍କୁ ପୁଣିଥରେ ଚୁମ୍ବନ ଦେଇ ନିଜ ଭଲ ପାଇବା ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story