ଏପ୍ରିଲ ୨୧ରେ ରିଲିଜ୍‌ ହେବ ‘ନୁର’

nur

ମୁମ୍ବାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଫିଲ୍ମ ‘ନୁର’ର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି। ଆସନ୍ତାବର୍ଷ ଏପ୍ରିଲ ୨୧ରେ ଏହା ରିଲିଜ୍‌ ହେବ। ସୋନାକ୍ଷୀ  ଟ୍ୱିଟର ପେଜରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଏହା ସହ ଫିଲ୍ମର ରିଲଜ୍‌ ତାରିଖ ମଧ୍ୟ ଘୋଷଣା କରିଛନ୍ତି।

ପାକିସ୍ତାନୀ ଉପନ୍ୟାସ ‘କରାଚୀ’ ଓ ୟୁ ଆର କଲିଙ୍ଗ୍‌ ମୀ’ କୁ ନେଇ ବଲିଉଡ୍‌ ଫିଲ୍ମ ‘ନୁର’ ହୋଇଛି।

ଏହି ଫିଲ୍ମ ଆସନ୍ତା ଏପ୍ରିଲ ରିଲିଜ୍‌ ହେବାର ଥିଲା। କିନ୍ତୁ ରିଲିଜ୍‌ ତାରିଖକୁ ବଢ଼ାଇ ଦିଆଯାଇଛି।

Previous ArticleNext Article

Send this to a friend