୧୯୫୧ ଫିଲ୍ମ ‘ଆୱାରା’ର ଆସିବ ଥିଏଟର ଭର୍ସନ

ମୁମ୍ବାଇ: ଶୋ’ ମ୍ୟାନ ଭାବେ ପରିଚିତ ରାଜ କପୁରଙ୍କ ୧୯୫୧ର ହିଟ୍ ଫିଲ୍ମ ‘ଆୱାରା’ ଖୁବଶୀଘ୍ର ନାଟକର ରୂପ ନେବାକୁ ଯାଉଛି। ଫିଲ୍ମର ଥିଏଟର ଭର୍ସନ ପାଇଁ ଭାରତ-ଚୀନ ମଧ୍ୟରେ ବୁଝାମଣା ସ୍ୱାକ୍ଷର କରାଯାଇଛି ବୋଲି ସାଙ୍ଘାଇରେ ଭାରତୀୟ ପରିଷଦର ଜେନେରାଲ ପ୍ରକାଶ ଗୁପ୍ତା କହିଛନ୍ତି। ଭାରତୀୟ ସାଂସ୍କତିକ ସମ୍ବନ୍ଧ ପରିଷଦ ଏବଂ ଚୀନର ସାଙ୍ଘାଇ ଅନ୍ତରାଷ୍ଟ୍ରୀୟ କଳା ମହୋତ୍ସବ ମଧ୍ୟରେ ଏହାକୁ ନେଇ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛି। ଏହି ବୁଝାମଣା ଅନୁଯାୟୀ ୨୦୧୭ ଓ […]

awara

awara

Rakesh Mallick
  • Published: Friday, 14 October 2016
  • Updated: 14 October 2016, 10:21 PM IST

Sports

Latest News

ମୁମ୍ବାଇ: ଶୋ’ ମ୍ୟାନ ଭାବେ ପରିଚିତ ରାଜ କପୁରଙ୍କ ୧୯୫୧ର ହିଟ୍ ଫିଲ୍ମ ‘ଆୱାରା’ ଖୁବଶୀଘ୍ର ନାଟକର ରୂପ ନେବାକୁ ଯାଉଛି। ଫିଲ୍ମର ଥିଏଟର ଭର୍ସନ ପାଇଁ ଭାରତ-ଚୀନ ମଧ୍ୟରେ ବୁଝାମଣା ସ୍ୱାକ୍ଷର କରାଯାଇଛି ବୋଲି ସାଙ୍ଘାଇରେ ଭାରତୀୟ ପରିଷଦର ଜେନେରାଲ ପ୍ରକାଶ ଗୁପ୍ତା କହିଛନ୍ତି। ଭାରତୀୟ ସାଂସ୍କତିକ ସମ୍ବନ୍ଧ ପରିଷଦ ଏବଂ ଚୀନର ସାଙ୍ଘାଇ ଅନ୍ତରାଷ୍ଟ୍ରୀୟ କଳା ମହୋତ୍ସବ ମଧ୍ୟରେ ଏହାକୁ ନେଇ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛି। ଏହି ବୁଝାମଣା ଅନୁଯାୟୀ ୨୦୧୭ ଓ ୨୦୧୮ରେ ଭାରତ ଓ ଚୀନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

‘ଆୱାରା’ ଫିଲ୍ମଟି ଚୀନ୍‌ରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା। କେବଳ ଫିଲ୍ମର ଷ୍ଟୋରୀ ନୁହେଁ ଗୀତ ‘ଆୱାରା ହୁଁ’ ମଧ୍ୟ ଚୀନ ବାସିନ୍ଦା ଗୁଣୁଗୁଣେଇ ହେଉଥିଲେ। ଏହି ଫିଲ୍ମ ଚୀନର ଘରେ ଘରେ ରାଜ କପୁରଙ୍କୁ ପରିଚିତ କରାଇଥିଲା। ‘ଆୱାରା ହୁଁ’ କୁ ଚୀନର ମାଣ୍ଡାରିନ୍ ଭାଷାରେ ‘ଆୱାଲା ହୁଁ’ ବୋଲି ଗାଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story