ବାବୁସାନ୍‌ଙ୍କ ହଟ୍‌କେ ଲୁକ୍‌: ଉଭୟ ହିନ୍ଦୁ ଓ ମୁସଲମାନ୍‌ ଭୂମିକାରେ ଭେଟ ହେବେ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆସୁଛନ୍ତି ସୁନ୍ଦରଗଡର ସଲମନ୍‌ ଖାନ୍‌। ରଜରେ ଆପଣମାନେ ତାଙ୍କୁ ଭେଟ କରିପାରିବେ, ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ। କଥା ହେଉଛି, ଆଗକୁ ଆସୁଛି ବାବୁସାନ୍‌ଙ୍କ ପିଲ୍ମ ‘ସୁନ୍ଦରଗଡର ସଲମାନ୍‌ ଖାନ୍‌’। ଯେଉଁଥିରେ ମୁଖ୍ୟ ଭୂମିକାରେ ବାବୁସାନ୍‌ଙ୍କ ସହ ଅଭିନୟ କରୁଛନ୍ତି ନବାଗତ ଅଭିନେତା ଦିବ୍ୟା। ଏଥିରେ ବାବୁସାନ୍‌ଙ୍କୁ ଉଭୟ ହିନ୍ଦୁ ଓ ମୁସଲମାନ୍ ଭୂମିକାରେ ଅଭିନୟ କରିବାର ଦେଖିବାକୁ ମିଳିବ ବୋଧେ। କାରଣ ପୋଷ୍ଟରରୁ ଠିକ୍‌ ଏଇଟା ଅନୁମାନ ଲଗାଯାଇ ପାରୁଛି। ସେପଟେ ଫିଲ୍ମର ସୁଟିଂ […]

babu

babu

Rakesh Mallick
  • Published: Monday, 26 March 2018
  • Updated: 26 March 2018, 02:10 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆସୁଛନ୍ତି ସୁନ୍ଦରଗଡର ସଲମନ୍‌ ଖାନ୍‌। ରଜରେ ଆପଣମାନେ ତାଙ୍କୁ ଭେଟ କରିପାରିବେ, ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ। କଥା ହେଉଛି, ଆଗକୁ ଆସୁଛି ବାବୁସାନ୍‌ଙ୍କ ପିଲ୍ମ ‘ସୁନ୍ଦରଗଡର ସଲମାନ୍‌ ଖାନ୍‌’। ଯେଉଁଥିରେ ମୁଖ୍ୟ ଭୂମିକାରେ ବାବୁସାନ୍‌ଙ୍କ ସହ ଅଭିନୟ କରୁଛନ୍ତି ନବାଗତ ଅଭିନେତା ଦିବ୍ୟା। ଏଥିରେ ବାବୁସାନ୍‌ଙ୍କୁ ଉଭୟ ହିନ୍ଦୁ ଓ ମୁସଲମାନ୍ ଭୂମିକାରେ ଅଭିନୟ କରିବାର ଦେଖିବାକୁ ମିଳିବ ବୋଧେ। କାରଣ ପୋଷ୍ଟରରୁ ଠିକ୍‌ ଏଇଟା ଅନୁମାନ ଲଗାଯାଇ ପାରୁଛି।

ସେପଟେ ଫିଲ୍ମର ସୁଟିଂ ଜୋରସରରେ ଚାଲିଛି। ସୁଟିଂ ସେଟ୍‌ର କିଛି ଫଟୋ ଆମହାତରେ ଲାଗିଛି। ଯେଉଁଥିରେ ବାବୁସାନ୍‌ଙ୍କୁ ବ୍ରାହ୍ମଣ ବେଶରେ ଦେଖିବାକୁ ମିଳିଥିଲା। ପିଙ୍କ କୁର୍ତ୍ତା ପଞ୍ଜାବୀ ସହ ବେକରେ ରୁଦ୍ରାକ୍ଷ ମାଳି। ମୁଣ୍ଡରେ ସିନ୍ଦୁର ଟିକା ସହ ବେକରେ ଚନ୍ଦନ। ଏସବୁ ଦେଖି ଲାଗୁଛି ବାବୁସାନ୍‌ ବ୍ରାହ୍ମଣ ଭୂମିକାରେ ଅଭିନୟ କରୁଛନ୍ତି।

ନିଜ ଚରିତ୍ରକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି ବାବୁସାନ୍। ତରଙ୍ଗ ସିନେ ପ୍ରଡକ୍ସନ୍ସ ସବୁବେଳେ ତାଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ସଜେଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସଦ୍ୱାରା ନିର୍ମିତ ସିଷ୍ଟର ଶ୍ରୀଦେବିରେ ସେ ଝିଅ ବେଶରେ ଅଭିନୟ କରି ଦର୍ଶକ ଆଦୃତି ଲାଭ କରିଥିଲେ। ଏବେ ଉଭୟ ହିନ୍ଦୁ ଓ ମୁସଲମାନ୍ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସେ ତରଙ୍ଗ ସିନେପ୍ରଡକ୍ସନ୍ସ ଓ ନିର୍ଦ୍ଦେଶକ ଅଶୋକ ପତିଙ୍କୁ ଧନ୍ୟବାଦ ଦେଇଛନ୍ତି।

ଯେହେତୁ ଆମେ ପୂର୍ବରୁ କହିଛୁ ରଜରେ ବାବୁସାନ୍‌ ଓ ଅନୁଭବଙ୍କୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦୁଇଟି ଫିଲ୍ମ ନିର୍ମାଣ କରୁଛି। ଦୁଇ ସୁପରଷ୍ଟାରଙ୍କୁ ରଜ ପରି ଏକ ବଡ ପର୍ବରେ ସିନେମା ହଲ୍‌ରେ ପାଇ ଦର୍ଶକ ବେଶ୍ ଖୁସି ହେବେ ବୋଲି ଆମର ଆଶା ଓ ବିଶ୍ୱାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story