୨ ଦିନରେ ଶହେ କୋଟି ଛୁଇଁଲା ‘ବାହୁବଳୀ’

ମୁମ୍ୱାଇ: ଗତ ଶୁକ୍ରବାର ରିଲିଜ ହୋଇଥିବା ସବୁଠୁ ହାଇ ବଜେଟ୍ ଫିଲ୍ମ ବାହୁବଳୀ ଦୁଇ ଦିନରେ ପ୍ରାୟ ୧୦୦ କୋଟି ଟଙ୍କା ଆୟ କରିଛି। ଫିଲ୍ମ ବିଶ୍ଲେଷକଙ୍କ କହିବାନୁସାରେ ଏହି ଫିଲ୍ମ ଏକ ସପ୍ତାହ ମଧ୍ୟରେ ୩୦୦ କୋଟି ଟଙ୍କା ଆୟ କରିପାରେ। ଆମରିକାରେ ଏହି ଫିଲ୍ମ ୧୫ କୋଟି ଟଙ୍କା ଆୟ କରିଛି। ଅମୀର ଖାଁ ଅଭୀନିତ ‘ପିକେ’ର ରେକର୍ଡ ଭାଙ୍ଗିଛି ବାହୁବଳୀ। ରିଲିଜ ଦିନ ଏହି ଫିଲ୍ମର ଟିକେଟ୍ ବ୍ଲାକରେ ପ୍ରାୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ […]

baahubali

baahubali

Rakesh Mallick
  • Published: Sunday, 12 July 2015
  • Updated: 12 July 2015, 12:31 PM IST

Sports

Latest News

ମୁମ୍ୱାଇ: ଗତ ଶୁକ୍ରବାର ରିଲିଜ ହୋଇଥିବା ସବୁଠୁ ହାଇ ବଜେଟ୍ ଫିଲ୍ମ ବାହୁବଳୀ ଦୁଇ ଦିନରେ ପ୍ରାୟ ୧୦୦ କୋଟି ଟଙ୍କା ଆୟ କରିଛି। ଫିଲ୍ମ ବିଶ୍ଲେଷକଙ୍କ କହିବାନୁସାରେ ଏହି ଫିଲ୍ମ ଏକ ସପ୍ତାହ ମଧ୍ୟରେ ୩୦୦ କୋଟି ଟଙ୍କା ଆୟ କରିପାରେ। ଆମରିକାରେ ଏହି ଫିଲ୍ମ ୧୫ କୋଟି ଟଙ୍କା ଆୟ କରିଛି। ଅମୀର ଖାଁ ଅଭୀନିତ ‘ପିକେ’ର ରେକର୍ଡ ଭାଙ୍ଗିଛି ବାହୁବଳୀ। ରିଲିଜ ଦିନ ଏହି ଫିଲ୍ମର ଟିକେଟ୍ ବ୍ଲାକରେ ପ୍ରାୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇଥିବା ବେଳେ ଟିକେଟ୍ କିଣିବା ପାଇଁ ଦର୍ଶକଙ୍କ ଲମ୍ୱା ଲାଇନ ଲାଗିଥିଲା। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା ।

ଫିଲ୍ମଟିକୁ ଏସ.ଏସ୍ ରାଜଣୌଲି ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରଭାସ, ରାଣା ଡାଗୁବଟୀ, ତମ୍ମନା, ଅନୁଷ୍କା ସେଟ୍ଟୀ ଓ ନାସିର। ଏକାସଙ୍ଗେ ତେଲୁଗୁ, ତାମିଲ, ହିନ୍ଦି ଓ ମାଲାୟାଲାମରେ ୪,୦୦୦ରୁ ଅଧିକ ଫିଲ୍ମ ହଲରେ ପ୍ରଦର୍ଶିତ ହୋଇଥିବା ବେଳେ କେରଳରେ ୫୦ଟି ଫିଲ୍ମ ହଲରେ ଏହା ରିଲିଜ ହୋଇଥିଲା । ଫିଲ୍ମର ହିନ୍ଦୀ ଭର୍ସନରେ ମୋଟ ୭ଟି ଟ୍ରାକ୍ ଥିବା ବେଳେ ମ୍ୟୁଜିକ କମ୍ପୋଜ କରିଛନ୍ତି ଜାତୀୟ ପୁରସ୍କାର ପାଇଥିବା ସଙ୍ଗୀତ ନିର୍ଦ୍ଦେଶକ ଏମ୍.ଏମ୍. କୀରାୱାନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story