ଏହି ଅଭିନେତ୍ରୀଙ୍କ ନମ୍ବର ବ୍ଲକ୍‌ କରିଦେବେ ଭୂମି!

ମୁମ୍ବାଇ: ବଲିଉଡ୍‌କୁ ମୟାନଗରୀର ଆଖ୍ୟା ଦିଆଯାଇଛି। ବାସ୍ତବରେ ଏଠି ସବୁ ମାୟା। ଏଠି ଆଜି ଯିଏ ବନ୍ଧୁ କାଲି ହୋଇଯାଏ ଶତ୍ରୁ। ଏଠି ସମ୍ପର୍କ ଗଢିବା ଓ ଭାଙ୍ଗିବା କିଛି ବଡ଼ କଥା ନୁହେଁ। କିନ୍ତୁ ଆପଣ ଜାଣିଛନ୍ତି, ଏମିତି  ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନ୍ୟ କଳାକାରମାନଙ୍କ ନମ୍ବର ବ୍ଲକ୍‌ କରିବାକୁ ବି ପଛାନ୍ତି ନାହିଁ। ସେମିତି କିଛି କଳାକାରଙ୍କ ମଧ୍ୟରୁ ଆମେ ଆଜି ଆମେ କହୁଛୁ ଭୂମି ପେଡନେକରଙ୍କ ବିଷୟରେ। ନିକଟରେ […]

bhumi

bhumi

Rakesh Mallick
  • Published: Saturday, 10 March 2018
  • Updated: 10 March 2018, 09:22 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌କୁ ମୟାନଗରୀର ଆଖ୍ୟା ଦିଆଯାଇଛି। ବାସ୍ତବରେ ଏଠି ସବୁ ମାୟା। ଏଠି ଆଜି ଯିଏ ବନ୍ଧୁ କାଲି ହୋଇଯାଏ ଶତ୍ରୁ। ଏଠି ସମ୍ପର୍କ ଗଢିବା ଓ ଭାଙ୍ଗିବା କିଛି ବଡ଼ କଥା ନୁହେଁ। କିନ୍ତୁ ଆପଣ ଜାଣିଛନ୍ତି, ଏମିତି  ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନ୍ୟ କଳାକାରମାନଙ୍କ ନମ୍ବର ବ୍ଲକ୍‌ କରିବାକୁ ବି ପଛାନ୍ତି ନାହିଁ।

ସେମିତି କିଛି କଳାକାରଙ୍କ ମଧ୍ୟରୁ ଆମେ ଆଜି ଆମେ କହୁଛୁ ଭୂମି ପେଡନେକରଙ୍କ ବିଷୟରେ। ନିକଟରେ ସେ ନେହାଙ୍କ ଚାର୍ଟ ଶୋ’କୁ ଆସିଥିଲେ। ସେହି ଶୋ’କୁ ତାଙ୍କ ସହ ଆୟୁଷ୍ମାନ୍‌ ଖୁରାନା ମଧ୍ୟ ଆସିଥିଲେ। ଶୋ’ରେ ଭୂମିଙ୍କ ବାସ୍ତବ ଜୀବନର କିଛି କଥା ସାମ୍ନାକୁ ଆସିଥିଲା।

Bhumiନେହା ଧୁପିଆ ଭୂମିଙ୍କୁ ପଚାରିଲେ ଏମିତି ଜଣେ ଅଭିନେତ୍ରୀଙ୍କ ନାଁ କୁହ ଯାହା ନମ୍ବର ତମେ ବ୍ଲକ୍ କରିବାକୁ ଚାହୁଁଛ। ଭୂମି ଖୁବ୍‌ ନମ୍ର ଭାବେ ଉତ୍ତର ଦେଇ ବାଣୀ କପୁରଙ୍କ ନାଁ ନେଇଥିଲେ। ଏହା ପରେ ଭୂମି କହିଥିଲେ ଯେ ସେ ମୋ ବନ୍ଧୁ, ସେ ମତେ ବୁଝି ପାରିବେ।

ସେହି ଶୋ’ରେ ଆୟୁଷ୍ମାନ୍‌ ଖୁରାନା ଭୂମିଙ୍କ ବ୍ୟକ୍ତିବତ ଜୀବନ ବିଷୟରେ ଆଉ ଏକ ଖୁଲାସା କରିଥିଲେ। ନେହା ଦୁଇ ଜଣକୁ ନିଜ ସେକ୍ସ ଲାଇଫ୍‌ ବିଷୟରେ ପ୍ରଶ୍ନ ପଚାରିଥିଲେ। ମଜା କରି ଆୟୁଷ୍ମାନ୍‌ କହିଲେ ଭୂମି ସେକ୍ସ ବିନା ଗୋଟିଏ ଘଣ୍ଟା ବି ରହିପାରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos