‘କାହାନୀ୨’ର ଡାଏଲଗ୍ ପ୍ରୋମୋ ରିଲିଜ

kahani-vidya

ମୁମ୍ବାଇ: ବିଦ୍ୟା ବାଲାନଙ୍କ ଆଗାମୀ ଫିଲ୍ମ ‘କାହାନୀ ୨’ର ଡାଇଲଗ୍ ପ୍ରୋମୋ ରିଲିଜ ହୋଇଯାଇଛି। ୨୦ ସେକେଣ୍ଡର ଏହି ପ୍ରୋମୋରେ ବିଦ୍ୟାଙ୍କୁ ଦୁଇଟି ନାମର ଦୁଇଟି ଭିନ୍ନ ରୂପରେ ଦେଖିବାକୁ ମିଳିଛି। ବିଦ୍ୟା ସିହ୍ନା ଓ ଦୁର୍ଗା ରାଣୀ ସିଂହ ନାମକ ଦୁଇଟି ନାମରେ ବଦ୍ୟା ଫଲ୍ମରେ ଅଭିନୟ କରିଛନ୍ତି। ପ୍ରୋମୋରେ ବିଦ୍ୟାଙ୍କୁ ଗୋଟିଏ ଭୟଙ୍କର କ୍ରୋଧୀ ମହିଳା ଓ ଅନ୍ୟଟିରେ ଦମଦାର ଭୂମିକାରେ ଦେଖାଯାଇଛି। ପୂର୍ବରୁ ଫିଲ୍ମର ଟିଜର ପୋଷ୍ଟର ଜାରି କରାଯାଇଥିଲା। ‘କାହାନୀ୨’ ୨୦୧୨ରେ ଆସିଥିବା ‘କାହାନୀ’ର ସିକ୍ୱେଲ ଅଟେ।

Previous ArticleNext Article

Send this to a friend