ଏଥର ଏକ୍ସଗାର୍ଲଫ୍ରେଣ୍ଡଙ୍କ ସହ ହୋଷ୍ଟ କରିବେ ସଲମାନ୍!

ମୁମ୍ୱାଇ:ଛୋଟ ପରଦାର ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌’ର ଅଡିସନ୍‌ ଆରମ୍ଭ ହୋଇଛି। ହେଲେ ଏଥର ‘ବିଗବସ୍‌’ ଆଉଟିକେ ଜମିବ। ଏହି ଶୋ’କୁ ଅଧିକ ରୋଚକ କରୁଥିବା ହୋଷ୍ଟ ସଲମାନ୍‌ ଖାଁ କିନ୍ତୁ ଏଥର ଏକାକୀ ହୋଷ୍ଟ କରିବେ ନାହିଁ। ଚଳିତ ସଜିନ୍‌ରେ ସଲମାନଙ୍କ ସହ ଜଣେ ଅଭିନେତ୍ରୀ ମଧ୍ୟ ହୋଷ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଗରୁ ପ୍ରତିଯୋଗୀମାନେ ଏଠାକୁ ଆସିବା ପରେ ନିଜ ପାଇଁ ଯୋଡିଦାର ଠିକ୍‌ କରୁଥିଲେ।  କିଏ ପାଟନର ଠିକ୍‌ କରି ବିବାହ […]

katrinaaaa

katrinaaaa

Rakesh Mallick
  • Published: Friday, 20 April 2018
  • Updated: 20 April 2018, 11:14 AM IST

Sports

Latest News

ମୁମ୍ୱାଇ:ଛୋଟ ପରଦାର ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌’ର ଅଡିସନ୍‌ ଆରମ୍ଭ ହୋଇଛି। ହେଲେ ଏଥର ‘ବିଗବସ୍‌’ ଆଉଟିକେ ଜମିବ। ଏହି ଶୋ’କୁ ଅଧିକ ରୋଚକ କରୁଥିବା ହୋଷ୍ଟ ସଲମାନ୍‌ ଖାଁ କିନ୍ତୁ ଏଥର ଏକାକୀ ହୋଷ୍ଟ କରିବେ ନାହିଁ। ଚଳିତ ସଜିନ୍‌ରେ ସଲମାନଙ୍କ ସହ ଜଣେ ଅଭିନେତ୍ରୀ ମଧ୍ୟ ହୋଷ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆଗରୁ ପ୍ରତିଯୋଗୀମାନେ ଏଠାକୁ ଆସିବା ପରେ ନିଜ ପାଇଁ ଯୋଡିଦାର ଠିକ୍‌ କରୁଥିଲେ।  କିଏ ପାଟନର ଠିକ୍‌ କରି ବିବାହ କରୁଥିଲା ତ ଆଉ କିଏ ଅକଲା ଚଲୋରେ ନ୍ୟାୟରେ ଏକା ଏକା ପୁରା ସେସନ୍‌ ବିତାଇ ଦେଉଥିଲା। ହେଲେ ଏଥର ସ୍ଥିତି ପୂରା ଅଲଗା। ଖାଲି ଅଲଗା ନୁହେଁ ହଟକେ ଆଉ ରୋମାଣ୍ଟିକ୍‌ ବି। କଥାଟା ଆପଣ ବୁଝିପାରୁଥିବେ। କାରଣ ଏଥରର କନ୍‌ସେପ୍ଟଟା ହିଁ ସେମିତି। ନିଜ ସହଯୋଗୀଙ୍କ ସହ ଏଥର ଏଣ୍ଟ୍ରି କରୁଛନ୍ତି ପ୍ରତିଯୋଗୀ। ବିଗ୍‌ବସ୍‌ ସଲମାନ୍‌ ବି ଏକା ଧାରାରେ ବ୍ରତି ହୋଇଛନ୍ତି। ତାଙ୍କ ସହ ଏଥର ଦେଖିବାକୁ ମିଳିବେ ସୁନ୍ଦରୀ କ୍ୟାଟ୍ରିନା ।

ଏକ ଖବର ଅନୁସାରେ ଏଥର ବିଗ୍‌ ବସ୍‌ ୧୨ରେ  ସଲମାନ୍‌ଙ୍କ ସହ କ୍ୟାଟ୍ରିନା କୈଫ୍‌ଙ୍କୁ ମଧ୍ୟ ହୋଷ୍ଟ କରୁଥିବା ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story