ବିଗ୍‌ବସ୍‌ର ‌ଅଡ଼ିସନ୍‌ ଆରମ୍ଭ: ଏଥର ରହିଛି ହଟକେ ଟ୍ୱିଷ୍ଟ୍

ଟେଲିଭିଜନ୍ ଦୁନିଆର ସବୁଠୁ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ବିଗ ବସ୍‌ର ସିଜିନ୍ ୧୨ ପାଇଁ ଅଡିସନ୍ ଆରମ୍ଭ ହୋଇଯାଇଛି। କିନ୍ତୁ ଏଥରର ଅଡ଼ିସନ୍‌ରେ ରଖାଯାଇଛି କିଛି ନୂଆ ଟ୍ୱିଷ୍ଟ୍। କଲର୍ସ ଚ୍ୟାନେଲ ଏକ ଟ୍ୱିଟ୍‌ କରିଛି, ‘ବିଗ୍‌ବସ୍‌ ସିଜିନ ୧୨ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅଡିସନ୍ ଆରମ୍ଭ ହୋଇଯାଇଛି। କିନ୍ତୁ ଏଥର ପ୍ରତିଯୋଗୀମାନେ ଯୋଡ଼ିରେ ଆସିବେ। ତେଣୁ ବିଗ୍‌ବସ୍‌ ସିଜିନ୍ ୧୨ରେ ଧମାଲ ମଚାଇବା ପାଇଁ ନିଜ […]

Bigg-Boss

Bigg-Boss

Rakesh Mallick
  • Published: Monday, 16 April 2018
  • Updated: 16 April 2018, 01:27 PM IST

Sports

Latest News

ଟେଲିଭିଜନ୍ ଦୁନିଆର ସବୁଠୁ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ବିଗ ବସ୍‌ର ସିଜିନ୍ ୧୨ ପାଇଁ ଅଡିସନ୍ ଆରମ୍ଭ ହୋଇଯାଇଛି। କିନ୍ତୁ ଏଥରର ଅଡ଼ିସନ୍‌ରେ ରଖାଯାଇଛି କିଛି ନୂଆ ଟ୍ୱିଷ୍ଟ୍।

କଲର୍ସ ଚ୍ୟାନେଲ ଏକ ଟ୍ୱିଟ୍‌ କରିଛି, 'ବିଗ୍‌ବସ୍‌ ସିଜିନ ୧୨ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅଡିସନ୍ ଆରମ୍ଭ ହୋଇଯାଇଛି। କିନ୍ତୁ ଏଥର ପ୍ରତିଯୋଗୀମାନେ ଯୋଡ଼ିରେ ଆସିବେ। ତେଣୁ ବିଗ୍‌ବସ୍‌ ସିଜିନ୍ ୧୨ରେ ଧମାଲ ମଚାଇବା ପାଇଁ ନିଜ ସହ ଏକ ପାର୍ଟନରକୁ ନେଇ ଆସନ୍ତୁ।'

ବିଗ୍‌ବସ୍‌ ସବୁଥର ଭଳି ଏଥର ମଧ୍ୟ ଅକ୍ଟୋବରରେ ଆରମ୍ଭ ହେବ। କିନ୍ତୁ ଏହାର ଚୟନ ପ୍ରକ୍ରିୟା ଅନେକ ଲମ୍ବା ହୋଇଥିବାରୁ, ଅଡିସନ୍‌କୁ ଶୀଘ୍ର ଆରମ୍ଭ କରି ଦିଆଯାଉଛି।  ବିଗ୍‌ବସ୍‌ର ସବୁଠୁ ମଜାଦାର ପାର୍ଟ ହେଉଛି, ଏହି ଶୋ' ର ହୋଷ୍ଟ ସଲମାନ୍‌ ଖାନ୍‌। କିନ୍ତୁ ଏଥରର ହୋଷ୍ଟ ସଲମାନ୍‌ ହେବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।  ଜେଲ୍‌ରୁ ଫେରିବା ପରେ ସଲମାନ୍‌ ନିଜର ପ୍ରୋଜେକ୍ଟ ଗୁଡ଼ିକର ସୁଟିଂ ଶେଷ କରିବାରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story