‘ଭୀରେ ଦି ୱେଡିଂ’ରେ କରିନା ରହିବେ: ସୋନମ କପୁର

ମୁମ୍ବାଇ: ଆଗାମୀ ଫିଲ୍ମ ‘ଭୀରେ ଦି ୱେଡିଂ’ରେ ବଲିଉଡ୍‌ ଅଭିନେତ୍ରୀ କରିନା କପୁରଙ୍କୁ ଦେଖିବାକୁ ମିଳିବ ନାହିଁ ଚର୍ଚ୍ଚା ହେଉଥିବା ବେଳେ ଆଜି ସୋନମ୍‌ କପୁର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ସେ ଏହି ଖବର ମଥ୍ୟା। ଏଥିପାଇଁ କୌଣସି ଗଣମାଧ୍ୟମ ଆମ ସହିତ ଯୋଗାଯୋଗ କରିନାହିଁ। ଏହି ‌ଖବରକୁ ନେଇ  ମିଛଟାରେ ଖାଲି ଚର୍ଚ୍ଚା କରାଯାଉଛି, ଆଉ କିଛି ନୁହେଁ।” ସେ କହିଛନ୍ତି, “ଆମେ ‘ଭୀରେ ଦି ୱେଡିଂ’ର ସୁଟିଂ କରିବାକୁ ଯାଉଛୁ। ଆଗାମୀ ଏପ୍ରିଲ […]

sonam_kareena_

sonam_kareena_

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 04:39 PM IST

Sports

Latest News

ମୁମ୍ବାଇ: ଆଗାମୀ ଫିଲ୍ମ ‘ଭୀରେ ଦି ୱେଡିଂ’ରେ ବଲିଉଡ୍‌ ଅଭିନେତ୍ରୀ କରିନା କପୁରଙ୍କୁ ଦେଖିବାକୁ ମିଳିବ ନାହିଁ ଚର୍ଚ୍ଚା ହେଉଥିବା ବେଳେ ଆଜି ସୋନମ୍‌ କପୁର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ସେ ଏହି ଖବର ମଥ୍ୟା। ଏଥିପାଇଁ କୌଣସି ଗଣମାଧ୍ୟମ ଆମ ସହିତ ଯୋଗାଯୋଗ କରିନାହିଁ। ଏହି ‌ଖବରକୁ ନେଇ  ମିଛଟାରେ ଖାଲି ଚର୍ଚ୍ଚା କରାଯାଉଛି, ଆଉ କିଛି ନୁହେଁ।”

ସେ କହିଛନ୍ତି, “ଆମେ ‘ଭୀରେ ଦି ୱେଡିଂ’ର ସୁଟିଂ କରିବାକୁ ଯାଉଛୁ। ଆଗାମୀ ଏପ୍ରିଲ କିମ୍ବା ମେ’ରେ ଆଉ କିଛି ସୁଟିଂ ହେବ।”

ଏହି ଫିଲ୍ମରେ କରିନା କପୁରଙ୍କ ସହ ସୋନମ କପୁରଙ୍କୁ ଦେଖିବାକୁ ମିଳିବ।

କରିନା କପୁର ଗଭବର୍ତ୍ତୀ ଥିବା ଯୋଗୁଁ  ସେ ବର୍ତ୍ତମାନ କୌଣସି ଫିଲ୍ମ କରୁ ନ ଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos