ବୋଲ୍ଡ ବେବୋ

ମୁମ୍ବାଇ: କରିନାଙ୍କ ନୂଆ ଅନ୍ଦାଜ। ଜିରୋ ସାଇଜ୍ ବେବୋଙ୍କ ମ୍ୟାରି ଅବତାର୍। ଫିଲ୍ମ ବ୍ରଦର୍ସରେ ଦେଖିବାକୁ ମିଳିଛି କରିନା କପୁର ଖାନଙ୍କ ଏହି ଆଇଟମ୍ ସଙ୍ଗ। କରିନାଙ୍କ ଏଇ ଗୀତକୁ ନେଇ ଏବେ ଚାରିଆଡେ ଖୁବ୍ ଚର୍ଚ୍ଚା।  ଏହି ସଙ୍ଗରେ ୟଙ୍ଗ ହ୍ୟାଣ୍ଡସମ ଆକ୍ଟର ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ପ୍ଲିଜ୍ କରିବା ପାଇଁ ଦେଖିବାକୁ ମିଳିଛି ବେବୋ ରାଣୀଙ୍କ  ହଟ ଆଣ୍ଡ ସେକ୍ସି ଅନ୍ଦାଜ । ବଲିଉଡର ସବୁ ପ୍ରକାରର ରୋମାଣ୍ଟିକ ରୋଲକୁ ଜଷ୍ଟିସ୍ ଦେବାକୁ ଚେଷ୍ଟା କରିଥିବା […]

k1

k1

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 05:38 PM IST

Sports

Latest News

ମୁମ୍ବାଇ: କରିନାଙ୍କ ନୂଆ ଅନ୍ଦାଜ। ଜିରୋ ସାଇଜ୍ ବେବୋଙ୍କ ମ୍ୟାରି ଅବତାର୍। ଫିଲ୍ମ ବ୍ରଦର୍ସରେ ଦେଖିବାକୁ ମିଳିଛି କରିନା କପୁର ଖାନଙ୍କ ଏହି ଆଇଟମ୍ ସଙ୍ଗ। କରିନାଙ୍କ ଏଇ ଗୀତକୁ ନେଇ ଏବେ ଚାରିଆଡେ ଖୁବ୍ ଚର୍ଚ୍ଚା।  ଏହି ସଙ୍ଗରେ ୟଙ୍ଗ ହ୍ୟାଣ୍ଡସମ ଆକ୍ଟର ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ପ୍ଲିଜ୍ କରିବା ପାଇଁ ଦେଖିବାକୁ ମିଳିଛି ବେବୋ ରାଣୀଙ୍କ  ହଟ ଆଣ୍ଡ ସେକ୍ସି ଅନ୍ଦାଜ ।

ବଲିଉଡର ସବୁ ପ୍ରକାରର ରୋମାଣ୍ଟିକ ରୋଲକୁ ଜଷ୍ଟିସ୍ ଦେବାକୁ ଚେଷ୍ଟା କରିଥିବା ଅଭିନେତ୍ରୀ ହେଉଛନ୍ତି ବେବୋ। ନିଜର ୟୁନିକନେସକୁ ବଜାୟ ରଖିବା କଳା ତାଙ୍କୁ ବେଶ ଭଲ ଭାବରେ ଜଣା।  ସେଇଥିପାଇଁ ତ ବଲିଉଡ ଭିଡରେ ହଜି ଯାଇନାହାନ୍ତି ଏହି ଗ୍ଲାମର କୁଇନ୍। ଜୀବନର ପ୍ରତିଟି ସୋପାନକୁ ନିଜର ଅଭିନୟ ଜାଦୁରେ ଖାପଖୁଆଇ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରି ପାରିଛନ୍ତି ଏହି ଯୁବ ଅଭିନେତ୍ରୀ।

kkଲିଡ ରୋଲ ହେଉ କି ଆଇଟମ ଡ୍ୟାନ୍ସ ହେଉ, କ୍ୟାମିଓ ରୋଲ ହେଉ କି କ୍ୟାରେକ୍ଟର ରୋଲ ହେଉ ସବୁ ଚରିତ୍ରରେ ଦର୍ଶକଙ୍କୁ ବିମୋହିତ କରିପାରିଛନ୍ତି କାପୁର ଖାନଦାନର ଲାଡଲି କରିନା କପୁର ଖାନ। ଜେ.ପି. ଦତ୍ତାଙ୍କ ରେଫ୍ୟୁଜି ଫିଲ୍ମରେ ବଲିଊଡରେ ପାଦ ଥାପିଥିବା ଏହି ନାୟିକା ନିଜର ଚରିତ୍ରରେ ସବୁବେଳେ କରିଛନ୍ତି ଅନେକ ଏକ୍ସପେରିମେଣ୍ଟ। ନିଜର ଦମଦାର ଅଭିନୟ ପାଇଁ ପ୍ରଥମ ଫିଲ୍ମରୁ ହିଁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ  ଭାବରେ ଫିଲ୍ମଫେୟାର ଆୱାର୍ଡରେ ସମ୍ମାନିତ ହେବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି ଏହି ଭାରତୀୟ ନାୟିକା। ଫିଲ୍ମ ‘ଚମେଲି’ରେ ତାଙ୍କୁ ଦେଖିବାକୁ ମିଳିଥିଲା ଜଣେ ଗଣିକା ଚରିତ୍ରରେ । ତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ ସିନେ କ୍ରିଟିକ୍ସମାନଙ୍କର ପ୍ରଚୁର ଆପ୍ରିସିଏସନ ହାସଲ କରିଥିଲେ ବେବୋ। ଖାଲି ଅଭିନୟ କାହିଁକିନିଜର 'ଡ୍ୟାନ୍ସ'ର ଯାଦୁରେ ସେ ଅନେକ ଥର  କମାଲ କରିଛନ୍ତି ବଲିଉଡରେ।

k3

ଇଣ୍ଡିଆନ କଷ୍ଟ୍ୟୁମରେ ହେଉ ବା ବେଷ୍ଟର୍ଣ୍ଣ କଷ୍ଟ୍ୟୁମରେ ହେଉ ସେ  ସବୁଥିରେ କମ୍ଫଟେବଲ ହୋଇ ନାଚିପାରନ୍ତି ଆଉ ଲୁଟି ପାରନ୍ତି ସେ  ସିନେଦର୍ଶକଙ୍କ ହୃଦୟ। ଫିଲ୍ମ 'ଟସନ'ରେ ପୁଜା ସିଂ ଚରିତ୍ରରେ  ଦେଖିବାକୁ ମିଳିଥିଲା ତାଙ୍କର ବୋଲଡ ଅନ୍ଦାଜ । ଲଚକ ମଚକ ସାଙ୍ଗକୁ ନିଜର ସେକ୍ସି ଠୁମକାରେ ସେ ପ୍ରମାଣିତ କରିଥିଲେ ସେ ହେଉଛନ୍ତି  ଜଣେ ମଲ୍ଟିଟ୍ୟାଲେଣ୍ଟେଡ୍ ଆକ୍ଟ୍ରେସ । ୨୦୧୨ରେ ଆସିଥିଲା ମଧୁର ଭଣ୍ଡାରକରଙ୍କ ନିଦ୍ଦେର୍ଶିତ ଗ୍ଲାମର ଦୁନିଆର ଚର୍ଚ୍ଚିତ ଫିଲ୍ମ ହେଉଛି ହିରୋଇନ। ରିଲ ଲାଇଫରେ ଜଣେ ହିରୋଇନ ଭାବରେ ଉଚ୍ଚକୋଟ୍ଟୀର ଅଭିନୟ କରି ବାହା ବାହା ସାଉଁଟିଥିଲେ ଏହି ରିୟଲ ହିରୋଇନ। ଖାଲି ସେତିକି ନୁହେଁ  ଫିଲ୍ମ 'ଡନ'ରେ ଦେଖିବାକୁ ମିଳିଥିଲା ତାଙ୍କ କ୍ୟାବରେଟ୍ ଷ୍ଟାଇଲ । ଗ୍ଲାମରସ୍ ଅବତାରରେ ଦେଖିବାକୁ ମିଳିଥିଲା ଏହି ଅଭିନେତ୍ରୀଙ୍କ ସେନ୍ସୁଆଲ ପରଫର୍ମାନ୍ସ ।

k4

ଏଜେଣ୍ଟ ବିନୋଦରେ  ଏହି ଗ୍ଲାମର କୁଇନଙ୍କ ବଲିଉଡ ପାର୍ଟନ ଡ୍ୟାନ୍ସ ଥିଲା ଭିନ୍ନ ଧରଣର। ଟେକ୍ନୋ କୱାଲି ପାର୍ଟନ୍ ସହ ବେବୋଙ୍କ ସେକ୍ସି ଠୁମକା ଚହଳ ସୃଷ୍ଟି କରିଥିଲା ବଲିଊଡରେ।  ଗ୍ଲାମର ଦୁନିଆରେ ନିଜର ଦବଦବାକୁ ଆଜି ବି ବଜାୟ ରଖିଛନ୍ତି ବେବୋ।  ଇମୋସନାଲ ଆକ୍ଟିଂ ହେଉ କି ସେନ୍ସୁଆଲ  ଡ୍ୟାନ୍ସ ହେଉ ସବୁ କିରଦାରରେ କମାଲ କରିପାରନ୍ତି ଏହି ଅଭିନେତ୍ରୀ। ଏବେ ଆସିଛି ତାଙ୍କର ବହୁ ପ୍ରତିକ୍ଷିତ ଫିଲ୍ମ ବଜରଙ୍ଗୀ ଭାଇଜାନ। ବଲିଉଡର ଦବଙ୍ଗ ଖାନଙ୍କ ସହ ଦେଖିବାକୁ ମିଳିଛି ତାଙ୍କର ଦମଦାର ରିଲ କେମେଷ୍ଟ୍ରୀ। ଆଗରୁ ଫିଲ୍ମ ବଡିଗାର୍ଡରେ ସିନେଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ଏହି ଦୁଇ ରିଲ କପଲ। ଏବେ  ଫିଲ୍ମ ବଜରଙ୍ଗୀ ଭାଇଜାନରେ ଦେଖିବାକୁ ମିଳିଛି ଏମାନଙ୍କ ଭିନ୍ନ ଧରଣର ଲଭ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story