ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ବିଏମ୍‌ସିର ନୋଟିସ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଆଇନଗତ ନୋଟିସ୍ ପଠାଇଛି ବିଏମ୍‌ସି(ବୃହତ୍‌ମୁମ୍ବାଇ ମୁନିସିପାଲ କର୍ପୋରେସନ)। ମୁମ୍ବାଇର ଓସିୱାରା ଅଞ୍ଚଳରେ ବେଆଇନ୍‌ ନିର୍ମାଣ ଓ ଭଡ଼ାରେ ଦେଇ ଥିବା ଏକ ବାଣିଜ୍ୟକ ସଂସ୍ଥା ପାଇଁ ବୃହତ୍‌ମୁମ୍ବାଇ ମୁନିସିପାଲ୍ କୋର୍ପୋରେସନ ତାଙ୍କୁ ଏହି ନୋଟିସ୍‌ ପଠାଇଛି। ଏଥିସହିତ ପ୍ରିୟଙ୍କାଙ୍କ ମ୍ୟାନେଜର ମାନିକ ସୋନିଙ୍କୁ ମଧ୍ୟ ନୋଟିସ୍‌ ପଠାଇଛି ବିଏମ୍‌ସି। ଖବର ଅନୁସାରେ ଓସିଆରା ଅଞ୍ଚଳରେ ଥିବା ‘କରିସ୍ମା ବିୟୁଟି ସ୍ପା ଆଣ୍ଡ ସାଲୋନ’ରେ ବେଆଇନ୍‌ ଫ୍ଲୋର ନିର୍ମାଣ ହୋଇଥିବା ବିଏମ୍‌ସି […]

bmc1

bmc1

Rakesh Mallick
  • Published: Tuesday, 03 July 2018
  • Updated: 03 July 2018, 05:15 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଆଇନଗତ ନୋଟିସ୍ ପଠାଇଛି ବିଏମ୍‌ସି(ବୃହତ୍‌ମୁମ୍ବାଇ ମୁନିସିପାଲ କର୍ପୋରେସନ)। ମୁମ୍ବାଇର ଓସିୱାରା ଅଞ୍ଚଳରେ ବେଆଇନ୍‌ ନିର୍ମାଣ ଓ ଭଡ଼ାରେ ଦେଇ ଥିବା ଏକ ବାଣିଜ୍ୟକ ସଂସ୍ଥା ପାଇଁ ବୃହତ୍‌ମୁମ୍ବାଇ ମୁନିସିପାଲ୍ କୋର୍ପୋରେସନ ତାଙ୍କୁ ଏହି ନୋଟିସ୍‌ ପଠାଇଛି। ଏଥିସହିତ ପ୍ରିୟଙ୍କାଙ୍କ ମ୍ୟାନେଜର ମାନିକ ସୋନିଙ୍କୁ ମଧ୍ୟ ନୋଟିସ୍‌ ପଠାଇଛି ବିଏମ୍‌ସି।

ଖବର ଅନୁସାରେ ଓସିଆରା ଅଞ୍ଚଳରେ ଥିବା 'କରିସ୍ମା ବିୟୁଟି ସ୍ପା ଆଣ୍ଡ ସାଲୋନ'ରେ ବେଆଇନ୍‌ ଫ୍ଲୋର ନିର୍ମାଣ ହୋଇଥିବା ବିଏମ୍‌ସି ଜାଣିବାକୁ ପାଇଥିଲା। ତଦନ୍ତ କରିବା ପରେ ଏହାକୁ ପ୍ରିୟଙ୍କା ଭଡ଼ାରେ ଚଲାଉଥିବା ଜଣାପଡ଼ିଥିଲା। ଏଥିସହିତ ତାଙ୍କ ଅଫିସ୍‌ ଅଞ୍ଚଳରେ ମଧ୍ୟ ଆଉ ଏକ ବେଆଇନ୍‌ ନିର୍ମାଣ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ ପ୍ରିୟଙ୍କାଙ୍କ ସହିତ ସ୍ପାର ମ୍ୟାନେଜର ମାନିକ ସୋନିଙ୍କୁ ମଧ୍ୟ ଆଇନଗତ ନୋଟିସ୍‌ ପଠାଯାଇଛି। ୩୦ ଦିନ ଭତରେ ବେଆଇନ୍‌ ନିର୍ମାଣ ହଟାଇବାକୁ ଏହି ନୋଟିସରେ କୁହାଯାଇଛି।

ବିଏମ୍‌ସିର ଜଣେ ବରିଷ୍ଠ କର୍ମଚାରୀଙ୍କ କହିବାନୁସାରେ, ପୂର୍ବରୁ ମଧ୍ୟ ଏଥିପାଇଁ ତାଙ୍କୁ ନୋଟିସ୍‌ ହୋଇଛି। ନିୟମାନୁସାରେ ଫାଇନ୍‌ ଦେଇ ନିର୍ମାଣ ହଟାଇବାକୁ କୁହାଯାଇଛି। କିନ୍ତୁ ପ୍ରିୟଙ୍କା ଏଥିରେ କୌଣସି ଉତ୍ତର ନ ଦେବାରୁ ମହାରାଷ୍ଟ୍ର ରିଜିଓନାଲ୍‌ ଟାଉନ ପ୍ଲାନିଂ ଆକ୍ଟ ଅନୁସାରେ ପୁଣିଥରେ ତାଙ୍କୁ ନୋଟିସ୍‌ ପଠାଯାଇଛି। ଏଥର କୌଣସି ଉତ୍ତର ନ ମଳିଲେ ବେଆଇନ୍ ନିର୍ମାଣ ଭାଙ୍ଗି ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story