ପରଦା ପଛର ପାପ କାହାଣୀ, ଅଭିନେତ୍ରୀଙ୍କ ଅକୁହା କଥା, ସିନେମା ପାଇଁ ଶେଯରେ ଶୋଇବାକୁ ଲାଗେ ସର୍ତ୍ତ

ଭିନ୍ନ ଏକ ରାଇଜ। ଭିନ୍ନ ଏକ ଦୁନିଆ। ସଂସ୍କୃତି, ଚାଲି ଚଳଣୀ  ଏବଂ ଜୀବନଶୈଳୀ ଏଠି ସବୁ କିଛି ରଙ୍ଗିନ। ଲାଇଟ୍, ଆକ୍ସନ ଏବଂ କ୍ୟାମେରାର ରାଜ ଭିତରେ ଏଠି ରାତି ବି ହଜିଯାଏ। ଆମେ କହୁଛୁ ମାୟାନଗରୀ ବଲିଉଡ୍ କଥା। ଯାହା ନାଁ ଶୁଣିଲେ ମନଟି ସେଇ ଗ୍ଲାମର ଭିତରକୁ ଚାଲିଯାଇଥିଏ। ୭୨ ଏମ୍‌ଏମ୍‌ ସ୍କ୍ରିନ୍‌ରେ ଆପଣ ମଜା ନେଉଥିବେ, ଆଉ ଭାବିଥିବେ ଇଏ ଏମିତି ଏକ ଦୁନିଆ ଯେଉଁଠି ଅପାର ଆନନ୍ଦ ଭରି ରହିଛି। […]

TiscaChopra

TiscaChopra

Rakesh Mallick
  • Published: Tuesday, 09 January 2018
  • Updated: 09 January 2018, 03:43 PM IST

Sports

Latest News

ଭିନ୍ନ ଏକ ରାଇଜ। ଭିନ୍ନ ଏକ ଦୁନିଆ। ସଂସ୍କୃତି, ଚାଲି ଚଳଣୀ  ଏବଂ ଜୀବନଶୈଳୀ ଏଠି ସବୁ କିଛି ରଙ୍ଗିନ। ଲାଇଟ୍, ଆକ୍ସନ ଏବଂ କ୍ୟାମେରାର ରାଜ ଭିତରେ ଏଠି ରାତି ବି ହଜିଯାଏ। ଆମେ କହୁଛୁ ମାୟାନଗରୀ ବଲିଉଡ୍ କଥା। ଯାହା ନାଁ ଶୁଣିଲେ ମନଟି ସେଇ ଗ୍ଲାମର ଭିତରକୁ ଚାଲିଯାଇଥିଏ। ୭୨ ଏମ୍‌ଏମ୍‌ ସ୍କ୍ରିନ୍‌ରେ ଆପଣ ମଜା ନେଉଥିବେ, ଆଉ ଭାବିଥିବେ ଇଏ ଏମିତି ଏକ ଦୁନିଆ ଯେଉଁଠି ଅପାର ଆନନ୍ଦ ଭରି ରହିଛି। ହେଲେ ବାସ୍ତବତା ଟିକେ ଭିନ୍ନ। ବଲିଉଡ୍‌ ଜୀବନ ଦୂରରୁ ଯେତିକି ଚାକଚକ୍ୟ ପାଖରୁ ଠିକ୍‌ ତାର ଓଲଟା। ଏଠି ଯାହା ଦିଶେ ବାସ୍ତବରେ ସେୟା ନୁହେଁ । ଫିଲ୍ମରେ ଗୋଟେ ଚାନ୍ସ ପାଇଁ କେତେ ଅଭିନେତ୍ରୀଙ୍କ ଜୀବନ ମାଟି ହୋଇଯାଇଛି। କେତେ ସୁନ୍ଦରୀଙ୍କ ସୁନେଲି ସ୍ୱପ୍ନ ପାଣିରେ ମିଳାଇ ଯାଇଛି। ଏଠି ସିନେମା ପାଇଁ କେତେକ ମନ୍ଦ ପ୍ରକୃତିର ପ୍ରଡ୍ୟୁସର ଅଭିନେତ୍ରୀଙ୍କ ସହ ସର୍ତ୍ତ ରଖନ୍ତି। ସ୍କ୍ରିନ୍‌ ଟେଷ୍ଟ ନାମରେ ସ୍କିନ ଟେଷ୍ଟ କରନ୍ତି। ଆଉ ବେଳେ ବେଳେ ବେଡ ସେୟାର କରିବାକୁ ବାଧ୍ୟ କରନ୍ତି।  ଅନେକ କଳଙ୍କିତ ମୁହୂର୍ତ୍ତକୁ ସାମ୍ନା କରିଥିବା ବଲିଉଡର ବାସ୍ତବ ଚିତ୍ର ସମ୍ପର୍କରେ ଅନେକ ଅଭିନେତ୍ରୀ ପୂର୍ବରୁ ମୁହଁ ଖୋଲିଛନ୍ତି। ଗୋଟିଏ ଫିଲ୍ମ ପାଇବାକୁ ହେଲେ ସେମାନଙ୍କୁ କେତେ କଷ୍ଟ ଆଉ କେତେ କଣ ଉତ୍ସର୍ଗ କରିବାକୁ ପଡ଼େ  ତାହା ଶୁଣିଲେ ଆପଣ ତାଜୁବ୍‌ ହୋଇଯିବେ। ତେବେ ଚାଲନ୍ତୁ ଜାଣିବା ସେମିତି କିଛି ଅଭିନେତ୍ରୀଙ୍କ ଜୀବନର ଅକୁହା କଥା।

କଳ୍‌କୀ କୋଚିନ୍‌- କଳ୍‌କୀ ବଲିଉଡ୍‌ର ଜଣେ ଲୋକପ୍ରିୟ କଳାକାର। ସେ ଅନେକ ବଡବଡ କଳାକାରଙ୍କ ସହ କାମ କରିଛନ୍ତି। କଳ୍‌କୀ କୁହନ୍ତି, ପ୍ରଥମ ଫିଲ୍ମ ସମୟରେ ତାଙ୍କୁ ଯେଉଁ ସ୍ୱପ୍ନ ଦେଖାଯାଇଥିଲା ସେ ସବୁ ମିଛଥିଲା। ପ୍ରଡ୍ୟୁସର ମଧ୍ୟ ତାଙ୍କ ଉପରେ ଖରାପ ଦୃଷ୍ଟି ପକେଇଥିଲେ। କଳ୍‌କୀ କୁହନ୍ତି ବଲିଉଡ୍‌ରେ ଅଭିନେତ୍ରୀଙ୍କୁ ବିନା କୌଣସି ଖରାପ ସ୍ଥିତିକୁ ସାମ୍ନା କରି ସହଜରେ ଆଗକୁ ବଢିବା ବହୁତ କଷ୍ଟକର।

କଙ୍ଗନା ରଣାୱତ- କଙ୍ଗନା ନିଜ କ୍ୟାରିୟର ଆରମ୍ଭରେ ନିର୍ଦ୍ଦେଶକ ଓ ପ୍ରଡ୍ୟୁସର ମାନେ ଫିଲ୍ମ ଦେବା ବାହାନାରେ ତାଙ୍କୁ ବହୁତ କିଛି ଡିମାଣ୍ଡ କରୁଥିଲେ। ସେ ସବୁ ତାଙ୍କୁ ଭଲ ଲାଗୁ କି ଖରାପ।  ଫିଲ୍ମ ଦରକାର ତ ତେଣୁ ସବୁ କିଛି ସହିବାକୁ ପଡ଼ିବ।

ପ୍ରିତୀ ଜୈନ- ପ୍ରିତୀ ଜୈନ୍‌ ବେଶି ଲୋକପ୍ରିୟ ହୋଇ ନଥିଲେ ବି ଅନେକ ଛୋଟ ଫିଲ୍ମରେ କାମ କରିଛନ୍ତି। ଏହି ଅଭିନେତ୍ରୀ ମଧୁର ଭଣ୍ଡାରକରଙ୍କ ଉପରେ କାଷ୍ଟିଂ କାଉଚ୍‌ର ଅଭିଯୋଗ ଆଣିଥିଲେ।

ପାୟଲ ରୋହତଗୀ- ପାୟଲ ଛୋଟ ପରଦାରେ ଅଭିନେତ୍ରୀ। ବଡ଼ ବଡ଼ ଫିଲ୍ମରେ ସେ ଛୋଟ ଛୋଟ ରୋଲ କରିଥାନ୍ତି। ପାୟଲ ମଧ୍ୟ ବଡ ବଡ ନିର୍ଦ୍ଦେଶକଙ୍କ ଉପରେ କାଷ୍ଟିଂ କାଉଚର ଅଭିଯୋଗ ଲଗେଇଥିଲେ। ସେ କହିଥିଲେ ସେହି ନିର୍ଦେଶକଙ୍କ ନଜର ଫିଲ୍ମ ଅପେକ୍ଷା ଅନ୍ୟ ଜିନିଷ ଉପରେ ବେଶି ଗୁରୁତ୍ୱ ଦେଉଥିଲେ।

ଟିସ୍କା ଚୋପ୍ରା- ଟିସ୍କା ଚୋପ୍ରା ବେଶି ଲୋକପ୍ରିୟ ନୁହେଁ। ତଥାପି ଟିସ୍କାଙ୍କୁ ଫିଲ୍ମ ଦେବା ବାହାନାରେ ନିର୍ଦ୍ଦେଶକ ଓ ପ୍ରଡ୍ୟୁସର ମାନେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ।

ଶର୍ଲିନ୍‌ ଚୋପ୍ରା- ଶର୍ଲିନ୍‌ ଚୋପ୍ରା ବଲିଉଡ୍‌ର ଏକ ଜଣାଶୁଣା ନାଁ। ତାଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ମିଳିଛି। ସେ କହିଥିଲେ ଇଣ୍ଡଷ୍ଟ୍ରିରେ  କାମ କରିବା ବହୁତ କରଷ୍ଟକର। ତାଙ୍କୁ ମଧ୍ୟ କାଷ୍ଟିଂ କାଉଚ୍‌ର ଶିକାର ହେବାକୁ ପଡିଛି।

ସନ୍ନି ଲିଓନ୍‌- ଦେଶ ହେଉକି ବିଦେଶ ଚାରିଆଡେ ସନ୍ନିଙ୍କ ବହୁତ ଫ୍ୟାନ୍‌। ସନ୍ନି ଅନେକ ଫିଲ୍ମରେ କାମ କରିଛନ୍ତି। ସନ୍ନିଙ୍କୁ ମଧ୍ୟ ନିଜ ପ୍ରଥମ ଫିଲ୍ମ ପାଇବାକୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story