ଚଳଚ୍ଚିତ୍ରରେ ପୂରା ନଗ୍ନ ହୋଇଥିଲେ ବଲିଉଡର ଏହି ୧୦ କଳାକାର

ବଲିଉଡ ଫିଲ୍ମରେ ଅନେକ ସିନ୍ ରହିଛି ଯେଉଁଟା ଆମକୁ ଅଶ୍ଲୀଳ ଓ ଆପତ୍ତିଜନକ ଲାଗେ। ତଥାପି ଚରିତ୍ରର ଆବଶ୍ୟକତାକୁ ଆଖି ଆଗରେ ରଖି ଏମିତି କିଛି ବୋଲ୍ଡ ସିନ୍ କରିବାକୁ ବାଧ୍ୟ ହୁଅନ୍ତି କଳାକାରମାନେ। କିଛି ସିନ୍‌ ପାଇଁ ବେଳେବେଳେ ପୂରା ନଗ୍ନ ହେବାକୁ ପଡେ ସେମାନଙ୍କୁ। ଆଜି ଆସନ୍ତୁ ଏମିତି ୧୦ଜଣ କଳାକାରଙ୍କ ବିଷୟରେ ଜାଣିବା ଯେଉଁମାନେ ଫିଲ୍ମ ପାଇଁ କ୍ୟାମେରା ସାମ୍ନାରେ ପୂରା ନଗ୍ନ ହୋଇଥିଲେ। ୧)ରାଜକୁମାର ରାଓ ‘ସାହିଦ’ ଫିଲ୍ମ ପାଇଁ ରାଜକୁମାର […]

film final

film final

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 03:37 PM IST

Sports

Latest News

ବଲିଉଡ ଫିଲ୍ମରେ ଅନେକ ସିନ୍ ରହିଛି ଯେଉଁଟା ଆମକୁ ଅଶ୍ଲୀଳ ଓ ଆପତ୍ତିଜନକ ଲାଗେ। ତଥାପି ଚରିତ୍ରର ଆବଶ୍ୟକତାକୁ ଆଖି ଆଗରେ ରଖି ଏମିତି କିଛି ବୋଲ୍ଡ ସିନ୍ କରିବାକୁ ବାଧ୍ୟ ହୁଅନ୍ତି କଳାକାରମାନେ। କିଛି ସିନ୍‌ ପାଇଁ ବେଳେବେଳେ ପୂରା ନଗ୍ନ ହେବାକୁ ପଡେ ସେମାନଙ୍କୁ। ଆଜି ଆସନ୍ତୁ ଏମିତି ୧୦ଜଣ କଳାକାରଙ୍କ ବିଷୟରେ ଜାଣିବା ଯେଉଁମାନେ ଫିଲ୍ମ ପାଇଁ କ୍ୟାମେରା ସାମ୍ନାରେ ପୂରା ନଗ୍ନ ହୋଇଥିଲେ।

୧)ରାଜକୁମାର ରାଓ

'ସାହିଦ' ଫିଲ୍ମ ପାଇଁ ରାଜକୁମାର ରାଓଙ୍କୁ ନଗ୍ନ ହେବାକୁ ପଡିଥିଲା।

୨)ଦୀପା ସାହି

'ମାୟା ମେମ୍ ସହାବ' ଫିଲ୍ମରେ ଦୀପାଙ୍କୁ ଶାହାରୁଖଙ୍କ ସହ ଏକ ବେଡ୍‌ ସିନ୍‌ ପାଇଁ ପୂରା ନଗ୍ନ ହେବାକୁ ପଡିଥିଲା।

୩)ଆମିର ଖାନ୍‌

‘ପିକେ’ ଫିଲ୍ମରେ ଆମିର ଖାନ୍‌ଙ୍କୁ ନଗ୍ନ ହେବାକୁ ପଡିଥିଲା।

୪)ରନବୀର ସିଂ

ରନବୀର ସିଂଙ୍କୁ ‘ବେଫିକ୍‌ରେ’ ଫିଲ୍ମରେ ନଗ୍ନ ହେବାକୁ ପଡିଥିଲା।

୫)ରାଧିକା ଆପ୍‌ଟେ

‘ପରଚେଡ୍‌’ ଫିଲ୍ମର କିଛି ସିନ୍‌ ପାଇଁ ରାଧିକାଙ୍କୁ ନଗ୍ନ ହେବାକୁ ପଡିଥିଲା।

୬)ସ୍ୱରା ଭାସ୍କର

‘ଅନାରକଲି ଅଫ୍ ଆରା’ ଫିଲ୍ମରେ ସ୍ୱରାଙ୍କୁ ନଗ୍ନ ହେବାକୁ ପଡିଥିଲା

୭)ନିଲ୍ ନିତିନ୍ ମୁକେଶ

'ଜେଲ୍‌' ଫିଲ୍ମରେ ନୀଲଙ୍କୁ ନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା।

୮)ରଣବୀର କପୁର

ନିଜର ଡେବ୍ୟୁ ଫିଲ୍ମ 'ସାୱରିଆ'ରେ ତାଙ୍କୁ ନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା।

୯)ଜନ୍ ଆବ୍ରାହମ୍

'ନିଉ ୟର୍କ' ଫିଲ୍ମରେ ଜନ୍‌ଙ୍କୁ ନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା।

୧୦)ଭିର ଦାସ୍

'ମସ୍ତିଜାଦେ' ଫିଲ୍ମରେ ଭିରଙ୍କୁ ନଗ୍ନ ଅବସ୍ଥାରେ ରାସ୍ତାରେ ଦୌଡୁଥିବାର ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story