ଶ୍ରୀଦେବୀଙ୍କ ସ୍ୱର ବ୍ୟବହାର କରାଯାଇ ତିଆରି ହେବ ଡକ୍ୟୁମେଣ୍ଟାରି

ମୁମ୍ବାଇ: ଶ୍ରୀଦେବୀଙ୍କ ମୃତ୍ୟୁ ପରେ ବୋନୀ କପୁର ତାଙ୍କର ସବୁ ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି। ଗତକାଲି ସେ ନିଜ ବଡ଼ ଝିଅ ଜାହ୍ନବୀ କପୁରଙ୍କ ଜନ୍ମଦିନ ଠିକ୍‌ ସେମିତି ବନେଇଥିଲେ ଯେମିତି ଶ୍ରୀଦେବୀ ଚାହୁଁଥିଲେ। ଖବର ମୁତାବକ୍‌ ବୋନୀ କପୁର ଏବେ ଶ୍ରୀଦେବୀଙ୍କ ଉପରେ ଏକ ଡକ୍ୟୁମେଣ୍ଟାରି  ବନେଇବାକୁ ଚାହୁଁଛନ୍ତି। ଏହି ଡକ୍ୟୁମେଣ୍ଟାରିରେ ଅରିଜିନାଲ ସ୍ୱରର ବ୍ୟବହାର କରାଯିବ। ଏଥିରେ ଶ୍ରୀଦେବୀଙ୍କ ଜୀବନ ସହ ଜଡ଼ିତ ରିୟଲ ଭିଡ଼ିଓ ଓ ଭଏସ୍‌ର ମଧ୍ୟ ପ୍ରୟୋଗ କରାଯିବ। […]

sridevi-boney-kapoor

sridevi-boney-kapoor

Rakesh Mallick
  • Published: Wednesday, 07 March 2018
  • Updated: 07 March 2018, 11:03 AM IST

Sports

Latest News

ମୁମ୍ବାଇ: ଶ୍ରୀଦେବୀଙ୍କ ମୃତ୍ୟୁ ପରେ ବୋନୀ କପୁର ତାଙ୍କର ସବୁ ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି। ଗତକାଲି ସେ ନିଜ ବଡ଼ ଝିଅ ଜାହ୍ନବୀ କପୁରଙ୍କ ଜନ୍ମଦିନ ଠିକ୍‌ ସେମିତି ବନେଇଥିଲେ ଯେମିତି ଶ୍ରୀଦେବୀ ଚାହୁଁଥିଲେ। ଖବର ମୁତାବକ୍‌ ବୋନୀ କପୁର ଏବେ ଶ୍ରୀଦେବୀଙ୍କ ଉପରେ ଏକ ଡକ୍ୟୁମେଣ୍ଟାରି  ବନେଇବାକୁ ଚାହୁଁଛନ୍ତି। ଏହି ଡକ୍ୟୁମେଣ୍ଟାରିରେ ଅରିଜିନାଲ ସ୍ୱରର ବ୍ୟବହାର କରାଯିବ। ଏଥିରେ ଶ୍ରୀଦେବୀଙ୍କ ଜୀବନ ସହ ଜଡ଼ିତ ରିୟଲ ଭିଡ଼ିଓ ଓ ଭଏସ୍‌ର ମଧ୍ୟ ପ୍ରୟୋଗ କରାଯିବ। ସୂଚନା ଅନୁଯାୟୀ ବୋନୀ କପୁର ଏହି ଡକ୍ୟୁମେଣ୍ଟାରି କରିବାର ଦାୟିତ୍ୱ ନିଜ ଖାସ୍‌ ବନ୍ଧୁ ସେଖର କପୁରକୁ ଦେଇଛନ୍ତି।

shree deviଉଲ୍ଲେଖନୀୟ ଗତ ସପ୍ତାହରେ ବୋନୀ କପୁର ରାମେଶ୍ୱରମ୍‌ ଯାଇ ଶ୍ରୀଦେବୀଙ୍କ ଅସ୍ତି ବିସର୍ଜନ କରିଥିଲେ। ସେ ସମୟରେ ତାଙ୍କର ଦୁଇ ଝିଅ ମଧ୍ୟ ଉପସ୍ଥିତ ଥିଲେ। ଏବେ ଖବର ଆସୁଛି ଶ୍ରୀଦେବୀଙ୍କ ଆତ୍ମାର ଶାନ୍ତି ପାଇଁ ସେମାନେ ହରିଦ୍ୱାରା ଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story