ଆରପାରିରେ ବ୍ରିଟିଶ ପପ୍‌ ସିଙ୍ଗର ଜର୍ଜ ମାଇକେଲ

ମୁମ୍ବାଇ: ବ୍ରିଟେନ୍‌ର ବିଖ୍ୟାତ ପପ୍‌ ସିଙ୍ଗର ଜର୍ଜ ମାଇକେଲଙ୍କ ଗତକାଲି ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ବର୍ଷ ବୟସ ହୋଇଥିଲା। ମୃତ୍ୟୁ ପଛର କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଜର୍ଜଙ୍କ ମୃତ୍ୟୁ ଖବର ତାଙ୍କର ପିଆର୍‌ ଜଣାଇଛନ୍ତି। ୨୫ଜୁନ୍ ୧୯୬୩ରେ ଜନ୍ମ ନେଇଥିବା ଜର୍ଜ ମାଇକେଲଙ୍କ ନାମ ପୁରା ନାମ ଜର୍ଜିଓସ୍‌ କାଇରିଆକସ୍‌ ଯାନାଇଟୋସ୍‌। ୧୯୮୦ରେ ଜର୍ଜ ତାଙ୍କ ସ୍କୁଲ ସାଙ୍ଗ ଆଣ୍ଡ୍ୟୁ ରିଜେଲେଙ୍କ ସହ ମିଶି ‘ହ୍ୱାମ୍‌’! ବ୍ୟାଣ୍ଡ୍‌ ଗଠନ କରିଥିଲେ। ଏହି […]

george-michael

george-michael

Rakesh Mallick
  • Published: Monday, 26 December 2016
  • Updated: 26 December 2016, 01:25 PM IST

Sports

Latest News

ମୁମ୍ବାଇ: ବ୍ରିଟେନ୍‌ର ବିଖ୍ୟାତ ପପ୍‌ ସିଙ୍ଗର ଜର୍ଜ ମାଇକେଲଙ୍କ ଗତକାଲି ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ବର୍ଷ ବୟସ ହୋଇଥିଲା। ମୃତ୍ୟୁ ପଛର କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଜର୍ଜଙ୍କ ମୃତ୍ୟୁ ଖବର ତାଙ୍କର ପିଆର୍‌ ଜଣାଇଛନ୍ତି।

୨୫ଜୁନ୍ ୧୯୬୩ରେ ଜନ୍ମ ନେଇଥିବା ଜର୍ଜ ମାଇକେଲଙ୍କ ନାମ ପୁରା ନାମ ଜର୍ଜିଓସ୍‌ କାଇରିଆକସ୍‌ ଯାନାଇଟୋସ୍‌। ୧୯୮୦ରେ ଜର୍ଜ ତାଙ୍କ ସ୍କୁଲ ସାଙ୍ଗ ଆଣ୍ଡ୍ୟୁ ରିଜେଲେଙ୍କ ସହ ମିଶି ‘ହ୍ୱାମ୍‌’! ବ୍ୟାଣ୍ଡ୍‌ ଗଠନ କରିଥିଲେ। ଏହି ବ୍ୟାଣ୍ଡର ଏକ ଆଲବମ୍‌ ‘କେୟାରଲେସ୍‌ ହ୍ୱିସପର’ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story