ପିଲାଦିନେ କେମିତି ଦିଶୁଥିଲେ ଏହି ଷ୍ଟାରମାନେ

ସିନେମା ଜଗତର କଳାକାରମାନେ ଅଭିନୟ ସହ ଆକର୍ଷଣୀୟ ଚେହେରା ପାଇଁ ବେସ୍ ପରିଚିତ। ବିଶେଷ କରି ବଲିଉଡ୍ ନାୟକ ନାୟିକାମାନଙ୍କ ବ୍ୟକ୍ତିଗତ ଜୀବନି ବିଷୟରେ ଜାଣିବା ପାଇଁ ଦର୍ଶକମାନେ ବେଶ  ପସନ୍ଦ କରିନ୍ତି। ତେବେ ଆଜି ଆମେ କେତେକ କଳାକାରଙ୍କ ପିଲାଦିନ ଏବଂ ବର୍ତ୍ତମାନର ଚେହରାକୁ ନେଇ ଫଟୋ ମାଧ୍ୟମରେ ଆପଣଙ୍କୁ ପରଚିତ କରିବାକୁ ଚାହୁଁଛୁ। ତେବେ ଆସନ୍ତୁ ରଙ୍ଗିନ ପରଦାର କେତେକେ ଚର୍ଚ୍ଚିତ ଚେହେରାକୁ ନେଇ ଦେଖିବା କିଛି ଝଲକ। ଅମିତାବ ବଚ୍ଚନ ବଲିଉଡ ଜଗତର […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 06:22 PM IST

Sports

Latest News

ସିନେମା ଜଗତର କଳାକାରମାନେ ଅଭିନୟ ସହ ଆକର୍ଷଣୀୟ ଚେହେରା ପାଇଁ ବେସ୍ ପରିଚିତ। ବିଶେଷ କରି ବଲିଉଡ୍ ନାୟକ ନାୟିକାମାନଙ୍କ ବ୍ୟକ୍ତିଗତ ଜୀବନି ବିଷୟରେ ଜାଣିବା ପାଇଁ ଦର୍ଶକମାନେ ବେଶ  ପସନ୍ଦ କରିନ୍ତି। ତେବେ ଆଜି ଆମେ କେତେକ କଳାକାରଙ୍କ ପିଲାଦିନ ଏବଂ ବର୍ତ୍ତମାନର ଚେହରାକୁ ନେଇ ଫଟୋ ମାଧ୍ୟମରେ ଆପଣଙ୍କୁ ପରଚିତ କରିବାକୁ ଚାହୁଁଛୁ। ତେବେ ଆସନ୍ତୁ ରଙ୍ଗିନ ପରଦାର କେତେକେ ଚର୍ଚ୍ଚିତ ଚେହେରାକୁ ନେଇ ଦେଖିବା କିଛି ଝଲକ।

ଅମିତାବ ବଚ୍ଚନ

ବଲିଉଡ ଜଗତର ଏହି ସୁପରଷ୍ଟାର ଏକଦମ ହ୍ୟାଣ୍ଡସମ ଓ ପରିପକ୍ୱ ଦେଖାଯାଆନ୍ତି। କିନ୍ତୁ ଏହି କଳାକାରଙ୍କ ପିଲାଦିନ ଫଟୋ ଦେଖିଲେ ଆପଣ ଚିହ୍ନି ପାରିବେନି।

amitabh-bachchan-

ଆଲିଆ ଭଟ୍ଟ

କ୍ୟୁଟ୍‌  ଓ ବବଲି ଅନ୍ଦାଜରରେ ସମସ୍ତଙ୍କ ହୃଦୟ ଜିତୁଥିବା ଆଲିଆ ଭଟ୍ଟଙ୍କର ଏ ହେଉଛି ପିଲା ଦିନର ଫଟୋ।

alia

ଇଶା ଦେୱଲ

ଧର୍ମେନ୍ଦ ଓ ହେମାମାଳିନୀଙ୍କ ଝିଅ ଇଶା ଦେୱଲଙ୍କ ପିଲାବେଳର ଫଟୋ ଦେଖନ୍ତୁ।  ଏବେ ଯ଼େମିତି ସୁନ୍ଦର ପିଲାବେବଳେ ସେମିତି କ୍ୟୁଟ୍‌ ଦେଖାଯାଉ ଥିଲେ।

Esha-Deol-Childhood

ଆମିର ଖାନ

ଜବରଦସ୍ତ କଳାକାର ଓ ହ୍ୟାଣ୍ଡସମ ଚେହେରା ଥିବା ଏହି କଳାକାର ଜଣଙ୍କର ପିଲାଦିନ ଫଟୋ ଦେଖିଲେ ଆପଣ ଚମକିପଡ଼ିବେ।  ଅମିରଙ୍କ ଏହି ହସ ହସ ମୁହଁ ଉପରେ ଥରେ ନଜର ପକାନ୍ତୁ।

Amir-khan-

ଦିପିକା ପାଦୁକୋନ

ବଲିଉଡର ମସ୍ତାନି ଦିପିକା ପାଦୁକୋନଙ୍କ ପିଲାଦିନର ଫଟୋ ବି ଖୁବ୍‌ ଆକର୍ଷଣୀୟ ।  ଜବରଦସ୍ତ ଆକ୍ଟିଂରେ ସମସ୍ତଙ୍କ ହୃଦୟ ଜିତୁଥିବା ଏହି କଳାକାରଙ୍କର ପିଲାଦିନର ଫଟୋ ବି ବେଶ ସୁନ୍ଦର।

deepika-padukone- 

ଶାହାରୁଖ ଖାନ

ବଲିଉଡର ବାଦସାହା ଶାହାରୁଖ ଖାନ।  ଏବେ ଯ଼େତିକି ସ୍ମାର୍ଟ  ପିଲାଦିନେ ସେତିକି ସୁନ୍ଦର ଥିଲେ।

saharukh

ସୋନମ କପୁର ଓ ଅର୍ଜୁନ

ଏହି ଦୁଇଜଣ ବଲିଉଡର ବେସ ଜଣାଶୁଣା ଚେହେରା । ପିଲାଦିନରୁ ସେମିତି ସୁନ୍ଦର ରହିଆସିଛନ୍ତି ସୋନମ କପୁର । ଏମାନଙ୍କ ଫଟୋ ଦେଖିଲେ ଆପଣ ଚକିତ ହୋଇଯିବେ।

arjun-kapoor-

କରିନା କପୁର ଓ କରିଶ୍ମା କପୁର

ବିଲିଉଡର ଏହି ଦୁଇ  ଭଉଣୀ ବେଶ ଚର୍ଚ୍ଚିତ।  ପିଲାଦିନେ ବି ଏ ଦୁହେଁ କ୍ୟୁଟ୍‌ ଲାଗୁ ଥିଲେ।

kareena karishma

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story