‘କିକ୍‌-୨’ରେ ଏକାଠି ଆସିପାରନ୍ତି ସଲମାନ ଓ ୟୁଲିଆ

ମୁମ୍ବାଇ: ‘କିକ୍‌-୨’ରେ କିଏ ହିରୋଇନ ହେବ ତାକୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହିଛି। ଏବେ ଶୁଣିବାକୁ ମିଳୁଛି ଏହି ଫିଲ୍ମରେ ସଲମାନଙ୍କ ପ୍ରେମିକା ୟୁଲିଆ ଭନ୍ତୁର ନଜରକୁ ଆସିବେ। ୨୦୧୫ରେ ଏକ ଆୱାର୍ଡ ଶୋ’ରେ ସଲମାନ କହିଥିଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍‌ଙ୍କୁ ‘କିକ୍‌’ରୁ କିକ୍‌ ମରାଯାଇଛି। ସେତେବେଳେ ଶୁଣିବାକୁ ମିଳିଥିଲା ‘କିକ୍‌’ ସିକ୍ୟୁଲ୍‌ରେ ଏମି ଜ୍ୟାକ୍ସନ କିମ୍ବା କୃତି ସୋନନଙ୍କ ମଧ୍ୟରୁ ଜଣେ ହିରୋଇନ ହେବେ। ତେବେ ପରେ ପୁଣି ଜ୍ୟାକଲିନ୍ ହିରୋଇନ ହେବା କଥା […]

salmaniulia

salmaniulia

Rakesh Mallick
  • Published: Thursday, 29 December 2016
  • Updated: 29 December 2016, 04:41 PM IST

Sports

Latest News

ମୁମ୍ବାଇ: ‘କିକ୍‌-୨’ରେ କିଏ ହିରୋଇନ ହେବ ତାକୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହିଛି। ଏବେ ଶୁଣିବାକୁ ମିଳୁଛି ଏହି ଫିଲ୍ମରେ ସଲମାନଙ୍କ ପ୍ରେମିକା ୟୁଲିଆ ଭନ୍ତୁର ନଜରକୁ ଆସିବେ।

୨୦୧୫ରେ ଏକ ଆୱାର୍ଡ ଶୋ’ରେ ସଲମାନ କହିଥିଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍‌ଙ୍କୁ ‘କିକ୍‌’ରୁ କିକ୍‌ ମରାଯାଇଛି। ସେତେବେଳେ ଶୁଣିବାକୁ ମିଳିଥିଲା ‘କିକ୍‌’ ସିକ୍ୟୁଲ୍‌ରେ ଏମି ଜ୍ୟାକ୍ସନ କିମ୍ବା କୃତି ସୋନନଙ୍କ ମଧ୍ୟରୁ ଜଣେ ହିରୋଇନ ହେବେ। ତେବେ ପରେ ପୁଣି ଜ୍ୟାକଲିନ୍ ହିରୋଇନ ହେବା କଥା ଶୁଣିବାକୁ ମିଳିଥିଲା।

୨୦୧୭ରେ ଫିଲ୍ମର ସୁଟିଂ ଆରମ୍ଭ ହେବ। ସେତେବେଳେ ଜଣାପଡିବ ଫିଲ୍ମରେ ଜ୍ୟାକଲିନ୍‌ ଆସିବେ ନା ତାଙ୍କ ସହ ୟୁଲିଆ ମଧ୍ୟ ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story