ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ସିନେ କଳାକାର

<p>ଭୁବନେଶ୍ୱର: ଗୀତ ଓ ସଙ୍ଗୀତ ଭାରତୀୟ ମୁକ୍ତି ସଙ୍ଗୀତର ପ୍ରମୁଖ ଆୟୁଦ୍ଧ। ଓଡିଆ ସିନେମାରେ ସ୍ୱାଧିନତାକୁ ନେଇ ଦେଖା ଦେଇଛି ଅନେକ ଚଳଚିତ୍ର। ନିଚ୍ଛକ ଦେଶପ୍ରେମ ଭାବକୁ ନେଇ ୧୯୬୮ରେ ସ୍ତ୍ରୀ ସିନେମାରେ ପ୍ରଥମ ଗୀତ ଯାହା ଥିଲା &lsquo;ଗଙ୍ଗା ଯେ ଦେଶେ ବହେ ଜମୁନା ଯେ ଦେଶେ ବହେ &lsquo;। ଏହାପରେ ଏମିତି ଅନେକ ଚଳଚିତ୍ର ଆସିଛି ଯେଉଠି କିଛି ସିନେମା ମା, ମାଟି ଓ ମମତାର କଥା କହିଛି ତ କେଉଁଠି ଏହା ଅନ୍ୟାୟ ଅନୀତି ବିରୋଧରେ ବିପ୍ଳବର ସ୍ୱର ଉଠାଇଛି। କେଉଁଠି ଜାଗରଣ ପାଇଁ ଆହ୍ୱାନ ଦେଇଛି ତ କେଉଁଛି ଦେଖାଇଛି ପ୍ରଗତିର ପଥ।</p> <p>ଧରିତ୍ରୀରୁ ଆରମ୍ଭ କରି ସତ୍ୟମେବ ଜୟତେ ପର୍ଯ଼୍ୟନ୍ତ&nbsp; ସବୁ ସିନେମାରେ ଦେଶପ୍ରେମକୁ ନେଇ ରହିଛି ବାର୍ତ୍ତା। ତେବେ ଆଜି ଆଉଥରେ ସମୟ ଆସିଛି ସ୍ୱାଧିନତା ଦିବସକୁ ଖୋଲା ହୃଦୟର ସହ ପାଳନ କରିବାର। ତେବେ ସ୍ୱାଧିନତା ଦିବଷ ଉପଲକ୍ଷେ ଓଡିଆ ସିନେମା ଜଗତର କଳାକାରମାନେ କଣ କହିଛନ୍ତି ଦେଖନ୍ତୁ ଏହି ରିପୋର୍ଟରେ।</p>

Ordigital Desk
  • Published: Tuesday, 15 August 2017
  • Updated: 15 August 2017, 05:29 PM IST

Sports

Latest News

<p>ଭୁବନେଶ୍ୱର: ଗୀତ ଓ ସଙ୍ଗୀତ ଭାରତୀୟ ମୁକ୍ତି ସଙ୍ଗୀତର ପ୍ରମୁଖ ଆୟୁଦ୍ଧ। ଓଡିଆ ସିନେମାରେ ସ୍ୱାଧିନତାକୁ ନେଇ ଦେଖା ଦେଇଛି ଅନେକ ଚଳଚିତ୍ର। ନିଚ୍ଛକ ଦେଶପ୍ରେମ ଭାବକୁ ନେଇ ୧୯୬୮ରେ ସ୍ତ୍ରୀ ସିନେମାରେ ପ୍ରଥମ ଗୀତ ଯାହା ଥିଲା &lsquo;ଗଙ୍ଗା ଯେ ଦେଶେ ବହେ ଜମୁନା ଯେ ଦେଶେ ବହେ &lsquo;। ଏହାପରେ ଏମିତି ଅନେକ ଚଳଚିତ୍ର ଆସିଛି ଯେଉଠି କିଛି ସିନେମା ମା, ମାଟି ଓ ମମତାର କଥା କହିଛି ତ କେଉଁଠି ଏହା ଅନ୍ୟାୟ ଅନୀତି ବିରୋଧରେ ବିପ୍ଳବର ସ୍ୱର ଉଠାଇଛି। କେଉଁଠି ଜାଗରଣ ପାଇଁ ଆହ୍ୱାନ ଦେଇଛି ତ କେଉଁଛି ଦେଖାଇଛି ପ୍ରଗତିର ପଥ।</p><p>ଧରିତ୍ରୀରୁ ଆରମ୍ଭ କରି ସତ୍ୟମେବ ଜୟତେ ପର୍ଯ଼୍ୟନ୍ତ&nbsp; ସବୁ ସିନେମାରେ ଦେଶପ୍ରେମକୁ ନେଇ ରହିଛି ବାର୍ତ୍ତା। ତେବେ ଆଜି ଆଉଥରେ ସମୟ ଆସିଛି ସ୍ୱାଧିନତା ଦିବସକୁ ଖୋଲା ହୃଦୟର ସହ ପାଳନ କରିବାର। ତେବେ ସ୍ୱାଧିନତା ଦିବଷ ଉପଲକ୍ଷେ ଓଡିଆ ସିନେମା ଜଗତର କଳାକାରମାନେ କଣ କହିଛନ୍ତି ଦେଖନ୍ତୁ ଏହି ରିପୋର୍ଟରେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos