ପାକିସ୍ତାନରେ ରିଲିଜ ହୋଇପାରେ ‘ଦଙ୍ଗଲ’

ମୁମ୍ବାଇ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ମଞ୍ଜୁରୀ ମିଳିବା ପରେ ଆମୀର ଖାନ୍‌ଙ୍କ ‘ଦଙ୍ଗଲ’ ପାକିସ୍ତାନରେ ରିଲିଜ କରାଯିବ ବୋଲି ଆଶା କରାଯାଉଛି। ପାକିସ୍ତାନ ଗଣମାଧ୍ୟରେ ଆସିଥିବା ଖବର ମୁତାବକ ସୂଚନା ପ୍ରସାରଣ ଏବଂ ଜାତୀୟ ଐତିହ ମନ୍ତ୍ରାଳୟ, ବାଣିଜ୍ୟ ମନ୍ତ୍ରାଳୟ ସହିତ ନୱାଜ ସରିଫଙ୍କୁ ମଧ୍ୟ ଏକ ଅଧିକାରିକ ସମୀକ୍ଷା ପଠାଇ ପାକିସ୍ତାନରେ ଫିଲ୍ମର ରିଲିଜ ପାଇଁ ଅନୁମତି ମାଗିଛନ୍ତି। ସ୍ଥାନୀୟ ବିତରକମାନେ ଭାରତୀୟ ଗଣମାଧ୍ୟମରେ ଆସିଥିବା ଏହି ଖବର ମିଛ ବୋଲି କହିଛନ୍ତି। ପାକିସ୍ତାନରେ […]

dangal

dangal

Rakesh Mallick
  • Published: Monday, 26 December 2016
  • Updated: 26 December 2016, 02:38 PM IST

Sports

Latest News

ମୁମ୍ବାଇ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ମଞ୍ଜୁରୀ ମିଳିବା ପରେ ଆମୀର ଖାନ୍‌ଙ୍କ ‘ଦଙ୍ଗଲ’ ପାକିସ୍ତାନରେ ରିଲିଜ କରାଯିବ ବୋଲି ଆଶା କରାଯାଉଛି। ପାକିସ୍ତାନ ଗଣମାଧ୍ୟରେ ଆସିଥିବା ଖବର ମୁତାବକ ସୂଚନା ପ୍ରସାରଣ ଏବଂ ଜାତୀୟ ଐତିହ ମନ୍ତ୍ରାଳୟ, ବାଣିଜ୍ୟ ମନ୍ତ୍ରାଳୟ ସହିତ ନୱାଜ ସରିଫଙ୍କୁ ମଧ୍ୟ ଏକ ଅଧିକାରିକ ସମୀକ୍ଷା ପଠାଇ ପାକିସ୍ତାନରେ ଫିଲ୍ମର ରିଲିଜ ପାଇଁ ଅନୁମତି ମାଗିଛନ୍ତି।

ସ୍ଥାନୀୟ ବିତରକମାନେ ଭାରତୀୟ ଗଣମାଧ୍ୟମରେ ଆସିଥିବା ଏହି ଖବର ମିଛ ବୋଲି କହିଛନ୍ତି। ପାକିସ୍ତାନରେ ଏହି ଫିଲ୍ମ ରିଲିଜକୁ ନେଇ କୌଣସି ସଠିକ୍‌ ସୂଚନା ଦିଆଯାଇ ନାହିଁ। ଫିଲ୍ମର ସ୍କ୍ରିନିଂରେ ଏବେ ଏକ ସପ୍ତାହ ଡେରି ରହିଛି ବୋଲି କହିଛନ୍ତି। ଜିୟୋ ଫିଲ୍ମର ମହମ୍ମଦ ନାସୀରଙ୍କ କହିବାନୁଯାୟୀ ପାକିସ୍ତାନରେ ଫିଲ୍ମ ରିଲିଜକୁ ନେଇ ବାଧା ସୃଷ୍ଟି ହେଉଥିବା ସତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ରିଲିଜକୁ ନେଇ କୌଣସି ଶେଷ ନିଷ୍ପତ୍ତି ନିଆଯାଇ ନାହିଁ।

ଅନ୍ୟ ପଟେ ମନ୍ତ୍ରଳାୟର ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ହିଁ କେବଳ ଭାରତୀୟ ଫିଲ୍ମ ରିଲିଜ ଉପରେ ନିଷ୍ପତ୍ତି ନେବେ। ପାକିସ୍ତାନ ଫିଲ୍ମ ଆସୋସିଏସନ୍‌ର ଅଧ୍ୟକ୍ଷ ଜୋରେବ ଲସାରୀଙ୍କ କହିବାନୁଯାୟୀ ଫିଲ୍ମ ଆସୋସିଏନ୍‌ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକୃତିର ଅପେକ୍ଷାରେ ରହିଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ପାକିସ୍ତାନରେ ଭାରତୀୟ ସିନେମା ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ଜାରି କରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story