ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହେଲା ‘ଦଙ୍ଗଲ’ର ପୋଷ୍ଟର

dangal

ମୁମ୍ବାଇ:  ହିନ୍ଦୀ ପରେ ଏବେ ତାମିଲ ଓ ତେଲୁଗୁରେ ରିଲିଜ ହେଲା ଆମୀରଙ୍କ ‘ଦଙ୍ଗଲ’ର ପୋଷ୍ଟର। ହିନ୍ଦୀ ପୋଷ୍ଟର ପରି ଏହି ଦୁଇ ଭାଷାର ପୋଷ୍ଟର ରହିଥିବା ବେଳେ କେବଳ ଫିଲ୍ମର ନାମ ଓ ଟ୍ୟାଗ୍‌ ଲାଇନ୍‌ ତାମିଲ ଓ ତେଲୁଗୁ ଭାଷାରେ ଲେଖାଯାଇଛି।

ଦକ୍ଷିଣ ଭାରତର ଦର୍ଶକଙ୍କ ନିକଟକୁ ପହଁଞ୍ଚିବା ପାଇଁ ଖାସ୍‌ କରି ଏହି ଦୁଇ ଭାଷାରେ ଫିଲ୍ମକୁ ରିଲିଜ କରାଯିବ। ପୂର୍ବରୁ ଆମୀରଙ୍କ ଫିଲ୍ମକୁ ନେଇ ତାମିଲ ଓ ତେଲୁଗୁରେ ରିମେକ୍‌ କରାଯିବ ବୋଲି ଶୁଣିବାକୁ ମିଳୁଥିଲା। ତେବେ ଆମୀରଙ୍କ ଏହି ଫିଲ୍ମ ହିନ୍ଦୀ ସହ ତାମିଲ ଓ ତେଲଗୁରେ ଡବିଂହୋଇ ଏକାଦିନେ ପରଦାକୁ ଆସିବ।

Previous ArticleNext Article

Send this to a friend