କ୍ୟାଟ୍ରିନା ଦେଇଥିବା ଆଘାତକୁ ଭୁଲିପାରୁ ନାହାଁନ୍ତି ଦୀପିକା

ମୁମ୍ବାଇ: ଦୁନିଆରେ ସାତ ରଙ୍ଗ ଅଛି। ହେଲେ ବି-ଟାଉନରେ ଦେଖିବାକୁ ମିଳେ ଅନେକ ରଙ୍ଗ। କେଉଁଠି ପ୍ରେମର ରଙ୍ଗ ତ କେଉଁଠି ବନ୍ଧୁତାର ରଙ୍ଗ ପୁଣି କେଉଁଠି ଶତ୍ରୁତାର ରଙ୍ଗ। ବଲିଉଡ ଇଣ୍ଡଷ୍ଟ୍ରିରେ ଆପଣ ପ୍ରାୟ ଅନେକ ନାୟକ ନାୟିକାଙ୍କ ମଧ୍ୟରେ ଶତ୍ରୁତା ଦେଖିଥିବେ। ଆଜି ଆମେ ବଲିଉଡର ଦୁଇ ଜଣ ନାୟିକାଙ୍କ ଶତ୍ରୁତା ସମ୍ପର୍କରେ ବତାଇବୁ। ସେ ଦୁଇଜଣ ହେଉଛନ୍ତି ଦୀପିକା ପାଦୁକୋନ ଓ କ୍ୟାଟ୍ରିନା କୈଫ୍। ଏମାନେ ନିଜ ଶତ୍ରୁତାକୁ ଦୁନିଆ ଆଗରେ କେବେ […]

deepika-katrina

deepika-katrina

Rakesh Mallick
  • Published: Sunday, 04 February 2018
  • Updated: 04 February 2018, 01:59 PM IST

Sports

Latest News

ମୁମ୍ବାଇ: ଦୁନିଆରେ ସାତ ରଙ୍ଗ ଅଛି। ହେଲେ ବି-ଟାଉନରେ ଦେଖିବାକୁ ମିଳେ ଅନେକ ରଙ୍ଗ। କେଉଁଠି ପ୍ରେମର ରଙ୍ଗ ତ କେଉଁଠି ବନ୍ଧୁତାର ରଙ୍ଗ ପୁଣି କେଉଁଠି ଶତ୍ରୁତାର ରଙ୍ଗ। ବଲିଉଡ ଇଣ୍ଡଷ୍ଟ୍ରିରେ ଆପଣ ପ୍ରାୟ ଅନେକ ନାୟକ ନାୟିକାଙ୍କ ମଧ୍ୟରେ ଶତ୍ରୁତା ଦେଖିଥିବେ। ଆଜି ଆମେ ବଲିଉଡର ଦୁଇ ଜଣ ନାୟିକାଙ୍କ ଶତ୍ରୁତା ସମ୍ପର୍କରେ ବତାଇବୁ। ସେ ଦୁଇଜଣ ହେଉଛନ୍ତି ଦୀପିକା ପାଦୁକୋନ ଓ କ୍ୟାଟ୍ରିନା କୈଫ୍। ଏମାନେ ନିଜ ଶତ୍ରୁତାକୁ ଦୁନିଆ ଆଗରେ କେବେ ଖୋଲା ଖୋଲି ଭାବେ କହି ନାହାଁନ୍ତି ସତ, କିନ୍ତୁ ଏମାନଙ୍କର କ୍ୟାଟ୍ ଫାଇଟ୍ ବିଷୟରେ ପ୍ରାୟ ସମସ୍ତେ ଅବଗତ।

କୌଣସି ଖାସ୍ ମଉକାରେ ଯଦି ଏ ଦୁଇଜଣଙ୍କର ଭେଟ ହୋଇଯାଏ, ତେବେ ଦୁହେଁ ପରସ୍ପରକୁ ଅଣଦେଖା କରିଥାନ୍ତି। ନିକଟରେ ଦୀପିକା ଏକ ଏପରି ମନ୍ତବ୍ୟ ଦେଇଛନ୍ତି, ଯେଉଁଥିରୁ ତାଙ୍କର କ୍ୟାଟ୍ରିନାଙ୍କ ସହ ଶତ୍ରୁତା କେତେ ଗଭୀର ତାହା ଜଣାପଡ଼ୁଛି। ଲାଗୁଛି ଯେମିତି, ଦୀପିକା ଏବେ ଯାଏ କ୍ୟାଟ୍ରିନାଙ୍କ ଧୋକାକୁ ଭୁଲି ନାହାଁନ୍ତି। ବାସ୍ତବ ଘଟଣାଟି ହେଉଛି, ନିକଟରେ ନେହା ଧୁପିଆଙ୍କ ଶୋ’ ‘ବିଏଫ୍‌ଏଫ୍‌’ରେ ଦୀପିକା ତାଙ୍କ ସାନ ଭଉଣୀ ଅନିଶା ସହ ଆସିଥିଲେ। ଏଥିରେ ନେହା ଦୀପିକାଙ୍କୁ ପ୍ରଶ୍ନ କରିଥିଲେ ଯେ, ତାଙ୍କ ବିବାହ ନିମନ୍ତ୍ରଣ ତାଲିକାରେ କ୍ୟାଟ୍ରିନାଙ୍କ ନାଁ ରହିବ କି ନାହିଁ? ଉତ୍ତରରେ ଦୀପିକା ରୋକ୍‌ଠୋକ୍ ଭାବେ ‘ନା’ କହିଦେଇଥିଲେ। ଏଥିରୁ ଜଣା ପଡ଼ୁଛି ଯେ କ୍ୟାଟ୍ରିନା ଦୀପିକାଙ୍କ ମନରେ ଯେଉଁ ଆଘାତ ଦେଇଥିଲେ ତାହାର କଷ୍ଟ ଦୀପିକା ଆଜି ପର୍ଯ୍ୟନ୍ତ ଭୁଲି ନାହାଁନ୍ତି।

କ’ଣ ପାଇଁ ଏ ଶତ୍ରୁତା: ଏ କଥା ସମସ୍ତେ ଜାଣନ୍ତି ଯେ, ଉଭୟ ଦୀପିକା ଓ କ୍ୟାଟ୍ରିନାଙ୍କ ମନ କପୁର ବଂଶର ପୁଅ ରଣବୀର କପୁରଙ୍କ ପାଖରେ ଥିଲା। ଦୁଇଜଣଙ୍କ ଶତ୍ରୁତାର କାରଣ ଆଉ କେହି ନୁହେଁ, ରଣବୀର କପୁର। ରଣବୀର କପୁର ପ୍ରଥମେ ଦୀପିକାଙ୍କୁ ଡେଟ୍ କରୁଥିଲେ। ପରେ ଯେତେବେଳେ କ୍ୟାଟ୍ରିନା ତାଙ୍କ ଜୀବନକୁ ଆସିଲେ ସେ, କ୍ୟାଟରିନାଙ୍କ ପାଇଁ ଦୀପିକାଙ୍କ ହୃଦୟ ଭାଙ୍ଗିଦେଇଥିଲେ। ରଣବୀର ଓ ଦୀପିକାଙ୍କର ବ୍ରେକ୍‌ଅପ୍‌ର କାରଣ କ୍ୟାଟ୍ରିନା ହିଁ ଥିଲେ। ଯାହାକୁ ଦୀପିକା ଆଜି ପର୍ଯ୍ୟନ୍ତ ଭୁଲି ପାରିନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story