ଦୀପିକା ଅସୁସ୍ଥ: ୩ରୁ ୪ମାସ ବିଶ୍ରାମ ନେବାକୁ ଡାକ୍ତରଙ୍କ ନିର୍ଦ୍ଦେଶ

ମୁମ୍ବାଇ: ଦୀପିକା ପାଦୁକୋନ୍‌ଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖରାପ ଖବର। ଦୀପିକା ଆଗାମୀ ୩ ରୁ ୪ମାସ ପର୍ଯ୍ୟନ୍ତ କୌଣସି ଫିଲ୍ମରେ କାମ କରିପାରିବେ ନାହିଁ। କାରଣ ହେଉଛି ଦୀପିକା ଏବେ ଅସୁସ୍ଥ ଅଛନ୍ତି। କଥା ହେଉଛି ଦୀପିକା ଅନେକ ସମୟ ଧରି ଗୋଟିଏ ପରେ ଗୋଟିଏ ଫିଲ୍ମରେ କାମ କରି ଆସୁଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ‘ପଦ୍ମାବତ’ରେ ସେ ଏତେ ପରିଶ୍ରମ କରିଥିଲେ ଯେ, ତାଙ୍କ ଶରୀର ଉପରେ ଭାରି ପଡ଼ିଗଲା। ରିପୋର୍ଟ ମୁତାବିକ୍‌ ଦୀପିକାଙ୍କ ପିଠିରେ […]

deepika

deepika

Rakesh Mallick
  • Published: Wednesday, 07 March 2018
  • Updated: 07 March 2018, 02:05 PM IST

Sports

Latest News

ମୁମ୍ବାଇ: ଦୀପିକା ପାଦୁକୋନ୍‌ଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖରାପ ଖବର। ଦୀପିକା ଆଗାମୀ ୩ ରୁ ୪ମାସ ପର୍ଯ୍ୟନ୍ତ କୌଣସି ଫିଲ୍ମରେ କାମ କରିପାରିବେ ନାହିଁ। କାରଣ ହେଉଛି ଦୀପିକା ଏବେ ଅସୁସ୍ଥ ଅଛନ୍ତି।

କଥା ହେଉଛି ଦୀପିକା ଅନେକ ସମୟ ଧରି ଗୋଟିଏ ପରେ ଗୋଟିଏ ଫିଲ୍ମରେ କାମ କରି ଆସୁଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ‘ପଦ୍ମାବତ’ରେ ସେ ଏତେ ପରିଶ୍ରମ କରିଥିଲେ ଯେ, ତାଙ୍କ ଶରୀର ଉପରେ ଭାରି ପଡ଼ିଗଲା।

ରିପୋର୍ଟ ମୁତାବିକ୍‌ ଦୀପିକାଙ୍କ ପିଠିରେ ଖୁବ୍‌ ଯନ୍ତ୍ରଣା ହେଉଛି। ତେଣୁ ଡାକ୍ତର ୩ରୁ ୪ ମାସ ତାଙ୍କୁ ଆରାମ କରିବାକୁ କହିଛନ୍ତି। ସେଥିପାଇଁ ତାଙ୍କ ଆଗାମୀ ଫିଲ୍ମର ସୁଟିଂ ବିଳମ୍ବରେ ହେବ। ତାଙ୍କ ଅପ୍‌କମିଂ ଫିଲ୍ମରେ ତାଙ୍କ ବିପକ୍ଷରେ ଇର୍‌ଫାନ୍‌ ଖାନ୍‌ ଅଛନ୍ତି। ସେ ବି ଅସୁସ୍ଥ ଥିବା  ନିକଟରେ ଟ୍ୱିଟ୍‌ କରି ଜଣାଇଥିଲେ।

ଏହା ପୂର୍ବରୁ ଇର୍‌ଫାନ୍‌ ଓ ଦୀପିକାଙ୍କ ଯୋଡ଼ିକୁ  ଫିଲ୍ମ ‘ପିକୁ’ରେ ଦେଖିବାକୁ ମିଳିଥିଲା। ‘ପିକୁ’ରେ ଦୁହେଁ ଖୁବ୍‌ ଦମ୍‌ଦାର ଅଭିନୟ କରିଥିଲେ। ଫ୍ୟାନ୍‌ ମାନେ ତାଙ୍କ ଯୋଡିକୁ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ।  ଫିଲ୍ମ ନିର୍ଦ୍ଦେଶକ ଭିସାଲ ଭାରଦ୍ୱାଜ ଚାହୁଁଛନ୍ତି ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଦୁହେଁ ସୁସ୍ଥ ହୋଇଯାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story