ଦୀପିକା ଓ ରଣବୀର କପୁରଙ୍କ ଲଭ୍‌ଷ୍ଟୋରୀ କେମିତି ଆରମ୍ଭ ହୋଇଥିଲା ଜାଣନ୍ତି?

ମୁମ୍ବାଇ: ଦିନ ଥିଲା ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ ଲଭ୍‌ଷ୍ଟୋରୀକୁ ନେଇ ବି’ ଟାଉନ୍‌ ଉଠୁଥିଲା ପଡ଼ୁଥିଲା। ଯେଉଁଠି ଦେଖିବ ଦୁହିଁଙ୍କୁ ନେଇ ଚର୍ଚ୍ଚା। କିନ୍ତୁ ପରେ ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଗଲା। ପରେ ଆଉ ଜଣେ ରଣବୀର ଅର୍ଥାତ ରଣବୀର ସିଂହଙ୍କ ହାତ ଧରିଥିଲେ ଦୀପିକା। ଅବଶ୍ୟ ତାଙ୍କୁ ବି ଛାଡ଼ି ସାରିଛନ୍ତି। ଏବେ ଅବଶ୍ୟ ଦୁହେଁ ପୁଣି ନିକଟତର ହେବାକୁ ଚେଷ୍ଟା କରୁଥିବା ଖବର ଆସୁଛି। ତେବେ ଜାଣିଛନ୍ତି ରଣବୀର କପୁର […]

Rakesh Mallick
  • Published: Monday, 28 August 2017
  • Updated: 28 August 2017, 02:35 PM IST

Sports

Latest News

ମୁମ୍ବାଇ: ଦିନ ଥିଲା ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ ଲଭ୍‌ଷ୍ଟୋରୀକୁ ନେଇ ବି’ ଟାଉନ୍‌ ଉଠୁଥିଲା ପଡ଼ୁଥିଲା। ଯେଉଁଠି ଦେଖିବ ଦୁହିଁଙ୍କୁ ନେଇ ଚର୍ଚ୍ଚା। କିନ୍ତୁ ପରେ ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଗଲା। ପରେ ଆଉ ଜଣେ ରଣବୀର ଅର୍ଥାତ ରଣବୀର ସିଂହଙ୍କ ହାତ ଧରିଥିଲେ ଦୀପିକା। ଅବଶ୍ୟ ତାଙ୍କୁ ବି ଛାଡ଼ି ସାରିଛନ୍ତି। ଏବେ ଅବଶ୍ୟ ଦୁହେଁ ପୁଣି ନିକଟତର ହେବାକୁ ଚେଷ୍ଟା କରୁଥିବା ଖବର ଆସୁଛି। ତେବେ ଜାଣିଛନ୍ତି ରଣବୀର କପୁର ଓ ଦୀପିକାଙ୍କ ଲଭ୍‌ଷ୍ଟୋରୀ କେମିତି ଆରମ୍ଭ ହୋଇଥିଲା? ଭାରି ଇଣ୍ଟ୍ରେଷ୍ଟ୍ରିଙ୍ଗ୍‌। କିଛି ଦିନ ହେଲା ଏମାନଙ୍କ ଲଭ୍‌ଷ୍ଟୋରୀକୁ ନେଇ ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ରଣବୀର ଓ ଦୀପିକାଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁ ରହିଛି। ଏଥିରେ ଦୁହେଁ କହିଛନ୍ତି କେମିତି ଆରମ୍ଭ ହେଲା ସେମାନଙ୍କ ଲଭ୍‌ଷ୍ଟୋରୀ।

ଏଥିରେ ଦୀପିକା କହିଥିଲେ,“ମୋର ଡେବ୍ୟୁ ଫିଲ୍ମ ଓମ୍ ଶାନ୍ତି ଓମ୍ ବେଳକୁ ଆମେ କେବଳ ପରସ୍ପର ବିଷୟରେ ଶୁଣିଥିଲୁ। ମୋର ଓ ରଣବୀରଙ୍କ ମେକ୍‌ଅପ୍ ଆର୍ଟିଷ୍ଟ ସମାନ ଥିଲେ। ସେମାନେ ହେଉଛନ୍ତି ଭରତ ଓ ଡୋରିସ୍‌। ଡୋରିସ୍‌ ଥରେ ମୋତେ କହିଲେ ଯେ ରଣବୀର ବହୁତ ଭଲ ପିଲା। ତେଣୁ ଆମେ ଦୁହେଁ ପରସ୍ପରକୁ ଭେଟିବା ଉଚିତ। ଦିନେ ଡୋରିସ୍ ହଠାତ୍ ରଣବୀରଙ୍କୁ ଡାକି ଦେଇଥିଲେ। ଆମେ କଥାବାର୍ତ୍ତା ହେଲୁ।  ସେଇଠି ପ୍ରଥମ ଥର ପାଇଁ ଫୋନ୍‌ ନମ୍ବର ଦିଆନିଆ ହେଲୁ। ଏହାର କିଛି ଦିନ ପରେ ୨୦୦୭ ଜୁଲାଇ ମାସରେ ଆମେ ଏକାଠି ଲଞ୍ଚ୍‌ କରିବାକୁ ଯାଇଥିଲୁ ଏବଂ ପୂରା ଦିନଟି ସାଥୀ ହୋଇ ବିତାଇ ଥିଲୁ। ଲଞ୍ଚ୍‌ ପରେ ଆମେ ଦୁହେଁ ପ୍ରଥମ ଥର ପାଇଁ ଏକାଠି ମିଷ୍ଟର ବିନ୍ ଫିଲ୍ମ ଦେଖିବାକୁ ଯାଇଥିଲୁ। ତା’ପରେ ଲଙ୍ଗ୍ ଡ୍ରାଇଭ୍‌ରେ ଗଲୁ। ଏହା ପରେ ରଣବୀର ମୋତେ ଘରେ ଛାଡ଼ି ଥିଲେ। ୨୦୦୮ ଫେବ୍ରୁଆରୀ ୨୮ରୁ ଆମେ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କଲୁ।”

ରଣବୀର କହିଥିଲେ,“ଦୀପିକା ପୂରା ପଜିଟିଭ୍ ଚିନ୍ତାଧାରାର ଝିଅ। ତାଙ୍କ ସହିତ ରହିବାକୁ ଭଲ ଲାଗୁଥିଲା।”

ରଣବୀର କପୁର କ୍ୟାଟ୍ରିନା କୈଫଙ୍କ ପ୍ରେମରେ ବି ପଡ଼ିଥିଲେ। ଦୁହେଁ ଏକାଠି ରହୁଥିଲେ। ତେବେ ଏବେ ଦୁହେଁ ଅଲଗା। ରଣବୀର ଏବେ ସିଙ୍ଗଲ୍‌ ଅଛନ୍ତି ଓ ବହୁତ ଶୀଘ୍ର ବାହା ହେବେ ବୋଲି କୁହାଯାଉଛି। କିନ୍ତୁ କେବେ ଓ କାହାକୁ ବାହା ହେବେ ତାହା ଜଣାନାହିଁ।

ଆହୁରି ପଢ଼ନ୍ତୁ: ରଣବୀର ଓ ଦୀପିକାଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ପଛରେ ଜଣେ ମହିଳା!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story