ଧାର୍ମିକ ଭାବନା କ୍ଷୁର୍ଣ୍ଣ କରୁଛି ‘ମୋହଲ୍ଲା ଆଶି’: ବନ୍ଧା ହେବେ ସନ୍ନି, ଚନ୍ଦ୍ର ଓ କାଶୀ

ମୁମ୍ବାଇ: ପୁଣି ବିବାଦରେ ଛନ୍ଦି ହୋଇଛି ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ’ମୋହଲ୍ଳା ଆଶି’। ଏହି ଚଳଚ୍ଚିତ୍ର ଲୋକଙ୍କ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ ହେବା ସଂଳପ ରହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିହାରର ଏକ କୋର୍ଟ ଫିଲ୍ମର ଅଭିନେତା ସନ୍ନି ଦେଓଲ, ପ୍ରଯୋଜକ ଦ୍ୱିବେଦୀ ଓ ଲେଖକ କାଶୀନାଥ ସିଂଙ୍କ ବିରୋଧରେ ମାମାଲା ରୁଜୁ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ରୁଜୁ ପରେ ଚଳଚ୍ଚିତ୍ର ସହ ଜଡିତ ଏହି ତିନି ଜଣ ବନ୍ଧା ହୋଇପାରନ୍ତି ବୋଲି ଜଣାପଡିଛି। […]

mohallaassi

mohallaassi

Rakesh Mallick
  • Published: Sunday, 05 July 2015
  • Updated: 05 July 2015, 01:35 PM IST

Sports

Latest News

ମୁମ୍ବାଇ: ପୁଣି ବିବାଦରେ ଛନ୍ଦି ହୋଇଛି ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ’ମୋହଲ୍ଳା ଆଶି’। ଏହି ଚଳଚ୍ଚିତ୍ର ଲୋକଙ୍କ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ ହେବା ସଂଳପ ରହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିହାରର ଏକ କୋର୍ଟ ଫିଲ୍ମର ଅଭିନେତା ସନ୍ନି ଦେଓଲ, ପ୍ରଯୋଜକ ଦ୍ୱିବେଦୀ ଓ ଲେଖକ କାଶୀନାଥ ସିଂଙ୍କ ବିରୋଧରେ ମାମାଲା ରୁଜୁ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ରୁଜୁ ପରେ ଚଳଚ୍ଚିତ୍ର ସହ ଜଡିତ ଏହି ତିନି ଜଣ ବନ୍ଧା ହୋଇପାରନ୍ତି ବୋଲି ଜଣାପଡିଛି।

ସୁଧୀର କୁମାର ଓଝାଙ୍କ ଦ୍ୱାରା ଫାଇଲ ହୋଇଥିବା ଏକ ମାମଲାରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ବିହାର ଏକ କୋର୍ଟ। ସୁଧୀର ଅଭିଯୋଗ କରିଥିଲେ ଯେ ଏହି ଚଳଚ୍ଚିତ୍ରରେ ବ୍ୟବହାର କରାଯାଇଥିବା ଭାଷା ଅତି ଅଶ୍ଳୀଳ। ଏହା ବାରଣାସୀବାସୀଙ୍କ ଧାର୍ମିକ ଭାବନା ସହିତ ସହରର ହଜାର ହଜାର ବର୍ଷର ସଂସ୍କୃତିକୁ ଅପମାନିତ କରିଛି।

ଟ୍ରେଲର ରିଲିଜ୍ ହେବା ପରଠାରୁ ହିଁ ଏହି ଫିଲ୍ମଟି ବିବାଦରେ ରହି ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story