ଦିବ୍ୟାଙ୍କାଙ୍କୁ ‘ମଧ୍ୟପ୍ରଦେଶ ରତ୍ନ ସମ୍ମାନ’

ମୁମ୍ବାଇ: ଟିଭିର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଦିବ୍ୟାଙ୍କାଙ୍କୁ ଶିବରାଜ ସରକାର ‘ମଧ୍ୟପ୍ରଦେଶ ରତ୍ନ ସମ୍ମାନ’ରେ ସମ୍ମାନିତ କରିଛନ୍ତି। ମନୋରଞ୍ଜନ ଦୁନିଆରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ନିକଟରେ ଭୋପାଳରେ ହୋଇଥିବା ଏକ ସମାରୋହରେ ଦିବ୍ୟାଙ୍କାଙ୍କ ଅନୁପସ୍ଥିତିରେ ତାଙ୍କ ବାପା ଓ ମାଆ ଏହି ସମ୍ମାନ ଗ୍ରହଣ କରିଥିଲେ। ସମ୍ମାନ ମିଳିବାକୁ ନେଇ ଦିବ୍ୟାଙ୍କା ଖୁସି ପ୍ରକାଶ କରିଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ […]

dibyanka

dibyanka

Rakesh Mallick
  • Published: Wednesday, 11 April 2018
  • Updated: 11 April 2018, 12:56 PM IST

ମୁମ୍ବାଇ: ଟିଭିର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଦିବ୍ୟାଙ୍କାଙ୍କୁ ଶିବରାଜ ସରକାର ‘ମଧ୍ୟପ୍ରଦେଶ ରତ୍ନ ସମ୍ମାନ’ରେ ସମ୍ମାନିତ କରିଛନ୍ତି। ମନୋରଞ୍ଜନ ଦୁନିଆରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।

dibyanka2ନିକଟରେ ଭୋପାଳରେ ହୋଇଥିବା ଏକ ସମାରୋହରେ ଦିବ୍ୟାଙ୍କାଙ୍କ ଅନୁପସ୍ଥିତିରେ ତାଙ୍କ ବାପା ଓ ମାଆ ଏହି ସମ୍ମାନ ଗ୍ରହଣ କରିଥିଲେ।

ସମ୍ମାନ ମିଳିବାକୁ ନେଇ ଦିବ୍ୟାଙ୍କା ଖୁସି ପ୍ରକାଶ କରିଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରି ନିଜ ଖୁସି ଜଣାଇଛନ୍ତି। ସମ୍ମାନ ପାଇଁ ସେ ମଧ୍ୟପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିରେ ସେ ଲେଖିଛନ୍ତି, “ମଧ୍ୟପ୍ରଦେଶ ପୂରା ହିନ୍ଦୁସ୍ଥାନ୍‌ର ହୃଦୟ ଓ ଏହା ମୋର ବି ହୃଦୟ।”

dibyanka2ଦିବ୍ୟାଙ୍କା ଭୋପାଳ ବାସିନ୍ଦା। ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବାରୁ ମୁମ୍ବାଇରେ ରହୁଛନ୍ତି। ସେ ଟିଭି ଇଣ୍ଡଷ୍ଟ୍ରିର ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। କିଛିବର୍ଷ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ‘ଜାୱେଦ ଜାଦୀ ସାନ୍‌-ଇ-ଭୋପାଲ୍‌’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏବେ ଦିବ୍ୟାଙ୍କ ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ୟେ ହୈ ମହୋବତେ’ରେ ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story