କିକ୍-୨ରୁ ଜ୍ୟାକଲିନ୍ ଆଉଟ୍: ଏଥର ସଲମାନଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍ ଟାଇଗର ସଲମାନ ଖାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘କିକ୍’ର ସିକ୍ୱେଲ ଆସିବ। ଫିଲ୍ମର ପର୍ଥମ ପାର୍ଟ ବକ୍ସ ଅଫିସରେ ଜବରଦସ୍ତ ହିଟ୍ ସାବ୍ୟସ୍ତ ହୋଇଥିଲା। ଏହାର ଦ୍ୱିତୀୟ ପାର୍ଟରେ ମଧ୍ୟ ସଲମାନଙ୍କୁ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଦେବେ ସାଜିଦ ନାଦିଆଓ୍ୱାଲା। ଏସବୁ ଖବର ତ ଆପଣଙ୍କୁ ଆମେ ଆଗରୁ ଦେଇସାରିଛୁ। ହେଲେ ଆଜି ଆମେ ନେଇଆସିଛୁ ଏହି ଫିଲ୍ମ ବିଷୟରେ ଆଉ କିଛି ଖବର। ସୂଚନା ଅନୁଯାୟୀ ଏହି ଫିଲ୍ମର ପୂରା ଷ୍ଟାର କାଷ୍ଟ […]

kick

kick

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 12:00 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଟାଇଗର ସଲମାନ ଖାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘କିକ୍’ର ସିକ୍ୱେଲ ଆସିବ। ଫିଲ୍ମର ପର୍ଥମ ପାର୍ଟ ବକ୍ସ ଅଫିସରେ ଜବରଦସ୍ତ ହିଟ୍ ସାବ୍ୟସ୍ତ ହୋଇଥିଲା। ଏହାର ଦ୍ୱିତୀୟ ପାର୍ଟରେ ମଧ୍ୟ ସଲମାନଙ୍କୁ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଦେବେ ସାଜିଦ ନାଦିଆଓ୍ୱାଲା। ଏସବୁ ଖବର ତ ଆପଣଙ୍କୁ ଆମେ ଆଗରୁ ଦେଇସାରିଛୁ। ହେଲେ ଆଜି ଆମେ ନେଇଆସିଛୁ ଏହି ଫିଲ୍ମ ବିଷୟରେ ଆଉ କିଛି ଖବର।

ସୂଚନା ଅନୁଯାୟୀ ଏହି ଫିଲ୍ମର ପୂରା ଷ୍ଟାର କାଷ୍ଟ ଫାଇନାଲ ହୋଇସାରିଛି। ଏଥିରେ ସଲମାନ ଖାନ୍ ଲିଡ୍ ରୋଲରେ ନଜର ଆସିବେ। ଫିଲ୍ମରେ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଜାଗାରେ ଏମି ଜ୍ୟାକସନ୍ ନଜର ଆସିବେ। ଫିଲ୍ମଟି ୨୦୧୯ରେ ବଡ଼ଦିନରେ ରିଲିଜ ହେବ। ପୂର୍ବ ପାର୍ଟରେ ସଲମାନ୍ ଓ ଜ୍ୟାକଲିନ୍‌ଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏଥର ଦର୍ଶକଙ୍କ ଉପରେ ସଲମାନ ଓ ଏମି ଜ୍ୟାକ୍ସନ୍‌ଙ୍କ କେମେଷ୍ଟ୍ରି କ’ଣ ଯାଦୁ କରୁଛି ଦେଖିବା ବାକି ରହିଲା।

Amy Jacksonସଲମାନ୍ ଏବେ ବ୍ୟାଙ୍କକ୍‌ରେ ‘ରେସ୍-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଜ୍ୟାକଲିନ୍, ଅନିଲ କପୁର, ବବି ଦେୱଲ ଓ ଡେଜି ସାହା ମଧ୍ୟ ନଜର ଆସିବେ। ରେମୋ ଡିସୁଜା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଫିଲ୍ମଟି ଚଳିତ ବର୍ଷ ଇଦ୍‌ରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story